Latest Odisha News

BREAKING NEWS

Yearly Archives

2021

ସ୍ଥଗିତ ହେଲା ଡିପ୍ଲୋମା ଏବଂ ପିଡିଆଇଏସ୍‌ ପରୀକ୍ଷା

ଭୁବନେଶ୍ୱର: ରାଜ୍ୟ ତଥା ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି (SCTE & VT) ଡିପ୍ଲୋମା ଏବଂ ପିଡିଆଇଏସ୍‌ ପାଠ୍ୟକ୍ରମର ପ୍ରଥମ ସେମିଷ୍ଟାର ପରୀକ୍ଷାକୁ ସ୍ଥଗିତ ରଖିଛି। ପରୀକ୍ଷା ୧୬ ଏପ୍ରିଲରୁ ଆରମ୍ଭ ହେବାର ଥିଲା। ଓଡ଼ିଶାର SCTE & VT ର…

କରୋନାରେ ରୋଟି ବ୍ୟାଙ୍କର ସଂସ୍ଥାପକ କିଶୋର କାନ୍ତଙ୍କ ଦେହାନ୍ତ

ବାରଣାସୀ: ସମାଜସେବୀ ତଥା ବାରଣାସୀ ରୋଟି ବ୍ୟାଙ୍କର ପରିଷ୍ଠାତା କିଶୋର କାନ୍ତଙ୍କ ଦେହାନ୍ତ ହୋଇଛି । କରୋନା ଭାଇରସରେ ପୀଡ଼ିତ କିଶୋର କାନ୍ତ ଗୁରୁବାର ଆଖି ବୁଜିଛନ୍ତି । ରୋଟି ବ୍ୟାଙ୍କ ଜରିଆରେ କିଶୋର ଗରିବ ଓ ଅସହାୟ ଲୋକଙ୍କୁ ଖାଇବା ଯୋଗାଉଥିଲେ । କିନ୍ତୁ କରୋନା ସଂକ୍ରମଣ ପରେ ତାଙ୍କର…

୧୨ ବର୍ଷ ପରେ କାଟିଲେ ବିଶ୍ବର ସବୁଠୁ ଲମ୍ବା କେଶ

ଅ‌ହମ୍ମଦାବାଦ: ଲମ୍ବା କେଶ ପାଇଁ ଗିନିଜ ରେକର୍ଡ କରିଥିବା ନୀଲାଂସି ପଟେଲ ଏବେ ପୁଣିଥରେ ଚର୍ଚ୍ଚାରେ। ଗୁଜୁରାଟର ଏହି ଯୁବତୀ ୧୨ ବର୍ଷ ଧରି କେଶ ନକାଟି ବଢାଇଥିଲେ। ଯେଉଁଥିପାଇଁ ସେ ଥରେ ନୁହେଁ, ତିନିଥର ଗିନିଜ ୱାର୍ଲ୍ଡ ରେକର୍ଡର ଅଧିକାରିଣୀ ହୋଇଥିଲେ। ଜୁଲାଇ ୨୦୨୦ରେ, ୧୮ ବର୍ଷ ବୟସ…

କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ

ବଲାଙ୍ଗୀର: କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ। ଓଡ଼ିଶାର ବିଶିଷ୍ଟ ସାମ୍ବାଦିକ ଜତିଶ ଖମାରି ଗୁରୁବାର ଦିନ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ସେ ଓଡିଶାର ବଲାଙ୍ଗୀର ଜିଲ୍ଲାର ପାଟନାଗଡରେ ଅବସ୍ଥିତ ଓଡ଼ିଆ ଖବରକାଗଜ 'ସମ୍ବାଦ' ଏବଂ 'ଡିଡି-୧'ରେ ୨୦…

ଆଜି ଛତିଶାନିଯୋଗ ବୈଠକ, ଜଗା ଦର୍ଶନକୁ ନେଇ ଆସିପାରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି

ପୁରୀ: ସାରା ରାଜ୍ୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୁଣି ଥରେ କଟକଣା କଡାକଡି କରାଯାଇଛି। ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ନେଇ ଘୋଷଣା କରାଯାଇଥିଲା ବେଳେ କୀର୍ତ୍ତିରାଜି ଗୁଡିକରେ ପର୍ଯ୍ୟଟକଙ୍କ ଆଗମନକୁ ବନ୍ଦ କରାଯାଇଛି। ଏହି ପରିପ୍ରେକ୍ଷୀରେ…

ବିମାନବନ୍ଦରରେ ପହଞ୍ଚିବା ପରେ ହାଇଦରକୁ କଟକ ନେଲା ପୋଲିସ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା ହାଇଦ୍ରାବାଦରୁ ଗିରଫ ଗ୍ୟାଙ୍ଗଷ୍ଟର ହାଇଦର । ସକାଳ ପ୍ରାୟ ୯ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ହାଇଦରକୁ ନେଇ ପୋଲିସ ପହଞ୍ଚିଥିଲା । ସେଠାରେ ହାଇଦରର କରୋନା ଟେଷ୍ଟ କରାଯାଇଥିଲା । ତା'ପରେ ପୋଲିସ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗିରଫ ହାଇଦରକୁ…

କରୋନାରେ ରାଜ୍ୟରେ ଆଖି ବୁଜିଲେ ଆଉ ୩ ଜଣ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୩ ହଜାର ପାର୍ କରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୧୯୩୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା…

IPL: ଭାଙ୍ଗିଲା ୧୩ ବର୍ଷର ରେକର୍ଡ, ୱାଙ୍ଖେଡେରେ ପ୍ରଥମଥର ଗୋଟିଏ ଇନିଂସରେ ନାହିଁ କୌଣସି ଛକା

ମୁମ୍ବାଇ: ଆଇପିଏଲର ସପ୍ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ୱିକେଟରେ ହରାଇଛି ରାଜସ୍ଥାନ ରୟାଲ୍ସ । ମୁମ୍ବାଇ ୱାଙ୍ଖେଡେ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୭ ରନ୍ କରିଥିଲା । ଦିଲ୍ଲୀର ଇନିଂସରେ ଯାହା…

ରାଜ୍ୟରେ ୩ ହଜାର ଡେଇଁଲା ଦୈନିକ ସଂକ୍ରମଣ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ୫୦୦ରୁ ଅଧିକ ପଜିଟିଭ୍

ଭୁବନେଶ୍ୱର: ଏପ୍ରିଲ୍ ମାସ ଆରମ୍ଭରୁ ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ଦୈନିକ ଦୈନିକ ସଂକ୍ରମଣ ୩ ହଜାର ଟପିଛି । ଗତ ୨୪ ଘଣ୍ଟାରେ ମଧ୍ୟରେ ୩,୧୦୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୬-୪-୨୦୨୧ଶୁକ୍ରବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୧୬ ତାରିଖ ଶୁକ୍ରବାର ମେଷ ୩ ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର ଆଜିର ଘାତ ବାରବିଛା ଧନୁ ଓ ମୀନ ରାଶିର ଆଜିର ଘାତ ଚନ୍ଦ୍ର  ବିଛା ରାଶି ପୁରୁଷଙ୍କର…