Latest Odisha News

BREAKING NEWS

Yearly Archives

2021

ମନମୋହନଙ୍କ ପତ୍ରର ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ରୋକିବା ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ବର୍ତମାନର ପିଏମ ନରେନ୍ଦ୍ର ମୋଦିଙ୍କୁ ପତ୍ର ମାଧ୍ୟମରେ କେତେକ ପ୍ରସ୍ତାବ ଦେଇଥିଲେ । ମଙ୍ଗଳବାର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ଏହାର ଉତ୍ତର ରଖିଛନ୍ତି । ସେ କହିଛନ୍ତି ଆପଣ ପତ୍ରରେ…

ମେ ୧୪ରେ ଖୋଲିବ ଯମୁନୋତ୍ରୀ ଧାମର ଦ୍ୱାର 

ଉତ୍ତରାଖଣ୍ଡ: ମେ ୧୪ରେ ଖୋଲିବ ଯମୁନୋତ୍ରୀ ଧାମର ଦ୍ୱାର । ଗତକାଲି ଦେବୀ ଯମୁନାଙ୍କ ଜନ୍ମଦିନ ଅବସରରେ, ତୀର୍ଥ ପୁରୋହିତଙ୍କ ଦ୍ୱାରା ଯମୁନୋତ୍ରୀ ଧାମର କବାଟ ଖୋଲିବାର ଶୁଭ ମୁହୂର୍ତ୍ତ ସ୍ଥିର କରାଯାଇଛି । ଅକ୍ଷୟ ତୃତୀୟାରେ ଭକ୍ତଙ୍କ ଦର୍ଶନ ପାଇଁ ଖୋଲାଯିବ ଯମୁନୋତ୍ରୀ ଧାମର ଦ୍ୱାର ।…

କରୋନାର ଦ୍ୱିତୀୟ ତରଙ୍ଗ ପାଇଁ ପ୍ରଧାନମନ୍ତ୍ରୀ ଦାୟୀ; ମମତା ବାନାର୍ଜୀ

କୋଲକାତା: କରୋନାର ଦ୍ୱିତୀୟ ତରଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସଂକ୍ରମଣ ଭିତରେ ବି ନିର୍ବଚାନ ରାଲି ଏବଂ ଅଭିଯାନ ଚାଲିଛି। ଯଦିଓ, ଅମିତ ଶାହା କହିଛନ୍ତି ଯେ ମାମଲାଗୁଡ଼ିକର ବୃଦ୍ଧି ସହିତ…

ଦେଶରେ ଅଣାୟତ କରୋନା: ସନ୍ଧ୍ୟାରେ ଫାର୍ମା କମ୍ପାନୀଗୁଡ଼ିକ ସହ କଥା ହେବେ ମୋଦି

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଜଟିଳ ।  କେଉଁଠି ବେଡର ଅଭାବ ତ କେଉଁଠି ଅକ୍ସିଜେନର ଅଭାବ ଦେଖାଦେଉଛି । ଏହାସହ କେଉଁଠି ଔଷଧର ଅଭାବ ତ କେଉଁଠି ଡାକ୍ତରଙ୍କ ଅଭାବ ଦେଖାଦେଲାଣି । ଯାହା ସରକାରଙ୍କୁ ଚିନ୍ତାରେ ପକାଇଲାଣି । ଏଭଳି ସ୍ଥିତିରେ ଆଜି ପ୍ରଧାନମନ୍ତ୍ରୀ ଏନେଇ ରଣନୀତି ପ୍ରସ୍ତୁତ…

ରାଜ୍ୟରେ ଆଜି ୪ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା 

ଭୁବନେଶ୍ବର: ରାଜ୍ୟରେ କାୟା ମେଲାଇଛି କରୋନା । ଦ୍ରୁତ ଗତିରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କ ମଧ୍ୟରୁ…

ସ୍ଥଗିତ ହେଲା ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ: ଦେଶର କରୋନା ସ୍ଥିତି ଉଦ୍‌ଗେଜନକ ହେବାପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତ ଗସ୍ତକୁ ସ୍ଥଗିତ ରଖିଛନ୍ତି। ଭାରତ ବର୍ତ୍ତମାନ ଦ୍ୱିତୀୟ ଏବଂ ଘାତକ କରୋନାଭାଇରସ୍ ତରଙ୍ଗକୁ ସାମ୍‌ନା କରୁଛି। ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏପ୍ରିଲ ଶେଷରେ ଭାରତ ଗସ୍ତ…

କରୋନା ପଜିଟିଭ୍ ହୋଇ ବି ସାହାଯ୍ୟ କରିବା ଜାରି ରଖିଛନ୍ତି ସୋନୁ ସୁଦ, ପାଠ ପଢିବାକୁ ପିଲାଙ୍କୁ ଦେଲେ ମୋବାଇଲ 

ମୁମ୍ବାଇ: କରୋନା ପଜିଟିଭ୍ ହୋଇ ବି ଅଟକି ନାହାନ୍ତି ସୋନୁ ସୁଦ୍ । ଆବଶ୍ୟକୀୟ ପିଲାଙ୍କୁ ମୋବାଇଲ ଫୋନ ଦେଇଛନ୍ତି ସୋନୁ । ପିଲାଙ୍କ ପାଠ ପଢାକୁ ନେଇ ଏକ ଟ୍ୱିଟ କରି ଲେଖିଛନ୍ତି, ପିଲାଙ୍କ ପାଠ ପଢାରେ ଲାଗିବନି ଲକଡାଉନ୍ । ଭିଡିଓରେ ସୋନୁ ସୁଦ ଫାଉଣ୍ଡେସନ ତରଫରୁ ଆବଶ୍ୟକୀୟ ପିଲାଙ୍କୁ ମୋବାଇଲ…

ମସ୍କୋ ଅନ୍ତର୍ଜାତୀୟ ଚିତ୍ର ମହୋତ୍ସବରେ ଓଡ଼ିଆ ଚିତ୍ର ‘ଏଡିୟୁ ଗୋଡାର୍ଡ’

ଭୁବନେଶ୍ୱର : ଆସନ୍ତା ୨୨ ରୁ ୨୯ ଯାଏଁ ହେବାକୁ ଥିବା ୪୩ ତମ ମସ୍କୋ ଅନ୍ତର୍ଜାତୀୟ ଚିତ୍ର ମହୋତ୍ସବରେ ଓଡ଼ିଆ ଚିତ୍ର 'ଏଡିୟୁ ଗୋଡାର୍ଡ' ସ୍ଥାନ ପାଇଛି।ଏହି ଚିତ୍ରଟି ଫରାସୀ ଚିତ୍ର ନିର୍ମାତା ଗୋଡାର୍ଡ ଉର୍ଦ୍ଦେଶରେ ଉତ୍ସର୍ଗୀକୃତ କରାଯାଇଛି। ସ୍ବସ୍ତିକ ବ୍ୟାନରରେ ନିର୍ମିତ ହୋଇଥିବା ଏହି…

କୋଭିଡ୍‌ ନିୟମ ଉଲ୍ଲଂଘନ; ରାଜଧାନୀର ଏକ ଘରୋଇ କୋଚିଂ ସେଣ୍ଟର ସିଲ୍‌

ଭୁବନେଶ୍ୱର: କୋଭିଡ୍‌ ଗାଇଡଲାଇନ୍‌ ଉଲ୍ଲଂଘନ କରିବା ନେଇ ବିଏମସି ସୋମବାର ସହରର ଏକ ଘରୋଇ କୋଚିଂ ସେଣ୍ଟରକୁ ସିଲ୍ କରିଛି। ସୂଚନାନୁସାରେ, ବିଏମସି ଆଇଆରସି ଭିଲେଜରେ ଥିବା ଶ୍ରୀ ବିନାୟକ ଘରୋଇ କୋଚିଂ ସେଣ୍ଟରକୁ ସିଲ୍‌ କରିଛି। କରୋନା ଉତ୍ତେଜନା ମଧ୍ୟରେ ଓଡ଼ିଶା ସରକାର ସୋମବାର…

ସ୍ୱରେଜ୍ ଲାଇନରେ ଶ୍ରମିକ ମୃତ୍ୟୁ ଘଟଣାର ହାଇକୋର୍ଟରେ ଶୁଣାଣି

କଟକ: ସ୍ୱରେଜ୍ ଲାଇନରେ ଶ୍ରମିକ ମୃତ୍ୟୁ ମାମଲା । ଆଜି ହାଇକୋର୍ଟରେ ମାମଲାର ଶୁଣାଣି ହୋଇଛି । ମାମଲାର ଶୁଣାଣି କରି କୋର୍ଟ କଟକ ଓ ଖୋର୍ଦ୍ଧା ଜିଲ୍ଳାପାଳ, CMC & BMC କମିଶନରଙ୍କୁ ରିପୋର୍ଟ୍ ତଲବ କରିଛନ୍ତି । ସତ୍ୟପାଠ ଜରିଆରେ ରିପୋର୍ଟ୍ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି…