Latest Odisha News

BREAKING NEWS

Yearly Archives

2021

କର୍ଣ୍ଣ ହେବେ ଅଭିନେତା ରଣବୀର ସିଂ!

ନୂଆଦିଲ୍ଲୀ: ବଲିଉଡ ଅଭିନେତା ରଣବୀର ସିଂ ତାଙ୍କ ଆଗାମୀ ଚଳଚ୍ଚିତ୍ର ୮୩କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏବେ ଖବର ଆସୁଛି ଯେ ଅଭିନେତା ଭାସୁ ଭଗ୍ନାନୀଙ୍କ ସ୍ୱପ୍ନର ପ୍ରୋଜେକ୍ଟ ସୂର୍ଯ୍ୟପୁତ୍ର ମହାବୀର କର୍ଣ୍ଣ ଅର୍ଥାତ୍‌ ମହାଭାରତର ଯୋଦ୍ଧା ସୂର୍ଯ୍ୟପୁତ୍ର କର୍ଣ୍ଣଙ୍କ ଭୂମିକାରେ ନଜର…

ଆଜିଠୁ ଆରମ୍ଭ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଐତିହାସିକ ବୈଠକ; ସିନ୍ଧୂ ଜଳ ଆବଣ୍ଟନକୁ ନେଇ ଆଲୋଚନା ଜାରି

ନୂଆଦିଲ୍ଲୀ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଐତିହାସିକ ଆଲୋଚନା ଆରମ୍ଭ ହୋଇଛି। ନୂଆଦିଲ୍ଲୀରେ ସିନ୍ଧୂ ଜଳ ଆବଣ୍ଟନକୁ ନେଇ ଆଜିଠାରୁ ସ୍ଥାୟୀ ଆୟୋଗର ଦୁଇ ଦିନିଆ ବୈଠକ ଆରମ୍ଭ ହୋଇଛି। ପ୍ରାୟ ଅଢେଇ ବର୍ଷର ବ୍ୟବଧାନ ପରେ ଏହି ବୈଠକ ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ୧୯୬୦ ମସିହାରେ…

ବାରକୋଟରୁ ବାଘ ଛାଲ ବେପାରୀଙ୍କୁ ବାନ୍ଧିଲା ଏସଟିଏଫ୍

ଭୁବନେଶ୍ୱର: ପୁଣି ବାଘ ଛାଲ ରାକେଟର ପର୍ଦ୍ଦାଫାସ । କ୍ରାଇମବ୍ରାଞ୍ଚ ଏସଟିଫ୍ ଦୁଇ ଜଣ ବେପାରୀଙ୍କୁ ଗିରଫ କରିଛି । ଦେବଗଡ଼ ଜିଲ୍ଲା ବାରକୋଟ ନିକଟରୁ ସେମାନଙ୍କୁ ବାନ୍ଧିଛି ଏସଟିଏଫ୍ । ଜବତ ହୋଇଛି ଏକ କଲରାପତରିଆ ବାଘ ଛାଲ । ଗିରଫ ଅଭିଯୁକ୍ତମାନେ ହେଲେ ଦେବଗଡ଼ ସଲୋହି ଗାଁର ସୋମନାଥ ପାତ୍ର…

‘ସାରା ଆକାଶ ଖାଲି ଖାଲି’ ଉନ୍ମୋଚିତ

କଟକ : ବିଶିଷ୍ଟ କବି ରୋହିତ ଦାଶଙ୍କ କବିତା ସଙ୍କଳନ 'ସାରା ଆକାଶ ଖାଲି ଖାଲି ' ସ୍ଥାନୀୟ ଏକ ହୋଟେଲରେ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ କବି ଜୟନ୍ତ ମହାପାତ୍ର ମୁଖ୍ୟ ଅତିଥି ଓ ଅମରେଶ ପଟ୍ଟନାୟକ ଏବଂ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗ…

ଆଜି ରାଜ୍ୟରୁ ୧୧୩ କରୋନା ପଜିଟିଭ୍, ୪ ଜିଲ୍ଲାରେ ଦୁଇ ଅଙ୍କ ଉପରେ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ଦେଶରେ ବଢୁଛି କରୋନା କାୟା । ଓଡ଼ିଶାରେ ବି ବଢ଼ିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୬୭ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୪୬ଟି । ୨୧ ଜିଲ୍ଲାରୁ ନୂଆ ପଜିଟିଭ୍ ବାହାରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ…

ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବିଜ୍ଞପ୍ତି ପ୍ରକାଶ ସହ ପ୍ରାର୍ଥୀ ଆଜିଠାରୁ ନାମାଙ୍କନ ପତ୍ର ମାର୍ଚ୍ଚ ୩୦ ତାରିଖ ଯାଏ ଦାଖଲ କରିପାରିବେ । ନାମାଙ୍କନ ପତ୍ର ଯାଞ୍ଚ ୩୧ ତାରିଖରେ ସରିବ ।…

ଦ୍ୱିତୀୟ ଡୋଜ୍ କୋଭିଡ୍ ଟିକା ନେବା ପରେ କିରାଣି କରୋନା ସଂକ୍ରମିତ

ବଲାଙ୍ଗିର: କରୋନା ଭ୍ୟାକ୍ସିନର ଦ୍ୱିତୀୟ ଡୋଜ୍ ନେବା ପରେ କରୋନା । ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟରତ ରାଜ୍ୟ ସରକାରଙ୍କ ଜଣେ କର୍ମଚାରୀ ଦ୍ୱିତୀୟ ଡୋଜ୍ କରୋନା ଟିକା ନେବା ପରେ ବି କୋଭିଡ୍ ସଂକ୍ରମିତ ହୋଇଛନ୍ତି । ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିରାଣି ଭାବେ କାର୍ଯ୍ୟରତ…

କଙ୍ଗନାଙ୍କ ଜନ୍ମଦିନ ଅବସରରେ ଫିଲ୍ମ ‘ଥାଲାଇଭି’ ଟ୍ରେଲର ରିଲିଜ୍

ନୂଆଦିଲ୍ଲୀ: ତାମିଲଡ଼ାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅଭିନେତ୍ରୀ ଜେ ଜୟଲଳିତାଙ୍କ ବାୟୋପିକ୍‌ 'ଥାଲାଇଭି' ଏପ୍ରିଲ୍ ୨୩ରେ ପ୍ରେକ୍ଷାଳୟକୁ ଆସିବ। ଏଥିରେ ଅଭିନେତ୍ରୀ କଙ୍ଗନା ରାଣାୱତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ନିର୍ମାତାମାନେ ଏହାର ମୁଖ୍ୟ…

ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ, ଏପ୍ରିଲ୍ ୯ରୁ ଯାତ୍ରା

ବ୍ରହ୍ମପୁର: ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା ଲାଗି ସୋମବାର ବିଳମ୍ବିତ ରାତିରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି । ବଡ଼ବଜାର ଦେଶୀବେହେରା ସାହିସ୍ଥିତ ମା’ଙ୍କ ଅସ୍ଥାୟୀ ମଣ୍ଡପ ସ୍ଥାନରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି । ଦୁଇ ବର୍ଷକୁ ଥରେ ମା’ଙ୍କ ଯାତ୍ରା ହୋଇଥାଏ । କୋଭିଡ୍…

ଓଡ଼ିଶାକୁ ଆଜି ଆସିବ କୋଭିଶିଲ୍ଡର ୩.୭୦ ଲକ୍ଷ ଡୋଜ

ଭୁବନେଶ୍ୱର: କୋଭିଶିଲ୍ଡର ୩.୭୦ ଲକ୍ଷ ଡୋଜ ମଙ୍ଗଳବାର ଦିନ ଓଡିଶା ଆସିବ। ଏଥିସହିତ ଆଉ ୯.୮୮ ଡୋଜ ଏପ୍ରିଲ୍ ୨ ସୁଦ୍ଧା ପହଞ୍ଚିବ। ଦୈନିକ ଟିକାକରଣ ୨ ଲକ୍ଷକୁ ବୃଦ୍ଧି କରିବା ଲାଗି ଓଡିଶା ସରକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ୨୫ ଲକ୍ଷ ଡୋଜ ଟିକା ମାଗିଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ…