Latest Odisha News

BREAKING NEWS

Yearly Archives

2021

ଓଡ଼ିଶାର ୧୭ ସେଣ୍ଟରରେ ଜେଇଇ-୨ ମେନ୍ ପରୀକ୍ଷା

ଭୁବନେଶ୍ୱର: କରୋନା ନିର୍ଦ୍ଦେଶାବଳୀ କଡାକଡି ପାଳନ ସହ ଜେଇଇ-୨ ମେନ୍ ପରୀକ୍ଷା ମଙ୍ଗଳବାର ଦିନ ଓଡିଶାର ୧୭ ଟି ସ୍ଥାନରେ ଆରମ୍ଭ ହୋଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ କମ୍ପ୍ୟୁଟର ବେସଡ୍ ପରୀକ୍ଷା ପ୍ରାୟ ୩୦,୦୦୦ ଛାତ୍ରଛାତ୍ରୀ ଦେଉଛନ୍ତି। ମାର୍ଚ୍ଚ ୧୮ରେ…

ଓଡ଼ିଶା ଲଳିତ କଳା ଏକାଡେମୀର ୬୧ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀର ୬୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।  ଏହି ଅବସରରେ ଧର୍ମପଦ ପୁରସ୍କାର ପ୍ରାପ୍ତ ଓଡ଼ିଶାର ୧୩ ଜଣ ଦିବଂଗତ ଚିତ୍ରଶିଳ୍ପୀଙ୍କ ତୈଳଚିତ୍ର ପ୍ରଦର୍ଶିତ କରାଯାଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏକାଡେମୀର ସଭାପତି ସୁଦର୍ଶନ…

ଭଞ୍ଜଭାରତୀର ଓଡ଼ିଆ ସାହିତ୍ୟ ସମାରୋହ ଉଦଘାଟିତ

ଭୁବନେଶ୍ୱର : ସାରସ୍ୱତ ଅନୁଷ୍ଠାନ ଭଞ୍ଜଭାରତୀ ପକ୍ଷରୁ ଆୟୋଜିତ ତିନିଦିନିଆ ଓଡ଼ିଆ ସାହିତ୍ୟ ସମାରୋହର ପ୍ରଥମ ଦିନରେ 'ଭଞନିକୁଞ୍ଜ' ଉଦଘାଟନ ହୋଇ ଯାଇଛି। ଅନୁଷ୍ଠାନର ସଭାପତି ନୀଳାଦ୍ରି ମୋହନ ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ସଞ୍ଜୀବ କୁମାର…

ଗଳ୍ପ :  ଚିଠି

ସସ୍ମିତା ମହାନ୍ତି  ଶୀତଦିନର ଗୋଟିଏ ଅଳସ ଅପରାହ୍ନ।ଖାଇସାରି ଗଡପଡ ହେଉ ହେଉ ଅଭ୍ୟାସବଶତଃ ଖବରକାଗଜ ଉପରେ ଆଖି ପକଉଥାଏ ମୁଁ।ଏହି ସମୟରେ ବାହାରେ ଚିଠି ଚିଠି ଡାକ ଶୁଭିବା ସହିତ କଲିଂବେଲ୍ ଟି ବାଜି ଉଠିଲା।ଚିଠି ଶବ୍ଦଟି ମୋ କାନକୁ ଲଙ୍କାରେ ହରିନାମ ପରି ଶୁଣାଗଲା।ଆଜିର ଏହି ଇଣ୍ଟରନେଟ୍…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା୧୬-୩-୨୦୨୧ ରିଖ ମଙ୍ଗଳବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମାର୍ଚ୍ଚ ତା ୧୬ ରିଖ ମଙ୍ଗଳ ବାର ମୀନ ୩ ଦିନ ଫାଲଗୁନ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି ଅଶ୍ଵିନୀ ନକ୍ଷତ୍ର ମେଷ ଚନ୍ଦ୍ର ଆଜିର ଘାତ ବାର- ମକର ରାଶିର ଆଜିର ଘାତ ଚନ୍ଦ୍ର- ମେଷ ରାଶିର ଆଜିର…

ଆଷ୍ଟ୍ରାଜେନେକା ଟିକାର ବ୍ୟବହାର ଉପରେ ରୋକ ଲଗାଇଲେ ଜର୍ମାନୀ ଓ ଫ୍ରାନ୍ସ

ପ୍ୟାରିସ : କରୋନା ଟିକା ଆଷ୍ଟ୍ରାଜେନେକା ବ୍ୟବହାର ଉପରେ ଲାଗିଲଶ ରୋକ୍ । ଆଉ ଦୁଇଟି ଦେଶ ଜର୍ମାନୀ ଓ ଫ୍ରାନ୍ସ ଆଷ୍ଟ୍ରାଜେନେକା ଟିକାର ବ୍ୟବହାର ଉପରେ ରୋକ ଲଗାଇଛନ୍ତି । ଟିକା ନେବା ଫଳରେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ଥିବାରୁ ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଛି । ଏନେଇ…

ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା NCB

ନୂଆଦିଲ୍ଲୀ : ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଥିବା ଜାମିନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି । ବମ୍ବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛି ଏନସିବି ।…

ଲଂଚ ବଦଳରେ ପଂଚ ଘଟଣା: ହିତେଶାଙ୍କ ବିରୋଧରେ ଏଫଆଇଆର ରୁଜୁ

ବାଙ୍ଗାଲୋର: ବାଙ୍ଗାଲୋରରେ ଜୋମାଟୋ କର୍ମଚାରୀ କାମରାଜ ମାଡ ମରିଥିବା ଅଭିଯୋଗ କରିଥିବା ମଡେଲ ହିତେଶା ଚନ୍ଦ୍ରାଣୀଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ହିତେଶା ଅନଲାଇନରେ ଜୋମାଟୋରେ ଖାଦ୍ୟ ଅର୍ଡର କରିଥିଲେ । ଏହା ବିଳମ୍ବରେ ପହଂଚାଇବାରୁ କାମରାଜଙ୍କ ଉପରେ ହିତେଶା ବିରକ୍ତ ହୋଇଥିଲେ ।…

କୋଭିଡ୍ ଟିକାକରଣରେ ଓଡ଼ିଶାକୁ ସଫଳତା, ଦିନକରେ ଟିକା ନେଲେ ଲକ୍ଷେରୁ ଅଧିକ ବୟସ୍କ

ଭୁବନେଶ୍ୱର: କୋଭିଡ୍ ମୁକାବିଲା ଭଳି କୋଭିଡ୍ ଟିକାକରଣରେ ସଫଳତାର ସିଡ଼ି ଚଢ଼ୁଛି ଓଡ଼ିଶା । ଗତ ସପ୍ତାହରେ ଦୈନିକ ୧ ଲକ୍ଷ ବୟସ୍କଙ୍କୁ କୋଭିଡ୍ ଟିକା ଦେବା ନେଇ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ଆଜି ତାହା ପୂରା ହୋଇଛି । ସୋମବାର ସନ୍ଧ୍ୟା ୬ଟା ସୁଦ୍ଧାର ରାଜ୍ୟରେ ମୋଟ ୧ ଲକ୍ଷ ୨୧ ହଜାର…

୨୦୦୦ ନୋଟ ବନ୍ଦ ହେବ କି, ୨ ବର୍ଷ ହେଲା ଛପାଯାଉନି !

ନୂଆଦିଲ୍ଲୀ: ୨୦୦୦ ନୋଟ ୨ବର୍ଷ ହେବ ଛପା ଯାଉନି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ସଂସଦକୁ ସୂଚନା ଦିଆଯାଇଛି । ସଂସଦରେ ଏମଡିଏମେ ଏମପି ଏ.ଗଣେଶାମୁର୍ଥୀ ୨୦୧୬ ବିମୁଦ୍ରୀକରଣ ପରେ ଏହି ନୋଟର କାହିଁକି କମ୍ ପରିମାଣରେ ବଜାରକୁ ଆସୁଛି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତରରେ…