Latest Odisha News

BREAKING NEWS

Yearly Archives

2021

ଆମେ ଜିଉଁଥିବା ଜୀବନ ସବୁଠୁ ବଡ ଗଳ୍ପ : ରୋହିତ କୁମାର ଦାଶ

ଓଡ଼ିଆ ସାହିତ୍ୟ ଆକାଶର ଜଣେ ଉଜ୍ଜ୍ୱଳ ନକ୍ଷତ୍ର ରୋହିତ କୁମାର ଦାଶ । ତାଙ୍କ ସୃଷ୍ଟିର ଦିଗନ୍ତ ମାପି ହୁଏ ନାହିଁ । ତାଙ୍କ ରଚିତ ଗଳ୍ପର ନିଆରା ବିଷୟବସ୍ତୁ ତଥା ଆକର୍ଷଣୀୟ କଥନଶୈଳୀ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖେ ପାଠକଙ୍କୁ । ତାଙ୍କ ରଚିତ ଗଳ୍ପ ଗୁଡ଼ିକ ଆଙ୍ଗିକ ଦୃଷ୍ଟିରୁ  କ୍ଷୁଦ୍ର ଥିଲେ…

ଯାଜପୁରରେ ସାମାଜିକ କର୍ମୀଙ୍କ ଉପରକୁ ବୋମାମାଡ଼

ଯାଜପୁର : ସାମାଜିକ କର୍ମୀଙ୍କ ଉପରକୁ ବୋମାମାଡ଼ । ସାମାଜିକ କର୍ମୀ ସର୍ବେଶ୍ବର ବେହେରାଙ୍କ ଗାଡି ଉପରକୁ ବୋମାମଡ଼ କରିଛନ୍ତି ଦୁର୍ବୃତ୍ତ । ବୋମାମାଡ଼ରେ ସାମାଜିକ କର୍ମୀ ସର୍ବେଶ୍ବର ବେହେରାଙ୍କ ସମେତ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଯାଜପୁର ଇମାନନଗରେ ଘଟିଛି ଏଭଳି ଘଟଣା ।…

ମ୍ୟାନମାରରେ ସେନାର ନୃଶଂସ ପଣିଆ, ଗୁଳିମାଡରେ ୯୧ ପ୍ରଦର୍ଶନକାରୀଙ୍କ ମୃତ୍ୟୁ

ନାଇପିଟୱା: ମ୍ୟାନମାର ମାଟି ଆଜି ପ୍ରଦର୍ଶନକାରୀଙ୍କ ରକ୍ତରେ ଲାଲ ହୋଇଛି । ଜବରଦସ୍ତ ସରକାର ହାତମୁଠାକୁ ନେଇଥିବା ସେନାର ନୃଶଂସ ପଣିଆ ଚରମସୀମାରେ ପଂହଚିଛି । ସେନାର ଦମନ ନୀତିକୁ ଶାନ୍ତିପୂର୍ଣ୍ଣ ବିରୋଧ କରୁଥିବା ବିକ୍ଷୋଭକାରୀଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା । ଏଥିରେ ୯୧ଜଣଙ୍କ…

ନୟାଗଡ଼ ଜଗନ୍ନାଥପ୍ରସାଦ ନିକଟରେ ଓଲଟିଲା ବସ୍, ୧୫ ଆହତ

ନୟାଗଡ଼ : ନୟାଗଡ଼ ଜଗନ୍ନାଥପ୍ରସାଦ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ ଓଲଟି ପଡ଼ିରୁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ସେହିପରି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ୧୫ ଜଣ ଆହତଙ୍କ ମଧ୍ୟରୁ ୯ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ନୟାଗଡ଼ ଡାକ୍ତରଖାନାରେ…

ଚାଷୀଙ୍କ ହିଂସା ! ବିଚ୍ ରାସ୍ତାରେ ବିଜେପି ବିଧାୟକଙ୍କୁ ମାଡ ମାରିଲେ

ଚଣ୍ଡୀଗଡ: କୃଷି ଆଇନକୁ ବିରୋଧ କରିବା ଆଳରେ କେତେକ ଚାଷୀ ହିଂସାକାଣ୍ଡ କରିବାକୁ ପଛାଉ ନାହାନ୍ତି । ପ୍ରଥମେ ସରକାର, ପରେ ସାଥୀ କୃଷକ ଏବଂ ଧୀରେ ଧୀରେ ସେମାନେ ଜନସାଧାରଣଙ୍କ ବିଶ୍ୱାସ ହରାଉଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଚାଷୀ ବି ହିଂସାକାଣ୍ଡ କରିପାରେ ? ଅମ୍ରିତସରରେ ବିଜେପି…

୩୦ରେ ରାଷ୍ଟ୍ରପତିଙ୍କର ହୋଇପାରେ ବାଇପାସ୍ ସର୍ଜରୀ

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ହେବ ବାଇପାସ୍ ସର୍ଜରୀ । ତାଙ୍କୁ ଦିଲ୍ଲୀ ଏମସଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ, ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏ ନେଇ ରାଷ୍ଟ୍ରପତିଙ୍କ ସଚିବ ସୂଚନା ଦେଇଛନ୍ତି । ଆସନ୍ତା ୩୦ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର…

ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏଥିପାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି । ତେବେ ଏହି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ କରୋନା ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି ।…

କରୋନା ବ୍ୟାପୁଛି : ରାଜ୍ୟରେ ହୋଲି ପାଳନକୁ ନେଇ ସତର୍କ କଲା ଆଇଏଲଏସ

ଭୁବନେଶ୍ବର : ରାଜ୍ୟରେ ବ୍ୟାପୁଛି କରୋନା ସଂକ୍ରମଣ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସତର୍କ କରିଛି ପ୍ରଶାସନ । ଆଗକୁ କିପରି ସଂକ୍ରମଣ ନବ୍ୟାପିବ, ସେଥିପାଇଁ ଆଗୁଆ ପଦକ୍ଷେପ ନେଉଛି ପ୍ରଶାସନ । ସେହିପରି ଆଗକୁ ହୋଲି ଥିବାରୁ ଏନେଇ ସତର୍କ କରିଛି ଆଇଏଲଏସ । ହୋଲିରେ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: କେଉଁଠୁ ଆସିଲା “ଜିମ୍ ଜିହାଦ୍‌” ଶବ୍ଦ ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଘୁରିବୁଲୁଛି ଏକ ଆପତ୍ତିଜନକ ଭିଡିଓ । ଜିମ୍‌ରେ ଚାଲିଛି ଜିହାଦ୍ । ଲୋକେ ନାଁ ଦେଇଛନ୍ତି “ଜିମ୍ ଜିହାଦ୍‌” । ବୋଧ ହୁଏ ଲଭ୍ ଜିହାଦ୍ ପରେ ଆଉ ଏକ ନୂଆ ଶବ୍ଦ ଜନ୍ମ ନେଇଛି । ହେଲେ ଭିଡିଓକୁ ବଳିଯାଇଛି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଉତ୍ତେଜକ କ୍ୟାପ୍ସନ୍…

ହାଇକୋର୍ଟରେ ଉପାସନାଙ୍କ ଆଗୁଆ ଜାମିନ ଆବେଦନ

ଭୁବନେଶ୍ବର : ନୟାପଲ୍ଲୀ ଅଞ୍ଚଳରେ ଭଡାଟିଆଙ୍କୁ ଆକ୍ରମଣ ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ଉପାସନା ମହାପାତ୍ର । ବିଜେପି ନେତ୍ରୀ ଉପାସନାଙ୍କ ସହ ସ୍ବାମୀ ଶୁଭ୍ରାଂଶୁ ବିଶ୍ବାଳ ମଧ୍ୟ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ପ୍ରଣବ ରାୟଙ୍କ ଘରେ ପଶି ଭଙ୍ଗାରୁଜା ଘଟଣାରେ…