କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୮ ମୃତ
ଭାରୁଚ: ଗୁଜୁରାଟର ଭାରୁଚର ଏକ ଡାକ୍ତରଖାନାରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୮ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।
ଚାରି ମହଲା ବିଶିଷ୍ଟ ୱେଲଫେୟାର ହସ୍ପିଟାଲରେ ପ୍ରାୟ ୫୦ ଜଣ ରୋଗୀ ଥିବା ବେଳେ ରାତି ୧ଟାରେ କୋଭିଡ ୱାର୍ଡରେ ନିଆଁ ଲାଗିଥିଲା। ସୌଭାଗ୍ୟବଶତଃ ସେମାନଙ୍କୁ…