Latest Odisha News

BREAKING NEWS

Yearly Archives

2021

ପ୍ରାଣଘାତୀ କରୋନା ଆଜି ରାଜ୍ୟରୁ ନେଲା ୧୧ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ । ଆଜି ସଂଖ୍ୟା ରେକର୍ଡ ୧୦ ହଜାର ପାର କରିଛି । ତାସହ ବଢୁଛି ମୃତ୍ୟୁସଂଖ୍ୟା । ଯଦିଓ ଗତକାଲି ଅପେକ୍ଷା ଆଜି ରାଜ୍ୟରେ ମୃତ୍ୟୁସଂଖ୍ୟା କମିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ କରୋନା ନେଇଛି ୧୧ ଆକ୍ରାନ୍ତଙ୍କ ଜୀବନ । ଖୋର୍ଦ୍ଧା ଜିଲ୍ଲାରୁ…

କବିତା : ମୁକ୍ତି

ଦିଲୀପ କୁମାର ପଣ୍ଡା  ଜ୍ଞାନର ସ୍ରୋତସ୍ୱିନୀ ମୃତ୍ୟୁର ଆଲିଙ୍ଗନରେ ହୁଏ ବିଜୟିନୀ । ଓଁ କାର ସହ ଏକାତ୍ମ ହୁଏ ଅନ୍ତରଆତ୍ମା । ଅସୀମ ଜ୍ୟୋତି ଆହରଣ କରେ ଦେହାତୀତ ବିସ୍ତାରିତ ଆକାଶରେ ଦେହର ମୃତ୍ୟୁ ବିନା ଅସମ୍ଭବ ଅମରତ୍ୱ ଲାଭ। ଶାଶ୍ୱତ ଓଲ୍ହାଇ ଆସେ ସ୍ୱର୍ଗରୁ ମର୍ତ୍ତ୍ୟକୁ…

କୁଳାଙ୍ଗାର ଉବାଚ : ମୁଁ ଆଉ କବିତା ଲେଖିବି କ’ଣ ? 

କବି କୁଳାଙ୍ଗାର  ସପନ ହଜୁଛି ଜୀବନ ବିନ୍ଧୁଛି କରୋନା ହସୁଛି ମଣିଷ କାନ୍ଦୁଛି ମୁଣ୍ଡ ହୋଇଯାଏ ଟିଣ ! ମୁଁ ଆଉ କବିତା ଲେଖିବି କ'ଣ ? ତଥାପି ଅଛନ୍ତି ଗାଲୁଆ ଅନେକ ମାନନ୍ତିନି କଟକଣା; ବୁଲନ୍ତି ନିର୍ଧୁମ ପକେଟରୁ ପଛେ ଜୋରିମନା ହେଉ ଗଣା ! ଠେଙ୍ଗାକୁ ଚଳାନ୍ତି ମାମୁଁ ଗଣ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳତା୧-୫-୨୦୨୧ ଶନିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୧ ରିଖ ଶନିବାର ମେଷ ୧୮ ଦିନ ବୈଶାଖ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: ବୃଷ,ସିଂହ ଓ କନ୍ୟା ରାଶିର ଘାତ ଚନ୍ଦ୍ର-: ତୁଳା , କୁମ୍ଭ ରାଶି ପୁରୁଷ ଓ ବୃଷ, ମିଥୁନ…

କରୋନାରେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ପରଲୋକ

ଭୁବନେଶ୍ବର : ମହାମାରୀ କରୋନା ନେଲା ରାଜ୍ୟର ଆଉ ଜଣେ ବରିଷ୍ଠ ସାମ୍ବାଦିକଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟଙ୍କ ପରଲୋକ ହୋଇଛି । କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଗତ ୧୪ ତାରିଖରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି…

ଭୁବନେଶ୍ବରରେ ପହଞ୍ଚିଲା ଦେଢ଼ ଲକ୍ଷ ଡୋଜ୍ କୋଭାକ୍ସିନ ଟିକା

ଭୁବନେଶ୍ବର : ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ଏହା ପୂର୍ବରୁ ଆଜି ଭୁବନେଶ୍ବରରେ ପହଞ୍ଚିଛି ଦେଢ଼ ଲକ୍ଷ ଡୋଜ୍ କୋଭାକ୍ସିନ ଟିକା । ୧୮ରୁ ୪୪ ବର୍ଷ ବର୍ଗଙ୍କୁ ଏହି ଟିକା ଦିଆଯିବ । ତେବେ ଆସନ୍ତାକାଲି ସପ୍ତାହାନ୍ତ ସଟ୍‌ଡାଉନ୍‌ ଥିଲେ ବି ଟ୍ରାଏଲ ବେସ୍‌ରେ କିଛି…

ମୋ ସ୍କୁଲ ଅଭିଯାନରେ ୧୨୧ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର : ଅନୁଷ୍ଠିତ ହୋଇଛି ମୋ ସ୍କୁଲ୍ ଅଭିଯାନର ୨୪ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟର ୨୪ଟି ଜିଲ୍ଲାର ମୋଟ ୧୨୧ କୋଟି ୨୬ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ…

ମୁଖ୍ୟମନ୍ତ୍ରୀଙ୍କୁ ଅଲ୍ ଓଡ଼ିଶା ବସ୍ ୱନର୍ସ ଆସୋସିଏସନ୍ ପକ୍ଷରୁ ୫ ଦଫା ଦାବିପତ୍ର ପ୍ରଦାନ

ଭୁବନେଶ୍ୱର: କରୋନା ପାଇଁ ରାତ୍ରୀକାଳୀନ କର୍ଫ୍ୟୁ ଏବଂ ସଟଡାଉନ୍ ଯୋଗୁଁ ରାଜ୍ୟରେ ବସ୍ ସେବା ପ୍ରଭାବିତ ହୋଇଛି । ଖାଲି ବସ୍ ସେବା ପ୍ରଭାବିତ ହୋଇନାହିଁ ବରଂ ବସ୍ ମାଲିକ କ୍ଷତି ସହୁଛନ୍ତି । ବସ୍ ବନ୍ଦ ରହିବା ଯୋଗୁଁ ରୋଜଗାର ହେଉନି କିନ୍ତୁ ଇଏମଆଇ ଭରିବାକୁ ପଡ଼ୁଛି । ଏଭଳି ଅନେକ ସମସ୍ୟାକୁ…

ଦୁଇ ସ୍ବତନ୍ତ୍ର ଟ୍ରେନର ସେବା ବୃଦ୍ଧି

ଭୁବନେଶ୍ବର : ପୂର୍ବତଟ ରେଳପଥ ମଧ୍ୟଦେଇ ଯାତାୟାତ କରୁଥିବା ଦୁଇଟି ସ୍ବତନ୍ତ୍ର ଟ୍ରେନର ସେବା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ଭାସ୍କୋଡାଗାମା-ହାଓ୍ବଡା-ଭାସ୍କୋଡାଗାମା ସ୍ପେଶାଲ୍ ଏବଂ ହାଇଦ୍ରାବାଦ-ହାଓ୍ବଡ଼ା-ହାଇଦ୍ରାବାଦ ସ୍ପେଶାଲ୍ ଟ୍ରେନର ସେବାକୁ ବୃଦ୍ଧି…

ଯାଜପୁର ଜିଲ୍ଲାର ସମସ୍ତ ପଞ୍ଚାୟତରେ ସପ୍ତାହାନ୍ତ ସଟଡାଉନ୍

ଯାଜପୁର : ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବାରୁ କଟକଣା ଲଗାଇଲେଣି ପ୍ରଶାସନ । ସଂକ୍ରମଣକୁ ରୋକିବା ପାଇଁ ନାଇଟ୍ କର୍ଫ୍ୟୁ ଜାରି ରହିଥିବା ବେଳେ, ସପ୍ତାହାନ୍ତ ସଟଡାଉନ୍ କଟକଣା ଲଗାଇଛି ପ୍ରଶାସନ । ତେବେ ଏହି କ୍ରମରେ…