Latest Odisha News

BREAKING NEWS

Yearly Archives

2021

ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚାରେ ପରିଣୀତି, ସାଇନା ନେହୱାଲଙ୍କ ଲୁକରେ ସେୟାର କଲେ ଫଟୋ 

ମୁମ୍ବାଇ: ସାଇନା ନେହୱାଲଙ୍କ ଲୁକରେ ଫଟୋ ସେୟାର କରିଛନ୍ତି ପରିଣୀତି ଚୋପ୍ରା ।  ଏକଦମ୍ ସାଇନାଙ୍କ ଲୁକ୍ ଓ ଷ୍ଟାଇଲରେ ସେ ଫଟୋ ପୋଷ୍ଟ କରିଛନ୍ତି । ପରିଣୀତି ଦୁଇଟି ଫଟୋ ପୋଷ୍ଟ କରିଛନ୍ତି । ଗୋଟିଏ ଫଟୋ ସାଇନାଙ୍କର ଏବଂ ଅନ୍ୟଟି ପରିଣୀତିଙ୍କର । ଟ୍ବିଟର ୟୁଜର୍ସ ଏହି ଫଟୋରେ ପରିଣୀତିଙ୍କ…

ପିପିଲିରୁ ପ୍ରାର୍ଥୀ ହେବେ କି ସୁଜାତା କାର୍ତ୍ତିକେୟନ ? ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଜୋର୍ ଧରିଲା ଚର୍ଚ୍ଚା

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ରାଜନୀତି ଉଷ୍ଣ ହୋଇଥିବା ବେଳେ ମିଶନ ଶକ୍ତି ନିର୍ଦ୍ଦେଶିକା ତଥା କମିଶନର ଥିବା ବରିଷ୍ଠ IAS ଅଫିସର ସୁଜାତା କାର୍ତ୍ତିକେୟନ୍ ଚାକିରିରୁ ସ୍ୱେଚ୍ଛାକୃତ ପାଇଁ ଆବେଦନ କରିଥିବା ନେଇ ଚର୍ଚ୍ଚା ବଢ଼ୁଛି । ସୁଜାତା ହେଉଛନ୍ତି 5T ସଚିବ ଭି.କେ ପାଣ୍ଡିଆନଙ୍କ…

ରାତି ୯ ଟାରୁ ସକାଳ ୫ଟା ଯାଏ ଲୁଧିଆନାରେ ରାତ୍ରି କର୍ଫ୍ୟୁ ଲାଗୁ

ଲୁଧିଆନା: କୋଭିଡ୍‌-୧୯ ସଂକ୍ରମଣ ପ୍ରସାରକୁ ରୋକିବା ପାଇଁ ଲୁଧିଆନା ଜିଲ୍ଲା ପ୍ରଶାସନ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାତି ୯ ଟାରୁ ୫ ଟା ମଧ୍ୟରେ ରାତ୍ରି କର୍ଫ୍ୟୁ ଲାଗୁ କରିଛି। ଲୁଧିଆନା ଡେପୁଟି କମିଶନର ଭରିନ୍ଦର ଶର୍ମା ସୂଚନା ଦେଇ କହିଛନ୍ତି, "ଆମେ ରାତି ୯ ଟାରୁ ସକାଳ ୫ ଟା…

ଉତ୍ତରାଖଣ୍ଡ ସିଏମଙ୍କ ‘ରିପ୍‌ଡ ଜିନ୍ସ’ ଉପରେ ମନ୍ତବ୍ୟକୁ ନେଇ କଡା ଜବାବ ଦେଲେ ସାଂସଦ ଜୟା ବଚ୍ଚନ

ନୂଆଦିଲ୍ଲୀ: ଭେଟେରାନ୍ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ବର୍ତ୍ତମାନ ସୋସିଆଲ ମିଡିଆରେ ଚାଲିଥିବା 'ରିପ୍‌ଡ ଜିନ୍ସ' ବିବାଦକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ନିକଟରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ 'ରିପ୍‌ଡ ଜିନ୍ସ' ପିନ୍ଧିଥିବା ମହିଳାମାନଙ୍କୁ…

ମାଗଣା ଖିଆ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ବୃନ୍ଦାବନ ବାଡ଼ତ୍ୟାଙ୍କ ପାଞ୍ଚ ପୁଅ । ସବା ସାନକୁ ୧୭ ବର୍ଷ, ଆଉ ସବା ବଡ଼କୁ ୨୩ । ତା ମାନେ କହିବାକୁ ଗଲେ ବର୍ଷେ ଲେଖାଏଁ ଅନ୍ତରରେ ପାଞ୍ଚ ପୁଅ ଜନ୍ମ ଦେଇଥିଲେ ବୃନ୍ଦାବନଙ୍କ ସ୍ତ୍ରୀ । ଖାଲି ସେତିକି ନୁହେଁ, ବଡ଼ ପୁଅ ଆଗରୁ ଦୁଇଟା…

ସୋରରୁ ସୁନା ବ୍ୟବସାୟୀ ନିଖୋଜ, ଥାନାରେ ଏତଲା

ସୋର: ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରୁ ଜଣେ ଗହଣା ଦୋକନ ମାଲିକ ନିଖୋଜ ହୋଇ ଯାଇଛନ୍ତି । ଅଭିଯୋଗ ଅନୁସାରେ ବ୍ୟବସାୟୀ ଜଣଙ୍କୁ ସୋର-କୁପାରୀ ରାସ୍ତାରୁ ଗୁରୁବାର ରାତିରେ କେହି ଅପହରଣ କରି ନେଇଛନ୍ତି । ସୂଚନା ଅନୁସାରେ, ଆତପୁରର ଗହଣା ଦୋକାନୀ ପ୍ରହଲ୍ଲାଦ ବେହେରାଙ୍କୁ ସୁନା କିଣିବା ଲାଗି ଏକ…

୬ ସପ୍ତାହ ପରେ ରାଜ୍ୟରେ ଶହେ ଟପିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ପୁଣି ଉପରମୁହାଁ ହେଲା କରୋନା ଗ୍ରାଫ । ଜାନୁଆରୀରେ ୧୫୦ ଭିତରେ ରହୁଥିବା ଦୈନିକ ସଂକ୍ରମଣ ଫେବ୍ରୁଆରୀରେ ୧୦୦ ତଳକୁ ଖସିଥିଲା । ମାର୍ଚ୍ଚ ତୃତୀୟ ସପ୍ତାହରୁ ଦୈନିକ କରୋନା ସଂକ୍ରମଣ ପୁଣି ଥରେ ବଢ଼ିଛି । ପ୍ରାୟ ୬ ସପ୍ତାହ ପରେ ରାଜ୍ୟରେ ଦୈନିକ ସଂକ୍ରମଣ ୧୦୦ ପାର୍…

ଦକ୍ଷିଣ ଆଫ୍ରିକାରେ ରହିଛି ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ସଡ଼କ; ଚତୁର୍ଥ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଏକ ଅନୁସନ୍ଧାନ ଅଧ୍ୟୟନ ଅନୁଯାୟୀ ଦକ୍ଷିଣ ଆଫ୍ରିକା ଯାତାୟାତ ନିମନ୍ତେ ବିଶ୍ୱର ସବୁଠାରୁ ବିପଜ୍ଜନକ ଦେଶ ଭାବରେ ସ୍ଥାନିତ ହୋଇଛି। ଦକ୍ଷିଣ ଆଫ୍ରିକାରେ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ରାସ୍ତା ରହିଥିବା ବେଳେ ଚତୁର୍ଥ ସ୍ଥାନରେ ରହିଛି ଭାରତ। ଅଧ୍ୟୟନରେ ୫୬ ଟି ଦେଶର ତାଲିକା…

କୁଆଡ଼େ ଗଲେ ୪ ବାଘ ? ବର୍ଷେ ହେଲାଣି ଖୋଜୁଛି ବନ ବିଭାଗ

ଜୟପୁର: ରାଜସ୍ଥାନର ରଣଥମ୍ବୋର ଜାତୀୟ ପାର୍କରୁ ୪ଗୋଟି ବାଘ ରହସ୍ୟଜନକ ଭାବେ କୁଆଡ଼େ ଗାଏବ ହୋଇଯାଇଛନ୍ତି । ବାଘ ଟି-୬୪, ବାଘ ଟି-୭୩ ସହ ତାର ୨ଟି ଶାବକଙ୍କ ବାବଦରେ ଗତ ଏକ ବର୍ଷ ହେଲା କିଛି ଖବର ମିଳୁନାହିଁ । ସୂତ୍ର ଅନୁସାରେ, ବାଘଗୁଡ଼ିକ ଅଣ-ପର୍ଯ୍ୟଟନ ଅଞ୍ଚଳରୁ ନିଖୋଜ ହୋଇଯାଇଛନ୍ତି ।…

ଫିଲ୍ମ ବିଗ୍‌ ବୁଲ୍‌ର ଟ୍ରେଲର ରିଲିଜ

ନୂଆଦିଲ୍ଲୀ: ଅଭିନେତା ଅଭିଷେକ ବଚ୍ଚନଙ୍କ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ବିଗ୍ ବୁଲ୍‌ର‌ ଟ୍ରେଲର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ଷ୍ଟକବ୍ରୋକର ଭୂମିକାରେ ଅଭିନୟ କରୁଛନ୍ତି ଅଭିଷେକ। କୁକି ଗୁଲାଟିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ହର୍ଷଦ ମେହେଟ୍ଟାଙ୍କ ଷ୍ଟକ୍ ମାର୍କେଟ ସ୍କାମ…