ଦୂତୀ ଚାନ୍ଦଙ୍କୁ ମିଳିବ ଛତିଶଗଡ ବୀରନି ପୁରସ୍କାର
ଭୁବନେଶ୍ୱର: ଓଡ଼ିଶାର ଦ୍ରୁତ ଧାବିକା ଦୂତୀ ଚାନ୍ଦଙ୍କୁ ଛତିଶଗଡ ବୀରନି ପୁରସ୍କାର ପ୍ରଦାନ କରାଯିବ। ଏନେଇ ଗୁରୁବାର ଦିନ ଛତିଶଗଡ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ସରକାରଙ୍କ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଜାକର୍ତ୍ତା ଏସିଆନ ଗେମ୍ସର ୧୦୦ ଏବଂ ୨୦୦ ମିଟର…