Latest Odisha News

BREAKING NEWS

Yearly Archives

2021

ଶ୍ରୀମନ୍ଦିରରେ ରାମାଭିଷେକ ନୀତି

ପୁରୀ:ପବିତ୍ର ଶ୍ରବଣା ମକର ନକ୍ଷତ୍ରରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହୋଇଯାଇଛି | ଏହା ସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ରର ସାହିଯାତ ମଧ୍ୟ ଚଳିତବର୍ଷ ପାଇଁ ଶେଷ ହୋଇଛି | ମଙ୍ଗଳବାର ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ନକ୍ଷତ୍ର ଦିଅଁ ଭିତରକୁ ବିଜେ କରିଥିଲେ |…

ଓଡ଼ିଶା ଲକଡାଉନ୍: ଆଜିଠୁ ୧୪ ଦିନ ଗାଁଠୁ ସହର ଶୂନଶାନ

ଭୁବନେଶ୍ୱର: କରୋନା ଚେନ୍ ଭାଙ୍ଗିବାକୁ ଆଜିଠୁ ଓଡ଼ିଶାରେ ଲକଡାଉନ୍ । ଆସନ୍ତା ୧୯ ତାରିଖ ଯାଏ ବଳବତ୍ତର ରହିବ । ଗାଁଠୁ ସହର ଶୂନଶାନ । ଜରୁରୀ ସେବାକୁ ଲକଡାଉନରୁ ବାଦ ଦିଆଯାଇଛି । ନହେଲେ ଘରୁ ଗୋଡ଼ କାଢ଼ିବା ମନା । ରାସ୍ତାଘାଟ ଶୂନଶାନ । କୋଳାଙଳର ସହର ଶୋଇ ପଡ଼ିଛି । ବିଭିନ୍ନ ସ୍ଥାନରେ…

ପ୍ରଦୂଷିତ ହ୍ରଦରେ ମାଛ ମଡ଼କ

ଦିନକୁ ଦିନ ପରିବେଶ ସନ୍ତୁଳନ ହରାଇବାରେ ଲାଗିଛି । କରୋନା ଯୋଗୁ ସଙ୍କଟଜନକ ସ୍ଥିତି ଉପୁଜିଥିବା ବେଳେ ବେଶ୍ ପ୍ରଭାବିତ ହେଉଛି ମଣିଷ । କେବଳ ମଣିଷ ନୁହେଁ ବହୁ ଜୀବଜନ୍ତୁ ମଧ୍ୟ ପ୍ରଭାବିତ ହେବାରେ ଲାଗିଛନ୍ତି । ଯାହା ଏହି ଦୃଶ୍ୟ ଦେଖିଲେ ସ୍ପଷ୍ଟ ଅନୁମାନ କରିହୁଏ । ପରିବଶେ ପ୍ରଦୂଷଣ…

ରାଜ୍ୟରୁ ଆଜି ୯୮୮୯ କରୋନା ସଂକ୍ରମିତ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ଅପେକ୍ଷା ଆଜି ବଢ଼ିଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯ହଜାର ୮୮୯ ପଜିଟିଭ୍ । ଗତକାଲି ଏହି ସଂଖ୍ୟା ଥିଲା ୮ହଜାର ୨୧୬ । ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ହଜାରେ ଉପରେ ରହିଛି ଦୈନିକ…

ନୀଳ ଆକାଶରେ ସିଗଲଙ୍କ ଉଡାଣ

ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଦୁଇଟି ପକ୍ଷୀଙ୍କର ଭିଡିଓ । କରୋନା ଭଳି ସଙ୍କଟ ଜନକ ସ୍ଥିତିରେ ନୀଳ ଆକାଶରେ ମୁକ୍ତ ବିହଙ୍ଗ ଦୁଇଟିର ଉଡୁଥିବାର ବେଶ୍ ମଜାଦାର ଭିଡିଓ । ଦୁଇଟି ସିଗଲ ଅବାଧରେ ଉଡି ବୁଲୁଛନ୍ତି । ସବୁଠୁ ମଜା କଥା ହେଲା ଗୋଟିଏ ପକ୍ଷୀ ଅନ୍ୟ ପକ୍ଷୀଟିକୁ ପିଠିରେ ବସାଇ…

କବିତା : ଅଘରୀ

ରାମକୃଷ୍ଣ  ହାଣକାଟ ସଇଲା ରକ୍ତସ୍ନାନ ସଇଲା ଏଥର ଫେରିବା କଥା ଘରକୁ ଘର କାହିଁ, ରାସ୍ତା କାହିଁ ଘରକୁ? ରକ୍ତନଦୀରେ ଭାସିଗଲା ସବୁ ମହଜୁଦ ସୁଖ ଆଉ ବେଳେ କାହିଁ ଫେରିବାକୁ ! ବେଳ ଗଡି଼ଗଲା ସାଉଁଟି ପାରିଲିନାହିଁ ଫୋପଡା଼ ସ୍ବପ୍ନଙ୍କୁ ଫେରାର୍ ନିଦକୁ, ନିଶ୍ବାସକୁ ସାଉଁଟି…

ବ୍ୟଙ୍ଗ : ସତ କହିବାକୁ କିଆଁ ଡରିବୁ ସତ କହି ପଛେ ମଲେ ମରିବୁ

ଓଁ ଅଭିଜ୍ଞାନ ସାହୁ  ଆଗରୁ ବହୁଳ ହ୍ଵାଟ୍ସଆପ ଏବଂ ଫେସବୁକର ବ୍ୟବହାର ଯୋଗୁଁ ଘରେ ମନେ ମନେ ସନ୍ଦେହ କରୁଥିଲେ ଏବେ କଣେଇ କଣେଇ ଚାହିଁଲେଣି । ବିଶେଷ କରି ହ୍ଵାଟ୍ସଆପରେ ବିଳମ୍ବିତ ରାତ୍ରି ଓ ଭୋର ସମୟରେ ଯେଉଁ ସବୁ ସୁନ୍ଦରିଆ ଗୁଡ଼ନାଇଟ୍ ଓ ଗୁଡ଼ମର୍ନିଙ୍ଗ ଫୋଟୋ ଆସୁଛି ତାକୁ ଦେଖି ଘରେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୫-୫-୨୦୨୧ ବୁଧବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୫ ରିଖ ବୁଧବାର ମେଷ ୨୨ ଦିନ ବୈଶାଖ ମାସ କୃଷ୍ଣପକ୍ଷ ନବମୀ ତିଥି ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ ଚନ୍ଦ୍ର-: ମିଥୁନ ରାଶି ପୁରୁଷଙ୍କ ଓ ମୀନ ରାଶିର ଆଜିର ନିଷେଧ…

ଲକଡାଉନରେ ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ବର : ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଲାଗୁ ହେଉଛି ୧୪ ଦିନିଆ ଲକଡାଉନ୍ । ଏହି ସମୟରେ କେବଳ ଜରୁରୀ ସେବା ଛଡ଼ା ବାକି ସବୁ କିଛି ବନ୍ଦ ରହିବ । ତେବେ ରାଜ୍ୟରେ ଲାଗୁ ହେଉଥିବା ଲକଡାଉନ ସମୟରେ ଖୋଲା ରହିବ ଆହାର କେନ୍ଦ୍ର । ଏନେଇ ଜିଲ୍ଲା ଆହାର ସୋସାଇଟିକୁ ଚିଠି ଲେଖିଛନ୍ତି ଓଏସଡି…

କାର୍ଯ୍ୟରତ ସାମ୍ବାଦିକଙ୍କୁ ତୁରନ୍ତ ଟିକାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ବର : ମହାମାରୀ ସମୟରେ ରାଜ୍ୟରେ ଜାରି ରହିଛି ଟିକାକରଣ । ସାରା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ଏଭଳି ସ୍ଥିତିରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ତୁରନ୍ତ ଟିକା ଦେବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଏଥିପାଇଁ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ…