Latest Odisha News

BREAKING NEWS

Yearly Archives

2021

କରୋନାର ଦ୍ୱିତୀୟ ଲହରରେ ଏହି ବୟସ୍କ ଲୋକଙ୍କୁ ରହିଛି ବେଶି ସଂକ୍ରମଣ ବିପଦ

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେବା ପରେ ପୁଣି ଦ୍ୱିତୀୟ ଥର ହୋଇପାରେ ସଂକ୍ରମଣ । ତେବେ, ଏମିତି ହେଲେ କାହା ପାଇଁ ରହିଛି ବେଶି ବିପଦ । ଏହି ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗି ପଡ଼ିଛନ୍ତି ବିଶେଷଜ୍ଞ । ହୋଇଥିବା ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଏଥିରେ ସର୍ବାଧିକ ପ୍ରଭାବିତ ହେବେ ବୟସ୍କ ।…

ଦେଶରେ ବଢୁଛି କରୋନା ମାମଲା, ଦିନକରେ ୩୯ ହଜାର ପଜିଟିଭ

ନୂଆଦିଲ୍ଲୀ: ଦେଶରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ଦେଶରେ କରୋନା ସଂକ୍ରମଣ ହ୍ରାସ୍ ପାଇଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯ ହଜାର ୭୨୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୫୪…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଥ୍ୟାଙ୍କ ୟୁ କହିଲେ କ୍ରିସ୍ ଗେଲ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଥ୍ୟାଙ୍କ ୟୁ କହିଲେ ଓ୍ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପନର କ୍ରିସ୍ ଗେଲ୍ । ଏହାସହ ଭାରତ ଓ ଭାରତବାସୀଙ୍କୁ ବି ସେ ଧନ୍ୟବାଦ ଜଣାଇଛନ୍ତି । ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି କ୍ରିସ୍ ଗେଲ । ଜାମାଇକାକୁ ଭାରତ ସରକାର କୋଭିଡ୍…

କବିତା : ଓଢଣା ତଳୁ ମୁହଁଟି ଖୁବ ସୁନ୍ଦର ଦିଶେ

ଅନସୂୟା ପଣ୍ଡା  ତତେ ବହୁତ କିଛି ଜାଣିବାର ଅଛି, ତୁ ଯେମିତି ଜାଣୁ, ଯେମିତି ବୁଝୁ, ଏ ସବୁ ଯାହା ଚାଲିଛି, ତାହା ସେମିତି ନୁହେଁ l କେଉଁଠି କଷ୍ଟ ହେଲେବି ମୁହଁରେ କୃତ୍ରିମ ହସ ଫୁଟlଇ ବାକୁ ପଡିବ, କେଉଁଠି ହସ ଲାଗିଲେ ବି ଗମ୍ଭୀର୍ଯ୍ୟର ଚାହାଣି, ଏ ସବୁ ସାମନା ଵାଲାକୁ କାବୁ…

ପିଡିତା ଓ ଦୁଷ୍କର୍ମକାରୀଙ୍କ ମଧ୍ୟରେ ମଧ୍ୟସ୍ଥି କରିବେନି ବିଚାରପତି: ସୁପ୍ରିମର୍କୋଟ

ନୂଆଦିଲ୍ଲୀ: ଦୁଷ୍କର୍ମ ତଥା ଯୌନ ଶୋଷଣ ମାମଲାର ବିଚାର କରି ସୁପ୍ରିମକୋର୍ଟ ଗୁରୁବାର ଦିନ ଏକ ଗାଇଡଲାଇନ୍ ଜାରି କରିଛନ୍ତି । ସୁପ୍ରିମର୍କୋଟଙ୍କ ସୂଚନା ଅନୁଯାୟୀ ଯୌନ ନିର୍ଯ୍ୟାତନା ମାମଲାରେ ଜାମିନ ସର୍ତ୍ତାବଳୀରେ ଅଭିଯୁକ୍ତ ଓ ପିଡିତାଙ୍କ ମଧ୍ୟରେ କୌଣସି ଯୋଗାଯୋଗ ଭଳି ସମ୍ପର୍କକୁ ଅନୁମତି…

ସୂର୍ଯ୍ୟକୁମାରଙ୍କୁ ନେଇ ୧୦ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା

ମୁମ୍ୱାଇ: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟି-ଟ୍ୱେଣ୍ଟିରେ ଧୂଆଁଧାର ଅର୍ଦ୍ଧଶତକ ମାରି ଟିମ୍ ଇଣ୍ଡିଆକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନେଇଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ଡେବ୍ୟୁ ଇନିଂସରେ ଅର୍ଦ୍ଧଶତକ ମାରି ଚୟନ କମିଟିର ଭରସା ଜିତିଛନ୍ତି । କିନ୍ତୁ ୧୦ ବର୍ଷ ତଳେ…

ବେରୋଜଗାର ହେବ ଭାରତ ପାଇଁ ଆଉ ଏକ ମହାମାରୀ !

ନୂଆଦିଲ୍ଲୀ: ଦେଶରେ ବେକାରୀ ସମସ୍ୟା ଏବେ କରୋନା ଭୂତାଣୁ ଠାରୁ ବଡ଼ ମହାମାରୀର ରୂପ ନେବାକୁ ଯାଉଛି । ଶୀଘ୍ର ବେରୋଜଗାରୀ ସମସ୍ୟା କମ୍ ନହେଲେ ଏହା ଭାରତର ଚିନ୍ତା ବଢ଼ାଇ ଦେବ । ସରକାରଙ୍କ ଅନୁସାରେ- ଚଳିତ ମାର୍ଚ୍ଚ ୨୦୨୧ରେ ଦେଶରେ ବେରୋଜଗାରୀ ୬.୫ ପ୍ରତିଶତ ରହିଛି । ସହରାଞ୍ଚଳରେ ୭.୧…

ପିଲା ଚୋର ସନ୍ଦେହରେ ଦୁଇ ଅଜଣା ଲୋକଙ୍କୁ ନିସ୍ତୁକ ମାଡ଼

ବାଲେଶ୍ୱର: ପିଲା ଚୋର ସନ୍ଦେହରେ ଅଜଣା ଲୋକଙ୍କୁ ମାଡ଼ । ଦୁଇ ଜଣଙ୍କୁ ଅଟକ ରଖି ନିସ୍ତୁକ ମାଡ଼ ମାରିଛନ୍ତି ଗାଁ ଲୋକ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରସୁଲପୁର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗୋଟିଏ କାରରେ ୪ ଜଣ ପିଲା ଚୋରି କରିବାକୁ ଆସିଥିବା ଅଭିଯୋଗ ହୋଇଛି । ସେମାନଙ୍କ…

ଭୟାବହ ଅଗ୍ନିକାଣ୍ଡ: ରାତିରେ ଶୋଇଥିବା ବେଳେ ନିଆଁ ଲାଗି ୫ଟି ପରିବାରର ୧୧ବଖରା ଜଳି ପାଉଁଶ

ଭଦ୍ରକ: ରାତିରେ ଶୋଇଥିବା ବେଳେ ଘରେ ଲାଗିଲା ନିଆଁ । ଚାହୁଁ ଚାହୁଁ ବ୍ୟାପିଲା । ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ଡେଇଁଲା । ନିଆଁ ଗିଳିଦେଲା ୫ଟି ପରିବାରର ୧୧ ବଖରା ଘର । ପାଉଁଶ ହୋଇଛି ବର୍ଷ ବର୍ଷର ସାଇତା ସମ୍ପତ୍ତି । ଭଦ୍ରକ ଜିଲ୍ଲା ଚରମ୍ପା ବେଲମଳା ଗାଁରେ ଗତକାଲି ରାତିରେ ଭୟାବହ…

କଟକରେ ଘରୋଇ ଶିକ୍ଷାନୁଷ୍ଠାନରେ ପୁଣି ୧୩ କରୋନା ପଜିଟିଭ୍

କଟକ: ପୁଣି ଥରେ କଟକରେ ବଢିଛି କରୋନା ସଂକ୍ରମଣ । ଏକ ଘରୋଇ କଲେଜରେ ଆଉ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ୭୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୧୩ ଜଣଙ୍କର ରିପୋର୍ଟ ପଜିଟିଭ୍ ବାହାରିଛି । ବୁଧବାର ଦିନ ସଂପୃକ୍ତ କଲେଜରୁ ୧୨ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ…