ଇଣ୍ଟରନେଟ୍ ସେନ୍ସେସନ୍ ପାଲଟିଛି ସମୁଦ୍ର କୂଳରେ ଦୁଇ କୁକୁରଙ୍କ ବେଲୁନ୍ ଖେଳ
ନୂଆଦିଲ୍ଲୀ: ସମୁଦ୍ର କୂଳରେ ଏକ ବେଲୁନ୍ ସହିତ ଖେଳୁଥିବା ଦୁଇଟି କୁକୁରର ଏକ ସମ୍ପୂର୍ଣ୍ଣ ଆକର୍ଷଣୀୟ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏହାକୁ ଦେଖିଲା ପରେ ଆପଣଙ୍କୁ ନିଶ୍ଚିତ ଭାବରେ ହସ ଲାଗିବ। ଏହି ସର୍ଟ କ୍ଲିପ୍ ଟ୍ୱିଟରରେ BRFC ହପକିନ୍ସ ପୋଷ୍ଟ କରାଯାଇଥିଲା ଏବଂ ଏପର୍ଯ୍ୟନ୍ତ ଏହାକୁ…