Latest Odisha News

BREAKING NEWS

Yearly Archives

2021

୪ ମିନିଟରେ କେମିତି ଖସିଲା ମତଦାନ ପ୍ରତିଶତ ? ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା TMC

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୩୦ଟି ଆସନରେ ସକାଳ ୭ଟାରୁ ଚାଲିଛି ମତଦାନ । ତେବେ ମତଦାନ ପ୍ରତିଶତକୁ ନେଇ ତୃଣମୂଳ କଂଗ୍ରେସ ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିଛି । କେତେକ ମତଦାନ କେନ୍ଦ୍ରରେ…

ଅଫଲାଇନ୍ ବଦଳରେ ଅନଲାଇନରେ ପରୀକ୍ଷା କରିବା ଲାଗି NIT କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି

ରାଉରକେଲା: ଏନଆଇଟିରେ ୩ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେବା ପରେ ଅଫଲାଇନ୍ ପରୀକ୍ଷାକୁ ବିରୋଧ କରାଯାଉଥିଲା । ଛାତ୍ରଛାତ୍ରୀଙ୍କ ବିରୋଧ ପରେ ଏନଆଇଟି କର୍ତ୍ତୃପକ୍ଷ ଶେଷ ସେମିଷ୍ଟାର ପରୀକ୍ଷାକୁ ଅନଲାଇନରେ କରିବାକୁ ନିଷ୍ପତ୍ତି ନେଇଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ…

ବିଶ୍ୱ ପରିବେଶ ସମ୍ମିଳନୀ ପାଇଁ ପିଏମ୍‌ ମୋଦୀଙ୍କ ସମେତ ୪୦ ନେତାଙ୍କୁ ବାଇଡେନ୍‌ଙ୍କ ନିମନ୍ତ୍ରଣ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୪୦ ଜଣ ବିଶ୍ୱ ନେତାଙ୍କୁ ବିଶ୍ୱ ପରିବେଶ ସମ୍ମିଳନୀକୁ ନିମନ୍ତ୍ରଣ କରିଛନ୍ତି। ଏ ନେଇ ବୋଲି ହ୍ବାଇଟ୍‌ ହାଉସ ପକ୍ଷରୁ ସୂଚନା ଜାରି କରାଯାଇଛି। ଦୁଇ ଦିନିଆ ଶିଖର ସମ୍ମିଳନୀ ଏପ୍ରିଲ ୨୨-୨୩ରେ…

ଦିନକରେ ଦେଶରେ ୬୨ ହଜାରରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ, ୨୯୧ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ ଏବେ ଧିରେଧିରେ କରୋନା ଗ୍ରାଫ୍ ବଢୁଥିବା ନଜରକୁ ଆସିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୬୨ ହଜାର ୨୫୮ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୯ ଲକ୍ଷ ୦୮ ହଜାର ୯୧୦କୁ ବୃଦ୍ଧି ପାଇଛି । ସେହିପରି ଦିନକରେ ଚିକିତ୍ସାଧୀନ…

ଆସନ୍ତା ବର୍ଷ ବଲିଉଡ୍‌କୁ ଫେରିବେ ପ୍ରିୟଙ୍କା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଶେଷ ଥର ପାଇଁ ୨୦୧୯ରେ ଦେଖିବାକୁ ମିଳିଥିଲା। ସୋନାଲି ବୋଷଙ୍କ ଚଳଚ୍ଚିତ୍ର 'ଦ ସ୍କାଏ ଇଜ୍‌ ପିଙ୍କ୍‌'ରେ ପ୍ରିୟଙ୍କାଙ୍କ ଅଭିନୟ ଶେଷ ଥର ପାଇଁ ଦେଖିଥିଲେ ଦର୍ଶକ। ତେବେ ପୁଣି ଥରେ ପିସିଙ୍କୁ ଆସନ୍ତା ବର୍ଷ ଦେଖିବାକୁ ମିଳିବ…

ସଚିନ୍ ତେନ୍ଦୁଲକରଙ୍କୁ କରୋନା, ପୂରା ପରିବାରର ହେଲା କୋଭିଡ୍ ଟେଷ୍ଟ

ମୁମ୍ବାଇ: ମାଡ଼ି ଚାଲିଛି ମହାମାରୀ କରୋନା । କରୋନାର ଦ୍ୱିତୀୟ ଲହରୀରେ ଦେଶରେ ସବୁଠୁ ଅଧିକ ସଂକ୍ରମଣ ମାମଲା ମହାରାଷ୍ଟ୍ରରୁ ଆସୁଛି । ସେହି ମହାରାଷ୍ଟ୍ରରୁ ଆସିଛି ଆଉ ଏକ ବଡ଼ ଖବର । ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସେ…

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ଅଭିଯୁକ୍ତ ବିବନ ପରିବାର ଲୋକଙ୍କୁ ସିବିଆଇର ପଚରାଉଚରା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା । ଗତକାଲି ସିବିଆଇର ୨ ଜଣିଆ ଟିମ୍ ଅଞ୍ଜନା ମିଶ୍ରଙ୍କୁ ଭେଟି ଆଲୋଚନା କରିଥିଲେ । ଆଜି ବାରଙ୍ଗ ନରଣପୁର ଗାଁରେ ଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ପରିବାର ଲୋକଙ୍କୁ ସିବିଆଇର ପଚରାଉଚରା କରୁଥିବା ଜଣାପଡ଼ିଛି ।…

ରାଜ୍ୟରେ ପୁଣି ୨୦୦ ଟପିଲା ଦୈନିକ ସଂକ୍ରମଣ, ୧ ମୃତ

ଭୁବନେଶ୍ୱର: ଦେଶରେ କରୋନା କାୟା ବଢୁଥିବା ବେଳେ ଓଡ଼ିଶାରେ ମଧ୍ୟ ଦୈନିକ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୧୦ ନୂଆ ଆକ୍ରାନ୍ତ । ଏହା ପୂର୍ବରୁ ୨୩୪ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଏହି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୪ ଓ…

ଟିକା ନେଲା ପରେ କରୋନା ସଂକ୍ରମିତ ହେଲେ ଅଭିନେତା ପରେଶ ରାୱଲ

ନୂଆଦିଲ୍ଲୀ: କରୋନା ପୁଣି ଥରେ କାୟା ବିସ୍ତାର କରୁଛି। ଏଭଳି ପରିସ୍ଥିତିରେ ବଲିଉଡ ଚଳଚ୍ଚିତ୍ର ଶିଳ୍ପ ଉପରେ କୋଭିଡ-୧୯ ର ପ୍ରଭାବ ମଧ୍ୟ ବଢିବାରେ ଲାଗିଛି। ସମ୍ପ୍ରତି ବଲିଉଡ୍‌ ଅଭିନେତା ରଣବୀର କପୁର, କାର୍ତ୍ତିକ ଆର୍ଯ୍ୟନ୍, ମନୋଜ ବାଜପେୟୀ, ଆର ମାଧବନ୍ ଏବଂ ଆମୀର ଖାନଙ୍କର କରୋନା ଭାଇରସ୍…

ରାଜଧାନୀରେ ଗଂଜେଇ ଚାଲାଣ କରୁଥିବା ୨ ମହିଳା ସମେତ ୩ ଗିରଫ

ଭୁବନେଶ୍ୱର: ଗଂଜେଇ ଚୋରା ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ । ଭୁବନେଶ୍ୱର ତମାଣ୍ଡୋ ରାଜରାସ୍ତାରେ ଚେକିଂ ବେଳେ ପ୍ରାୟ ୫୦ କିଲୋଗ୍ରାମ ଗଂଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ । ତେବେ ଏହି ଗଂଜେଇ ଚାଲାଣରେ ସଂପୃକ୍ତ ଥିବା ଦୁଇ ମହିଳାଙ୍କ ସମେତ ତିନି…