ଖୁବ୍ ଶୀଘ୍ର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି ଅଜୟ ଦେବଗନ
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଷ୍ଟାର ଅଜୟ ଦେବଗନ ଖୁବ୍ ଶୀଘ୍ର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ଅଜୟ କ୍ରାଇମ ଡ୍ରାମା ରୁଦ୍ର:ଦି ଏଜ ଅଫ ଡାର୍କନେସରେ ପୋଲିସ ଅଫିସର ଭୂମିକାରେ ଅବତୀର୍ଣ୍ଣ ହେବେ । ଏହି ସିରିଜ ହଟଷ୍ଟାର ଭିଆଇପିରେ ଦେଖିବାକୁ ମିଳିବ ।
ଝିଅ ନ୍ୟାସାର ୧୮ତମ ଜନ୍ମ ଦିବସ…