Latest Odisha News

BREAKING NEWS

Yearly Archives

2021

ଓଡ଼ିଶାରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିମାନବନ୍ଦରରୁ ରାଜଭବନ ଅଭିମୁଖେ ଯାଇଛନ୍ତି…

୮୦୯ ଟଙ୍କାର ଗ୍ୟାସ୍ ମିଳିବ ମାତ୍ର ୯ ଟଙ୍କାରେ ! ଜାଣନ୍ତୁ କେମିତି କରିବେ ବୁକ୍…

ନୂଆଦିଲ୍ଲୀ: ଏପ୍ରିଲ୍ ୧ ତାରିଖରୁ ସାମାନ୍ୟ ଶସ୍ତା ହୋଇଛି ଗ୍ୟାସ୍ ସିଲିଣ୍ଡର । ସିଲିଣ୍ଡର ପିଛା ୧୦ ଟଙ୍କା ହ୍ରାସ୍ ପାଇ ୧୪.୨ କେଜିର ଏଲପିଜି ଦାମ ଦିଲ୍ଲୀରେ ୮୦୯ ଟଙ୍କା ରହିଛି । ଘରୋଇ ଗ୍ୟାସ୍ ବୁକିଂ ଉପରେ ପେଟିଏମ୍ ତାର ଗ୍ରାହକଙ୍କ ଲାଗି ବମ୍ପର୍ ଅଫର ଆଣିଛି । ଏହି ଅଫରରେ ୮୦୯ ଟଙ୍କାର…

ନବଜାତ ଯାଆଁଳା ଶିଶୁଙ୍କୁ କରୋନା; ଭଦୋଦରା

ଭଦୋଦରା: ଗୁଜୁରାଟର ଭଦୋଦରାଠାରେ ଏକ ନବଜାତ ଯାଆଁଳା ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଭଦୋଦରା, ଏସଏସଜି ହସ୍ପିଟାଲ, ପେଡିଆଟ୍ରିକ୍ସ ବିଭାଗର ମୁଖ୍ୟ ଡ. ଶିଲ ଆୟରଙ୍କ ଅନୁଯାୟୀ ନବଜାତ ଶିଶୁଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ଏବଂ ଡାକ୍ତରଖାନାରେ ସେମାନଙ୍କୁ ଚିକିତ୍ସା…

ଅଧିକ ସଂକ୍ରମିତ ୧୧ ରାଜ୍ୟ ସହ କରୋନା ସ୍ଥିତି ନେଇ ଆଲୋଚନା କରିବେ କ୍ୟାବିନେଟ୍ ସଚିବ

ନୂଆଦିଲ୍ଲୀ: ଦେଶରେ ଏବେ କରେନାର ଦ୍ୱିତୀୟ ଲହରି ଆରମ୍ଭ ହୋଇଛି । ପ୍ରତିଦିନ ସଂକ୍ରମଣ ନୂଆ ରେକର୍ଡ ପାର କରୁଛି । ବିଭିନ୍ନ ରାଜ୍ୟରେ ବଢୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ସ୍ଥିତିରେ ଆଜି ଅଧିକ ସଂକ୍ରମିତ ୧୧ଟି ରାଜ୍ୟ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ କ୍ୟାବିନେଟ୍ ସଚିବ ।…

ତାଇୱାନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ, ୩୬ ମୃତ

ତାଇପେ: ତାଇୱାନର ତାଇପେରୁ ତାଇତଙ୍ଗ ଯାଉଥିବା ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପ୍ରାୟ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୨ ଜଣ ଗୁରୁତର ଆହତ ହୋଇଛନ୍ତି । ଶୁକ୍ରବାର ଟନେଲ ମଧ୍ୟରେ ଟ୍ରେନଟି ଟ୍ରାକରୁ ଖସି ଯାଇଥିଲା । ଟ୍ରେନଟି ଏକାଧିକ ପର୍ଯ୍ୟଟକଙ୍କୁ ନେଇ ତାଇତଙ୍ଗ ଯାଉଥିବା…

କାହିଁକି ପ୍ରଥମ ଦେଖାରେ କାଜୋଲଙ୍କୁ ନାପସନ୍ଦ କରିଥିଲେ ଅଜୟ

ମୁମ୍ବାଇ: ଏପ୍ରିଲ ୨ ଅର୍ଥାତ୍‌ ଆଜି ଅଜୟ ଦେବଗନ ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ଅଜୟ ଦେବଗନ ନିଜ ଅଭିନୟ ବଳରେ ଦର୍ଶକଙ୍କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ତାଙ୍କର ଅନେକ ଫିଲ୍ମ ବକ୍ସ ଅଫିସ୍‌ରେ ସଫଳ ବ୍ୟବସାୟ କରିଛି। ଅଜୟ ଦେବଗନ ଅଭିନେତ୍ରୀ କାଜୋଲଙ୍କୁ ବିବାହ କରିଛନ୍ତି। ୧୯୯୫ରେ…

ହାପି ବାର୍ଥ ଡେ କପିଲ ଶର୍ମା

ମୁମ୍ବାଇ: ଟେଲିଭିଜନର ପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ଆଜି ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଆଜି ତାଙ୍କର ୪୦ ତମ ଜନ୍ମଦିନ ପାଳନ କରୁଛନ୍ତି। ଜଣାଶୁଣା ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ପକ୍ଷେ ଶିଖର ଛୁଇଁବା ଏତେ ସଜଜ ନଥିଲା। ବର୍ତ୍ତମାନ ସମୟରେ ସେ ଟେଲିଭିଜନ ଜଗତର ଜଣେ ସଫଳ…

ଗୁଡ୍ ଫ୍ରାଇଡେ୍: ଜନତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ‘ଗୁଡ୍ ଫ୍ରାଇଡେ୍’ ତଥା ‘ଶୁଭ ଶୁକ୍ରବାର’ ଅବସରରେ ଶୁକ୍ରବାର ଦିନ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। https://twitter.com/Naveen_Odisha/status/1377829088304320513?s=19 ଏନେଇ ମୁଖ୍ୟମନ୍ତ୍ରୀ…

ସପରିବାର ଟିକା ନେଲେ ଅମିତାଭ ବଚ୍ଚନ, କେବଳ ଅଭିଷେକ ନେଇ ନାହାନ୍ତି

ମୁମ୍ୱାଇ: କରୋନା ଟିକା ନେଲା ବଚ୍ଚନ ପରିବାର । ବିଗ୍ ବି ଅମିତାଭ ବଚ୍ଚନ କୋଭିଡ୍ ଟିକା ନେଇଛନ୍ତି । ଗତକାଲି ଟିକା ନେବା ପରେ ସୋସିଆଲ୍ ମିଡିଆରେ ନିଜେ ଏହି ସୂଚନା ଦେଇଛନ୍ତି ବିଗ୍ ବି । ତାଙ୍କ ସହ ପରିବାରର ଅନ୍ୟ ସଦସ୍ୟ ବି କରୋନା ଟିକାର ପ୍ରଥମ ଡୋଜ୍ ନେଇଥିବା ସେ ସୂଚନା ଦେଇଛନ୍ତି ।…

୧୦ ବର୍ଷ ତଳେ ଆଜିର ଦିନରେ ଭାରତ ଜିତିଥିଲା ବିଶ୍ୱକପ୍

ମୁମ୍ବାଇ: ଦଶନ୍ଧି ତଳେ ଆଜିର ଦିନରେ ୨ ଏପ୍ରିଲ୍ ୨୦୧୧ରେ ଭାରତ ଦ୍ୱିତୀୟ ଥର ଲାଗି ବିଶ୍ୱକପ୍ ଜିତିଥିଲା । ୧୯୮୩ ପରେ ଦ୍ୱିତୀୟ ଥର ଲାଗି ଭାରତ ହୋଇଥିଲା ବିଶ୍ୱ ବିଜୟୀ । ଭାରତୀୟ ଟିମ୍ ଏହି ପୁରସ୍କାରକୁ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ସମର୍ପଣ କରିଥିଲା । ଭାରତର ଏହି…