Latest Odisha News

BREAKING NEWS

Yearly Archives

2021

ମୋଦିଙ୍କ ସହ କଥା ହେଲେ ନବୀନ, ଅକ୍ସିଜେନ୍‌ ଅଭାବ ପୂରଣରେ ସହଯୋଗ କରିବ ଓଡ଼ିଶା: ନବୀନ

ଭୁବନେଶ୍ୱର: ଦେଶରେ କରୋନା କାୟା ବିସ୍ତାର କରିଛି । ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ହସ୍ପିଟାଲରେ କେଉଁଠି ଆବଶ୍ୟକ ସଂଖ୍ୟକ ବେଡ ନାହିଁ ତ କେଉଁଠି ଔଷଧ ତ ପୁଣି କେଉଁଠି ଅକ୍ସିଜେନ୍ । ଅକ୍ସିଜେନ ଅଭାବରୁ ମେଡିକାଲରେ ରୋଗୀ ଜୀବନ ହାରୁଛନ୍ତି । ମହାରାଷ୍ଟ୍ର, ଦିଲ୍ଲୀ ପରି…

ଚାନ୍ଦବାଲି ଭାଟପଡା ପଞ୍ଚାୟତରେ ହୋଇଥିବା ମହାଦୁର୍ନୀତିକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ,

ଚାନ୍ଦବାଲି:ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭାଟପଡା ପଞ୍ଚାୟତରେ ହୋଇଥିବା ମହାଦୁର୍ନୀତିକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ଆଜି ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ ଅଧ୍ୟକ୍ଷତା କରିଥିଲେ ।…

ଡ୍ରାଗନର ଚାଲାକି ଧରା ପଡିଲା, ଶ୍ରୀଲଙ୍କାରେ ଅଟକିଥିବା ଚୀନ ଜାହଜରୁ ମିଳିଲା ପରମାଣୁ ପଦାର୍ଥ !

କଲମ୍ବୋ: ଚୀନର ଆଉ ଏକ ମାରାତ୍ମକ ଷଡଯନ୍ତ୍ର ପଦାରେ ପଡିଛି । ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ଅଟକି ରହିଥିବା ଏକ ଚୀନ ଜାହାଜରୁ ପରମାଣୁ ପଦାର୍ଥ ମିଳିଛି । ଶ୍ରୀଲଙ୍କା ସରକାର ଏ ନେଇ କଡା ପଦକ୍ଷେପ ଗ୍ରହଣ କରି ଜାହାଜକୁ ତୁରନ୍ତ ବନ୍ଦର ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜାହଜଟି…

ଦିଲ୍ଲୀକୁ ଅକ୍ସିଜେନ୍ ଦେବ ଓଡ଼ିଶା: ବିମାନ ଯୋଗେ ଯିବ ଅକ୍ସେଜନ୍

ନୂଆଦିଲ୍ଲୀ: କରୋନା ଦେଶର ରାଜଧାନୀରେ ଭୟଙ୍କର ରୂପ ଧାରଣ କରିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଅକ୍ସିଜେନ ଅଭାବ ଦେଖାଦେଇଛି । ଏଭଳି ସ୍ଥିତିରେ ଦିଲ୍ଲୀକୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା । ଦିଲ୍ଲୀକୁ ଅକ୍ସିଜେନ୍ ଯୋଗାଇବ ଓଡ଼ିଶା । ବିମାନ ଯୋଗେ ପହଞ୍ଚିବ । ଆଜି…

ନଳିନୀ ପ୍ରଭା ଦାଶଙ୍କ ‘ନିଡ଼ଫେରେ’ ଉନ୍ମୋଚିତ

ସମ୍ବଲପୁର : ଅଵସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ନଳିନୀ ପ୍ରଭା ଦାଶଙ୍କ କବିତା ସଙ୍କଳନ 'ନିଡ଼ଫେରେ' ପ୍ରଫେସର ଶଶାଙ୍କ ଶେଖର ନନ୍ଦଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ହେମନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସୁଶାନ୍ତ ପଣ୍ଡା ଏହି…

କରୋନା ମୁକାବିଲା ଚିନ୍ତା: ଭୁବନେଶ୍ୱରରେ ରାପିଡ୍ ରେସପନ୍ସ ଟିମ୍ ସଂଖ୍ୟା ବୃଦ୍ଧି, ପ୍ରତି ଜୋନ ପାଇଁ ୧୩ଟି ଟିମ୍

ଭୁବନେଶ୍ୱର: କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ମୁକାବିଲା ପାଇଁ ବଦଳୁଛି ରଣନୀତି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ପୁଣି ଥରେ ବଢ଼ିଛି ରାପିଡ଼ ରେସପନ୍ସ ଟିମ୍‌(RRT) ସଂଖ୍ୟା । ବିଏମସିର ୬୭ଟି ଓ୍ୱାର୍ଡ ପାଇଁ ୩୯ ଟିମ୍ ଗଠନ କରାଯାଇଛି ।…

ଆଇପିଏଲ:ଜବରଦସ୍ତ ଫର୍ମରେ ଥିବା ବାଙ୍ଗାଲୋରକୁ ଭେଟିବ ରାଜସ୍ଥାନ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ଆଜିର ମୁକାବିଲାରେ ଜବରଦସ୍ତ ଫର୍ମରେ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ରାଜସ୍ଥାନ ରୟାଲ୍ସ । ବିରାଟ କୋହଲି ନେତୃତ୍ୱାଧୀନ ବାଙ୍ଗାଲୋର କ୍ରମାଗତ ୩ଟି ବିଜୟ ହାସଲ କରିଛି । ଅପରପକ୍ଷରେ ରାଜସ୍ଥାନ ୩ଟି ଖେଳି ଗୋଟିକରେ ବିଜୟୀ ହୋଇଛି । ଯୁବ…

ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ’ର ଟ୍ରେଲର ରିଲିଜ୍

ମୁମ୍ବାଇ: ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ରାଧେ'ର ଟ୍ରେଲର ରିଲିଜ ହୋଇଛି। ଟ୍ରେଲରରେ ସଲମାନ ଜବରଦସ୍ତ ଅନ୍ଦାଜରେ ନଜର ଆସିଛନ୍ତି। ୨ ମିନିଟ୍ ୫୧ ସେକେଣ୍ଡର ଟ୍ରେଲରରେ ମୁମ୍ବାଇ ସହରର ଝଲକ ଦେଖିବାକୁ ମିଳିଛି। ଯେଉଁଥିରେ ଡ୍ରଗ୍ସ ବେପାର ଓ ଦ୍ରୁତ ଗତିରେ ବଢୁଥିବା ଅପରାଧକୁ…

ଝରାଫୁଲ ମୃତ୍ୟୁ ମାମଲା: ଫେରାର୍ ଅଭିଯୁକ୍ତ ଶକ୍ତି ଶେଖର ଗିରଫ

ଭୁବନେଶ୍ୱର: ରମାଦେବୀ ଛାତ୍ର ଝରାଫୁଲ ମୃତ୍ୟୁ ମାମଲାରେ ଫେରାର୍ ଅଭିଯୁକ୍ତ ଗିରଫ । ଅନ୍ୟ ଜଣେ ସହଯୋଗୀ ଶକ୍ତି ଶେଖର ସ୍ୱାଇଁକୁ ଗିରଫ କରିଛି ଯାଜପୁର ପୋଲିସ । ତାକୁ ଭୁବନେଶ୍ୱରରୁ ଗିରଫ କରାଯାଇଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ତିନି ଜଣ ଗିରଫ ହୋଇଛନ୍ତି । ପୂର୍ବରୁ ଝରାଫୁଲଙ୍କ…

ଏହି ମନ୍ଦିର ସିଡିରୁ ଶୁଭୁଛି ଶ୍ରୁତିମଧୂର ଧ୍ୱନୀ

ମାଡ୍ରାସ: ତାମିଲନାଡୁ ଐରାବତେଶ୍ୱର ମନ୍ଦିରର ରହସ୍ୟ ସମସ୍ତଙ୍କୁ ଚକିତ କରିଥାଏ । ୧୨ଶ ଶତାବ୍ଦୀରେ ଚୋଳ ବଂଶର ରାଜାମାନେ ଏହାକୁ ନିର୍ମାଣ କରିଥିଲେ । ଏହି ମନ୍ଦିରର ସିଡି ଚଢ଼ୀ ଉପରକୁ ଯିବା ମାତ୍ରେ ବିଭିନ୍ନ ପ୍ରକାରର ଶ୍ରୁତିମଧୂର ଧ୍ୱନୀ ବାହାରିଥାଏ । ସଙ୍ଗୀତ ଏବଂ ଧ୍ୱନୀ ପଛରେ ଥିବା…