Latest Odisha News

BREAKING NEWS

Yearly Archives

2021

‘ନ୍ୟାସନାଲ ବିୟୁଟି କଣ୍ଟେଷ୍ଟ୍‌’ରେ‌ ଚମକିଲେ ଓଡ଼ିଆ ଝିଅ ସୋନାଲି

ଭୁବନେଶ୍ୱର: ଓଡିଆ ଝିଅ ସୋନାଲି ସାହୁଙ୍କୁ ଭାରତର ନେକ୍ସଟ ଟପ୍ ମଡେଲ୍ ସିଜନ୍ ୩ରେ ଦ୍ୱିତୀୟ ରନର୍ସ ଅପ୍ ମୁକୁଟ ପିନ୍ଧାଯାଇଛି। ନୂଆଦିଲ୍ଲୀ ହୋଟେଲରେ ଆୟୋଜିତ ହୋଇଥିବା ଜାତୀୟ ସ୍ତରର ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ଫଳାଫଳ ଗୁରୁବାର ଘୋଷଣା କରାଯାଇଛି। ଅନ୍ତିମ ପର୍ଯ୍ୟାୟରେ ୩୫ ଜଣ…

ବାଲୁକା କଳା ମାଧ୍ୟମରେ ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ 

ପୁରୀ: ଅଭିନେତା ରଜନୀକାନ୍ତଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ରଜନୀକାନ୍ତଙ୍କ ପ୍ରତିକୃତିକୁ ସ୍ଥାନ ଦେବା ସହ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି । ନିକଟରେ ୫୧ତମ ଦାଦା ସାହେବ…

ୟୁଏଇରେ ନିଆରା ଢଙ୍ଗରେ ଉତ୍କଳ ଦିବସ ପାଳନ କଲେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ଗତକାଲି ଥିଲା ଓଡ଼ିଶାର ପ୍ରତିଷ୍ଠା ଦିସବ ତଥା ଉତ୍କଳ ଦିବସ। ଏହି ଅବସରରେ ୟୁଏଇରେ ରହୁଥିବା ଓଡିଆ ପରିବାର ଗୁରୁବାର ସକାଳେ ଉତ୍କଳ ଦିବସ ଅବସରରେ ‘ବନ୍ଦେ ଉତ୍କଳ ଜନନୀ’ ପ୍ଲାକାର୍ଡସ୍‌ ଧରି ବିଶ୍ୱର ସବୁଠାରୁ ଉଚ୍ଚତମ କୋଠା ବୁର୍ଜ ଖଲିଫା ପାଦଦେଶରେ ଏକାଠି ହୋଇଥିଲେ। ଏହି…

ଭାଉଜକୁ ଗଳା କାଟି ଦିଅର ହତ୍ୟା କରିଥିବା ଅଭିଯୋଗ

କଟକ: ଭାଉଜକୁ ଗଳା କାଟି ଦିଅର ହତ୍ୟା କରିଥିବା ଅଭିଯୋଗ । କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଶିଖରପୁର ଅଞ୍ଚଳରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି ପୋଲିସ । ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଲିସ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।…

ଥାଇଲାଣ୍ଡରେ ପ୍ରବଳ ତାତି, ଚିଡ଼ିଆଖାନାରେ ବାଘଙ୍କୁ ଦିଆଯାଉଛି ‘ଚିକେନ୍‌ ଆଇସ୍‌ ପପ୍‌’

ବ୍ୟାଙ୍ଗ୍‌କକ୍‌: ଥାଇଲାଣ୍ଡରେ ଅସହ୍ୟ ଗରମ । ତାପମାତ୍ରା ବୃଦ୍ଧିକୁ ସହ୍ୟ କରିପାରୁନାହାନ୍ତି ପଶୁପକ୍ଷୀ । ତେଣୁ ଥାଇଲାଣ୍ଡର ଏକ ଚି଼ଡିଆଖାନାରେ ବାଘଙ୍କୁ ଥଣ୍ଡା ପାଣିଭରା ଜଳାଶୟରେ  ଗାଧୋଇବାକୁ ଛଡାଯାଉଛି । ଜଳାଶୟରେ ଖେଳଣା ପକାଯାଇ ସେମାନଙ୍କୁ ଜଳକ୍ରୀଡ଼ା କରିବାକୁ ଛଡ଼ାଯାଉଛି । ଦିନକୁ ଦୁଇ…

କରୋନା ସଂକ୍ରମିତ ହେବାର ୬ଦିନ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ସଚିନ ତେନ୍ଦୁଲକର

ମୁମ୍ୱାଇ: ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର । କରୋନାରେ ସଂକ୍ରମିତ ହେବା ପରେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସଚିନ । ସେ ଲେଖିଛନ୍ତି, ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ହସ୍ପିଟାଲରେ ଭର୍ତ୍ତି…

କବିତା : ସ୍ୱପ୍ନ

ଅନୀତା ଦାସ  ମୁଁ ବଞ୍ଚିବାକୁ ସଂଘର୍ଷ କରୁଥିବା ମଣିଷଟିଏ, ସ୍ୱପ୍ନ ଓ ବାସ୍ତବତା ମଝିର ପ୍ରାଚୀର ଭାଙ୍ଗିବାର ଅଯଥା ପ୍ରୟାସ କରୁଥିବା ଅସହାୟ ଟିଏ। ସ୍ୱପ୍ନ ସବୁ ଦଉଡାନ୍ତି ମତେ ତାଙ୍କ ପଛରେ ଦେଇ ମିଛ ପ୍ରତିଶ୍ରୁତି ତଥାପି ମୁଁ ଦଉଡେ ଲହୁଲୁହାଣ ହୋଇ ତୋଳିବାକୁ ଟିକେ ଖୁସି।…

ଗର୍ଭଧାରଣର ୩ ସପ୍ତାହ ପରେ ପୁଣି ଥରେ ଗର୍ଭବତୀ ହେଲେ ମହିଳା

ନୂଆଦିଲ୍ଲୀ: ଜଣେ ମହିଳା ୩ ସପ୍ତାହର ଗର୍ଭବତୀ ହେବା ପରେ ପୁଣି ଥରେ ଗର୍ଭଧାରଣ କରିଥିଲେ। ଅବିଶ୍ୱସନୀୟ ମନେ ହେଉଥିଲେ ମଧ୍ୟ ଏଭଳି ଏକ ବିରଳ ଘଟଣା ଦେଖିବ‌ାକୁ ମିଳିଛି ଇଂଲଣ୍ଡରେ। ଇଂଲଣ୍ଡର ୱିଲଟସାୟାରର ବାସିନ୍ଦା ରେବିକାଙ୍କ ସହ ଘଟିଛି ଏଭଳି ବିରଳ ଘଟଣା। ରେବିକା ତିନି ସପ୍ତାହ ଗର୍ଭବତୀ…

କରୋନା ପାଇଁ ସ୍ଥଗିତ ହେଲା ସଫୋକ୍ଲିସଙ୍କ ‘ରାଜା ଇଡିପସ’

ଭୁବନେଶ୍ୱର :ଏସ.ଏଚ ଫାଉଣ୍ଡେସନ ପକ୍ଷରୁ ଏପ୍ରିଲ ୫ ତାରିଖରେ ମଞ୍ଚସ୍ଥ ହେବାକୁ ଥିବା ଗ୍ରୀକ ନାଟକ 'ସଫେକ୍ଲିସଙ୍କ ରାଜା ଇଡିପସ' କୁ ସ୍ଥଗିତ ରଖାଯାଇଛି।  ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଖୁବ୍ ଶୀଘ୍ର ଏହାର ପରବର୍ତ୍ତୀ ମଞ୍ଚନ…

ରାଜ୍ୟରୁ ୨୪ ଘଣ୍ଟାରେ ୨୪ ଜିଲ୍ଲାରୁ ୪୬୨ କରୋନା ପଜିଟିଭ୍, ନୂଆପଡ଼ାରେ ବଢୁଛି

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ଏବେ ପାଖାପାଖି ପାଞ୍ଚ ଶହ ପଜିଟିଭ୍ କେସ୍ ବାହାରୁଛି । ଗତ ୨୪ ଘଣ୍ଟାରେ ୨୪ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪୬୨ ନୂଆ ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨୭୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୮୯ଟି ।…