Latest Odisha News

BREAKING NEWS

Yearly Archives

2021

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଆଧୁନିକ ଯୁଗରେ ଉଚ୍ଚ ରକ୍ତଚାପ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହି ରୋଗର ମୁଖ୍ୟ କାରଣ ହେଉଛି ଚାପ ଏବଂ ଅନିୟନ୍ତ୍ରିତ ଖାଦ୍ୟପେୟ। ଏହା ସହିତ, ଅନିୟମିତ ରୁଟିନ୍ ମଧ୍ୟ ଉଚ୍ଚ ରକ୍ତଚାପକୁ ଆହୁରି ବଢାଇଥାଏ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଧମନୀରେ ରକ୍ତଚାପ ବୃଦ୍ଧି ହେତୁ ମଣିଷ…

ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ରଖିଛି । ଏ ନେଇ ସାଧାରଣଲୋକ ଅସନ୍ତୋଷ ବ୍ୟକ୍ତ କରିବାରରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, 'ହାଇକୋର୍ଟଙ୍କ ରାୟ ଆସିବା ଯାଏଁ ପୁରୁଣା ଦରରେ ଟିକସ…

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୧ ବଖରା ଘର 

ଭଦ୍ରକ: ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୧୧ ବଖରା ଘର । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଦକ୍ଷିଣବାଡ ପଞ୍ଚାୟତ କହରାପୋଖରୀ ସ୍ଥିତ ମୁଣ୍ଡାସାହିରେ ଅଗ୍ନିକାଣ୍ଡ ଘଟିଛି ।  ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଭଣ୍ଡାରିପୋଖରୀରୁ ଦମକଳ ଗାଡି ଆସି ନିଆଁ ଲିଭାଇବାକୁ ଉଦ୍ୟମ ଜାରି…

ଟିଭି ଉପସ୍ଥାପିକା ସଞ୍ଜନା ଗଣେଶନଙ୍କୁ ବିବାହ କଲେ କ୍ରିକେଟର ଜସ୍‌ପ୍ରୀତ ବୁ‌ମ୍ରା

ଗୋଆ: ଭାରତୀୟ କ୍ରିକେଟର ଜସପ୍ରୀତ ବୁ‌ମ୍ରା ଆଜି ଟିଭି ଉପସ୍ଥାପିକା ସଞ୍ଜାନା ଗଣେଶନଙ୍କ ହାତ ଧରିଛନ୍ତି । ସୋସିଆଲ ମିଡିଆରେ ବୁ‌ମ୍ରା ବିବାହ ଫଟୋ ସେୟାର କରିଛନ୍ତି । ଗୋଆରେ ଅଳ୍ପ କିଛି ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ବିବାହ ଅନୁଷ୍ଠିତ ହୋଇଛି । “Love, if it finds you worthy,…

ବିଗ୍ ବିଙ୍କ ଦ୍ୱିତୀୟ ଆଖି ଅପରେସନ୍, ଏହା ତାଙ୍କ ପାଇଁ ଜୀବନ ପରିବର୍ତ୍ତନକାରୀ ଅନୁଭୂତି କହିଲେ ଅମିତାଭ 

ମୁମ୍ବାଇ: ଅମିତାଭଙ୍କ ଦ୍ୱିତୀୟ ଆଖି ଅପରେସନ୍ ହୋଇଛି । ସେ ଟ୍ୱିଟରରେ ଲେଖିଛନ୍ତି, ‘ଏହା ତାଙ୍କ ପାଇଁ ଜୀବନ ପରିବର୍ତ୍ତନକାରୀ ଅନୁଭୂତି’ ।  ଅମିତାଭ ଲେଖିଛନ୍ତି, ‘ଅନ୍ୟଟି ମଧ୍ୟ ସଫଳ ହୋଇଛି । ଶୀଘ୍ର ଭଲ ହେଉଛି । ସବୁ କିଛି ଠିକ୍ ଅଛି । ଏହା ଏକ ଜୀବନ ପରିବର୍ତ୍ତନକାରୀ ଅନୁଭୂତି ।…

ଓଡ଼ିଶାରେ ବଢ଼ିପାରେ କରୋନା ସଂକ୍ରମଣ: ଡାକ୍ତର ନିରଞ୍ଜନ ମିଶ୍ର

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ବଢ଼ିବା ସମ୍ଭାବନା ରହିଛି । ଏପରି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେପଟେ ଏଣିକି ରବିବାର ଓ ଛୁଟି ଦିନ ବ୍ୟତୀତ ସବୁଦିନ ଟିକାକରଣ ହେବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।…

ନୋଟା ଭୋଟ୍ ଅଧିକ ହେଲେ ନିର୍ବାଚନ ରଦ୍ଦ !

ନୂଆଦିଲ୍ଲୀ: ଚାରୋଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାକୁ ନେଇ ସୋମବାର ଦିନ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି। ସୂଚନା ଅନୁଯାୟୀ, ଯଦି ନୋଟାର ଭୋଟ୍ ଅଧିକ, ତେବେ ସେହି ନିର୍ବାଚନକୁ ବାତିଲ କରାଯାଉ।…

ସିଂହ ଛୁଆ ସହ ବିବାହ ଫଟୋ ସୁଟ୍‌ କରି କଡା ନିନ୍ଦାର ଶିକାର ହେଲେ ଦମ୍ପତି

ନୂଆଦିଲ୍ଲୀ: ଆଜିକାଲି ବିବାହ ଫଟୋ ସୁଟ୍‌ କରିବା ଏକ ଫ୍ୟାଶନରେ ପରିଣତ ହୋଇଗଲାଣି। ତେବେ ଖଲିଜ୍‌ ଟାଇମସ୍‌ ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ଏକ ଦମ୍ପତି ତାଙ୍କ ବିବାହ ଫଟୋସୁଟ୍‌ ସମୟରେ ଏକ ସିଂହ ଛୁଆ ସହିତ ଫଟୋ ସୁଟ କରୁଥିବାର ନଜର ଆସିଛନ୍ତି। ଏହି ନିଷ୍ପତ୍ତି ନେବା ପରେ ସୋସିଆଲ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ବୌଦ୍ଧ ଧର୍ମ ଗ୍ରହଣ କଲେ କି ଧୋନୀ ?

ଭୁବନେଶ୍ୱର: ଚର୍ଚ୍ଚାରେ ଧୋନୀ । ଚର୍ଚ୍ଚାରେ ଧୋନୀଙ୍କ ବୌଦ୍ଧ ଭିକ୍ଷୁକ ଅବତାର । ଆଇପିଏଲ୍ ପୂର୍ବରୁ ଧୋନୀ ଙ୍କ ଏହି ଫଟୋ ସୋସିଆଲ୍ ମିଡିଆରେ ଚହଳ ଖେଳାଇଛି । ହେଲେ ଏହି ଫଟୋ ପଛର ଅସଲ କାହାଣୀ କ’ଣ ? କାହିଁକି ଧୋନୀ ନେଇଛନ୍ତି ଏପରି ବିଚିତ୍ର ଅବତାର ? ସତରେ କ’ଣ ସେ ବୌଦ୍ଧ ଧର୍ମ ଗ୍ରହଣ…

କାହିଁକି ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’ ଅପେକ୍ଷା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ରହିଛି ଅଧିକ…

ଅହମ୍ମଦାବାଦ: ଗୁଜୁରାଟର ନର୍ମଦା ଜିଲ୍ଲାର କେଭାଡିଆରେ 'ଷ୍ଟାଚ୍ୟୁ ଅଫ୍ ୟୁନିଟି' ୨୦୧୮ରେ ପ୍ରଥମ ଥର ପାଇଁ ଉଦ୍‌ଘାଟନ ହୋଇଥିଲା। ଏହାର ଉଦଘାଟନ ପରଠାରୁ ପ୍ରାୟ ୫୦ ଲକ୍ଷ ପରିଦର୍ଶକ ଏଠାକୁ ଆସିଛନ୍ତି। ଏ‌ ନେଇ ଜଣେ ରାଜ୍ୟ ସରକାରୀ ଅଧିକାରୀ ସୋମବାର କହିଛନ୍ତି। ଏହି ପ୍ରତିମୂର୍ତ୍ତି ଏକ…