Latest Odisha News

BREAKING NEWS

Yearly Archives

2021

କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ-ଅନୁଭବ ମହାନ୍ତି

କଟକ: ଅଭିନେତ୍ରୀ ବର୍ଷା ଓ ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି । ବିବାହ ବିଚ୍ଛେଦ ମାମଲାରେ ଆଜି କଟକ ପରିବାର ଅଦାଲତରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ବଦଳରେ କଟକ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ରବିବାର ଦିନ ଅକ୍ଷୟ କୁମାର କରୋନ ପଜିଟିଭ୍ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଅକ୍ଷୟ କୁମାର ଏକ ବିବୃତ୍ତି ସେୟାର କରିଛନ୍ତି। ଏହାସହିତ “ସମସ୍ତ ଶୁଭେଚ୍ଛା ଏବଂ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ଖିଲାଡି କୁମାର। ସେ…

କବିତା : ରାଧା

ରବି ପଣ୍ଡା ଛାଡି ଆସିଲିଣି ଅନେକ ଦିନରୁ କଅଁଳ ବୟସ ମନ ନିଦାଘ ଋତୁର କାମନା ଆତୁର ଅତୃପ୍ତ ଯଉବନ। ରୁପମଞ୍ଜୁଳ ଏବେ ପାଂଶୁଳ ବୟସର କଳାଦାଗ ଭରିଦେଲାଣି ମୋ' ଦେହରେ ଦେହରେ ଜରାଜର୍ଜର ଭୋଗ। ପାଦତଳ ମାଟି ପରିତ୍ୟକ୍ତ ଏବେ କଳଙ୍କର ମୁହିଁ ପ୍ରତିମା ନାଇଁତ ଯମୁନା ନାଇଁ…

ଯାଆଁଳା ଫାଣ୍ଡିରୁ କଙ୍କାଳ ଜବତ ଘଟଣା: ପରିଚୟ ଜାଣିବାକୁ ୪ ରାଜ୍ୟକୁ ପଠାଇଲା ପୋଷ୍ଟର

ଭୁବନେଶ୍ୱର: ଯାଆଁ ଫାଣ୍ଡିରୁ କଙ୍କାଳ ଜବତ ଘଟଣାରେ ଖୋଳତାଡ ଚାଲିଛି । ମୃତ ମହିଳାଙ୍କ ପରିଚୟ ଏଯାଏ ମିଳିନି । ପରିଚୟ ଜାଣିବାକୁ ପୂର୍ବରୁ କମିଶନରେଟ ପୋଲିସ ଭୁବନେଶ୍ୱର ଉପକଣ୍ଠର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ପୋଷ୍ଟର ମାରିଥିଲା । ଏବେ ରାଜ୍ୟ ବାହାରକୁ ପୋଷ୍ଟର ପଠାଇଛି । ୪ଟି ପଡୋଶୀ…

ରାଜ୍ୟରେ ୫୦୦ ଟପିଲା ଦୈନିକ ସଂକ୍ରମଣ, ଖୋର୍ଦ୍ଧାରୁ ସର୍ବାଧିକ ୯୬ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ୫୦୦ ଟପିଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୫୭୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩୩୭ଟି ମାମଲା ଆସିଥିବା ବେଳେ ସ୍ଥାନୀୟ ସଂକ୍ରମଣ ହେଉଛି ୨୩୬।…

ଅକ୍ଷୟଙ୍କ ପରେ ‘ରାମସେତୁ’ର ୪୫ ଜୁନିଅର କଳାକାର କରୋନା ପଜିଟିଭ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ରବିବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ପରେ ୧୦୦ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୪୫ ଜୁନିଅର କଳାକାର କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି। ଯେଉଁଥିପାଇଁ ‘ରାମ ସେତୁ’ ଫିଲ୍ମର ସୁଟିଂ ସ୍ଥଗିତ ରହିଛି। ତେବେ ଫେଡେରେସନ୍ ଅଫ୍…

ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ, ଦିନକରେ ଲକ୍ଷେ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ଗତ କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ ଧିରେଧିରେ ବଢୁଥିବା ବେଳେ ଆଜି ୧ ଲକ୍ଷ ଟପିଛି ଦୈନିକ ଆକ୍ରାନ୍ତ ମାମଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୦୩ ହଜାର ୫୫୮ ଜଣ ନୂଆ…

ଛତିଶଗଡ଼ ଯିବେ ଅମିତ ଶାହ, ଏନକାଉଣ୍ଟର ସ୍ଥଳରେ ସହିଦଙ୍କୁ ଜଣାଇବେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଛତିଶଗଡ଼ରେ ନକ୍ସଲ ହମଲାରେ ୨୨ ଯବାନ ସହିଦ ହୋଇଛନ୍ତି । ୩୦ ଜଣ ଆହତଙ୍କର ଏବେ ଚିକିତ୍ସା ଚାଲିଛି । ମାଓବାଦୀଙ୍କୁ ମୁହଁତୋଡ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ବ୍ଲୁ-ପ୍ରିଣ୍ଟ । ଗତକାଲି ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି ଛତିଶଗଡ଼…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ଖସାପଡା ଲାଗି’ ନୀତି, ଆଜି ଅପରାହ୍ନ ୪ଟାରୁ ଦର୍ଶନ ବନ୍ଦ

ପୁରୀ: ଆଜି ଚୈତ୍ର କୃଷ୍ଣ ନବମୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ 'ଖସାପଡା ଲାଗି' ନୀତି ଅନୁଷ୍ଠିତ ହେବ। ଏଥିପାଇଁ କିଛି ସମୟ ଲାଗି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଅପରାହ୍ନ ଘ. ୪.୩୦ ରୁ ରାତି ଘ ୮.୦୦ ଟା ପର୍ଯ୍ୟନ୍ତ ଆପାତତଃ ଦର୍ଶନ ବନ୍ଦ ରହିବ । ସୂଚନା ଅନୁଯାୟୀ ଏପ୍ରିଲ ୫…

ବୁର୍ଲା ଭୀମସାରରେ ପଶିଲା କରୋନା

ସମ୍ବଲପୁର: ବୁର୍ଲା ଭୀମସାରରେ ପଶିଲା କରୋନା । କାର୍ଡିଓଲୋଜି ବିଭାଗରେ ଚିକିତ୍ସିତ ଜଣେ ରୋଗୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ୱାର୍ଡକୁ ବିଶୋଧନ କରାଯାଇଛି । ସରକରାଙ୍କ ଗାଇଡଲାଇନ ଅନୁସାରେ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଭୀମସାର ସୁପରିଟେଣ୍ଡେଣ୍ଟ । ସଂପୃକ୍ତ ବ୍ୟକ୍ତିଙ୍କ…