Latest Odisha News

BREAKING NEWS

Yearly Archives

2021

କଟକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍

କଟକ: ଭିଜିଲାନ୍ସ ଜାଲରେ କଟକ ସ୍ଥିତ ମୁଖ୍ୟ ବନ ସଂରକ୍ଷକଙ୍କ (କେନ୍ଦୁଲିଫ୍) କାର୍ଯ୍ୟାଳୟର ବରିଷ୍ଠ କିରାଣୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ 4ଟି ସ୍ଥାନରେ ଚଢ଼ାଉ ଚାଲିଛି । ତାଙ୍କ ନାଁ ଦିଲୀପ କୁମାର ଜେନା ।  ଭୁବନେଶ୍ୱର ଘାଟିକିଆରେ ଥିବା ଫରେଷ୍ଟ ଟ୍ରେନିଂ କଲେଜ…

ଭ୍ୟାକ୍ସିନ୍ ଅଭାବ, ରାଜ୍ୟର ୨ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ମାଗୁଛି ଓଡ଼ିଶା, ଦେଉନି କେନ୍ଦ୍ର । ବାରମ୍ବାର କୋଭିଡ୍ ଟିକା ଯୋଗାଣ ନେଇ ଓଡ଼ିଶା ଅନୁରୋଧ କରୁଥିବା ବେଳେ ପର୍ଯ୍ୟାପ୍ତ ଟିକା ଆସୁନାହିଁ । ଫଳରେ ଟିକା ଅଭାବ ଯୋଗୁଁ ୨ ଜିଲ୍ଲାରେ ଟିକାକରଣ ବନ୍ଦ କରାଯାଇଥିଲା । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା…

OTET-2021: ଅଫଲାଇନ୍ ପରୀକ୍ଷା ଦେଉଛନ୍ତି ୧.୨୫ ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣ ମଧ୍ୟରେ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) -୨୦୨୧ ରାଜ୍ୟର ୪୯୧ କେନ୍ଦ୍ରରେ ଅଫଲାଇନ ମୋଡରେ ଅନୁଷ୍ଠିତ ହୋଇଛି। ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସ୍ଇ) ଦ୍ୱାରା ଆୟୋଜିତ ଏହି ପରୀକ୍ଷାରେ ମୋଟ ୧,୨୫,୮୮୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।…

ଜାଣନ୍ତି କି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ବିୟୁଟି ଆଇକନ୍‌ କିଏ?

ନୂଆଦିଲ୍ଲୀ: ନିଜର ଫ୍ୟାସନ୍‌ ଶୈଳୀ ଏବଂ ଆତ୍ମବିଶ୍ୱାସ ବଳରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସମଗ୍ର ବିଶ୍ୱରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। କିନ୍ତୁ ତାଙ୍କ କ୍ୟାରିଅରରେ ତାଙ୍କୁ କିଏ ପ୍ରେରଣା ଦେଇଛି ତାହା ଜାଣନ୍ତି କି? ଏ ନେଇ ପ୍ରିୟଙ୍କା ଚୋପ୍ରା ନିଜ…

ବାଣୀବିହାରରେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

ଭୁବନେଶ୍ୱର: ବିଏମସିର ନିଷ୍ପତ୍ତିକୁ ବିରୋଧ କରି ତାତିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ । ବଢ଼ୁଥିବା କୋଭିଡ୍ ମାମଲାକୁ ଦେଖି ହଷ୍ଟେଲ ଖାଲି କରିବାକୁ ବିଏମିସର ନିଷ୍ପତ୍ତି ପରେ ବାଣିବିହାରରେ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ବିରୋଧ…

କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ତହସିଲ୍ ଅଫିସ ବନ୍ଦ

ସୁନ୍ଦରଗଡ଼: ରାଜ୍ୟରେ ପୁଣି ଥରେ ଭୟଙ୍କର ରୂପ ନେଲାଣି କରୋନାର ଲେଉଟାଣି । ସୁନ୍ଦରଗଡ଼ ଜିଲ୍ଲାରେ ସଂକ୍ରମଣ ଦ୍ରୁତ ବଢୁଛି । ପଜିଟିଭ୍ ଚିହ୍ନଟ ପରେ ବନ୍ଦ ହେଲା ସୁନ୍ଦରଗଡ଼ ସଦର ତହସିଲ୍ ଅଫିସ । ଏଠାରୁ ତିନି ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଏହାପରେ ଆଜି ପାଇଁ ଅଫିସକୁ ବନ୍ଦ…

ଗଞ୍ଜାମରେ ପର୍ଯ୍ୟଟନସ୍ଥଳୀ ଉପରେ କଟକଣା, ଜାଣନ୍ତୁ କେଉଁ ଦିନ କେଉଁଠିକୁ ମନା…

ଗଞ୍ଜାମ: କରୋନା ସଂକ୍ରମଣ ଆଶଙ୍କାରେ ଲାଗିଲା କଟକଣା । ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି । ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ଉପରେ କଟକଣା ଲଗାଇଛନ୍ତି ଜିଲ୍ଲାପାଳ । ଶନିବାର-ରବିବାର ଗୋପାଳପୁର ଓ ସୁନାପୁର ବିଚ୍ ବନ୍ଦ ରହିବ ।…

କବିତା : ସଂଶୋଧନ

 ଭାରତୀ ସରିତା ମହାନ୍ତି  ମଣିଷ ମାତ୍ରକେ ଭୁଲ ଅଛି ସିନା ନ କରେ ଯେ' ସଂଶୋଧନ ଜୀବନଟା ତା'ର ହୁଏ ଅସଜଡା ପାଏ ନିନ୍ଦା ଅପମାନ। ଜ୍ଞାନ ଆହରଣ ପାଇଁ କରେ ଶିକ୍ଷା ହୁଏ ତା'ର ମୂଲ୍ୟାୟନ ହୋଇଥିବା ଭୁଲ୍ ସଂଶୋଧନ କଲେ ସପନ ହୁଏ ପୂରଣ। କେବେ ପରିସ୍ଥିତି କେବେ ପରିବାର କେବେ…

ଭାରତରେ ବଢୁଛି ଦୈନିକ ସଂକ୍ରମଣ, ୧ ଲକ୍ଷ ୩୧ ହଜାର ପଜିଟିଭ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶୁକ୍ରବାର ଦିନ ଏହି ସଂଖ୍ୟା ୧,୩୦,୬୦,୫୪୨କୁ ଛୁଇଁଥିବା ନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି। କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର…

ବିଜାପୁରରେ ପୁଣି ମାତିଲେ ମାଓବାଦୀ, ୩ ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ

ମାଲକାନଗିରି: ବିଜାପୁରରେ ପୁଣି ଲାଲବାହିନୀର ଆତଙ୍କରାଜ । ଯବାନଙ୍କୁ ଅପରହଣ ପରେ ମୁକ୍ତ କରିବାକୁ ୨୪ ଘଣ୍ଟା ବିତିନି । ପୁଣି ଆଉ ୩ ଜଣଙ୍କୁ ଅପହରଣ କରି ନେଇଛନ୍ତି ନକ୍ସଲ । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ୩ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଅପହରଣ କରି ନେଇଥିବା ସୂଚନା ମିଳିଛି । ଖବର…