Latest Odisha News

BREAKING NEWS

Yearly Archives

2021

କୁମ୍ଭ ମେଳା ପାଇଁ ନୂଆ ଗାଇଡ୍‌ଲାଇନ୍ ଜାରି କଲେ ଉତ୍ତରାଖଣ୍ଡ ସରକାର‌

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାର ଗୁରୁବାର ଦିନ ହରିଦ୍ୱାରର କୁମ୍ଭ ମେଳା ସମୟରେ ଭୂତାଣୁ ବିସ୍ତାର ନ କରିବା ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଉତ୍ତରାଖଣ୍ଡ ସରକାର ଗୁରୁବାର ଦିନ ୨୦୨୧ ହରିଦ୍ୱାର କୁମ୍ଭ ମେଳା ପାଇଁ ସଂଶୋଧିତ SOP ଜାରି କରିଛନ୍ତି। ସରକାରୀ ସୂତ୍ର ଅନୁଯାୟୀ…

୫୧ତମ ‘ଦାଦାସାହେବ ଫାଲକେ’ ପୁରସ୍କାରରେ ସମ୍ମାନିତ ହେବେ ସୁପରଷ୍ଟାର ରଜନୀକାନ୍ତ

ନୂଆଦିଲ୍ଲୀ: ସୁପରଷ୍ଟାର ରଜନୀକାନ୍ତ ଚଳିତ ବର୍ଷ ସମ୍ମାନଜନକ 'ଦାଦାସାହେବ ଫାଲକେ' ପୁରସ୍କାର ପାଇବେ। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ଏହା ଘୋଷଣା କରିଛନ୍ତି। ରଜନୀକାନ୍ତ ୧୯୭୫ ରେ କେ ବାଲାଚନ୍ଦର ଅପୋର୍ଭା ରାଗଙ୍ଗାଲଙ୍କ ସହ ଡେବ୍ୟୁ କରିଥିଲେ ଏବଂ କୋଲିଉଡରେ ୪୫ ବର୍ଷରୁ ଅଧିକ…

୭୨ ହଜାର ଡେଇଁଲା ଦେଶରେ ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ ହେବାରେ ଲାଗିଛି କରୋନା ସ୍ଥିତି। ପ୍ରତିଦିନ ୫୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କେବଳ ଏତିକି ନୁହେଁ ୧୦୦ ଉପରେ ଲୋକଙ୍କର ପ୍ରାଣ ମଧ୍ୟ ଯାଉଛି । https://twitter.com/ANI/status/1377476869033881606?s=19 ସ୍ୱାସ୍ଥ୍ୟ…

ପ୍ରସିଦ୍ଧ ଗାୟକ ବାପି ଲାହିରିଙ୍କୁ କରୋନା

ନୂଆଦିଲ୍ଲୀ: ଭେଟେରାନ୍ ଗାୟକ ତଥା ସଂଗୀତ ରଚୟିତା ବାପି ଲାହିରି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।ତାଙ୍କ ଝିଅ ରିମା ଲାହିରି ବୁଧବାର ରାତିରେ ଏହି ସୂଚନା ଦେବା ସହ ତାଙ୍କୁ ଦକ୍ଷିଣ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି କହିଛନ୍ତି। ଏକ ବିବୃତ୍ତିରେ ରିମା…

ପୁରୀରେ ମାଉସୀ ମା’ ମନ୍ଦିରରୁ ଚୋରି, ରୂପା ଅଳଙ୍କାର ଓ ହୁଣ୍ଡିରୁ ଟଙ୍କା ଚୋରି

ପୁରୀ: ମନ୍ଦିରରୁ ପୁଣି ଲୁଟ୍ । ପୁରୀରେ ମାଉସୀ ମା’ ମନ୍ଦିରରୁ ଲୁଟ୍ ଅଭିଯୋଗ ହୋଇଛି । ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟରେ ପଡ଼ିଥିବା ତାଲା ଭାଙ୍ଗି ଭିତରେ ପଶିଥିଲେ ଦୁର୍ବୃତ୍ତ । ଏହାସହ ଭିତରେ ୩ଟି ତାଲା କାଟି ମୁଖ୍ୟ ମନ୍ଦିରରେ ପ୍ରବେଶ କରି ଲୁଟପାଟ କରିଛନ୍ତି । ମନ୍ଦିରର ହୁଣ୍ଡି…

ଇଣ୍ଟରନେଟ୍‌ ସେନ୍ସେସନ ପାଲଟିଛି ଡୋନାଲ୍ଡ ଟ୍ରମ୍ପଙ୍କ ବୌଦ୍ଧ ଅବତାର

ନୂଆଦିଲ୍ଲୀ: ଚାଇନାର ଆସବାବପତ୍ର ନିର୍ମାତା ହଙ୍ଗ ଜିନ୍ସି ଗତ ବର୍ଷ ବୌଦ୍ଧ ପୋଷାକରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧ୍ୟାନ କରୁଥିବାର ଦୁଇଟି ପ୍ରତିମୂର୍ତ୍ତି ତିଆରି କରିଥିଲେ। ଏଥିରେ ଟ୍ରମ୍ଫ୍‌ ବୁଦ୍ଧ ବସ୍ତ୍ର ପରିଧାନ କରି ଧ୍ୟାନ କରୁଥିବା ଦେଖିବାକୁ ମିଳିଥିଲା।…

ଆଜିଠୁ ବଦଳିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବା ସମୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ଵର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏକ ସୁନ୍ଦର ପ୍ରାକୃତିକ ସ୍ଥାନ ଭାବେ ଖୁବ୍ ପରିଚିତ। ଏବେ ଏହି ପ୍ରାଣୀ ଉଦ୍ୟାନ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି। କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଆଜିଠାରୁ ସକାଳ ୭ଟା. ୩୦ମି.ରୁ ଅପରାହ୍ନ ୫ଟା.…

ଉତ୍କଳ ଦିବସରେ ଆଜି କଟକରେ ଗାନ୍ଧିଜୀଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

କଟକ: ଉତ୍କଳ ଦିବସ ଅବସରରେ ଆଜି ଲୋକାର୍ପଣ ହେବ ଗାନ୍ଧିଜୀଙ୍କ ସର୍ବବୃହତ ବ୍ରୋଞ୍ଜ ପ୍ରତିମୂର୍ତ୍ତି । କଟକରେ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ମହାତ୍ମା ଗାନ୍ଧୀଙ୍କ କଟକ ଗସ୍ତ ସମୟରେ କାଠଯୋଡି ନଦୀପଠାରେ କରିଥିବା ବୈଠକର ପ୍ରତିଛବିକୁ ବ୍ରୋଞ୍ଜର…

ଉତ୍କଳ ଦିବସ; ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ‌ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ଆଜିର ଦିନରେ ଏକ ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ଭାବରେ ଘୋଷିତ ହୋଇଥିଲା ଓଡ଼ିଶା । https://twitter.com/narendramodi/status/1377450632110612481?s=19 ଏହି ଅବସରରେ…

ଏହି ଦିନ ମୁକ୍ତିଲାଭ କରିବ ଫିଲ୍ମ ‘ଥାଲାଇଭି’

ନୂଆଦିଲ୍ଲୀ: ବଢୁଥିବା କରୋନା ମାମଲା ହେତୁ ଅନେକ ଚଳଚ୍ଚିତ୍ର ନିର୍ମାତା ସେମାନଙ୍କର ରିଲିଜ୍ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ପ୍ରକାଶ ଥାଉକି, କଙ୍ଗନା ରାନାୱତ-ଷ୍ଟାରର୍ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟଲଳିତାଙ୍କ ବାୟୋପିକ୍ 'ଥାଲାଇଭି' ଏହାର ମୂଳ ନିର୍ଦ୍ଧାରିତ ରିଲିଜ୍ ତାରିଖରେ ରିଲିଜ୍…