Latest Odisha News

BREAKING NEWS

Yearly Archives

2021

ମଲ୍ଟିପ୍ଲେକ୍ସ ସହ ପ୍ରତିଯୋଗିତା କରିବାକୁ ପ୍ରସ୍ତୁତ ହେଲା ରାଜଧାନୀର ପୁନଃନିର୍ମିତ ସ୍ୱାତୀ ସିନେମା ହଲ

ଭୁବନେଶ୍ୱର: ରାଜଧାନୀରେ ସିନେପଲିସ୍ ଓ ଆଇନକ୍ସ ଭଳି ମଲ୍ଟିପ୍ଲେକ୍ସ ସ୍କ୍ରିନରେ ଫିଲ୍ମ ଦେଖିବାକୁ ଦର୍ଶକ ପସନ୍ଦ କରୁଥିବା ଦେଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ସହରର ବହୁ ପୁରୁଣା ଏସ୍ କମ୍ପେ୍ଳକ୍ସର ସ୍ୱାତୀ ସିନେମା ହଲକୁ ଏପରି ନୂଆ ଢଙ୍ଗରେ ପ୍ରସ୍ତୁତ କରାଯାଇଛି । ପୁନଃନିର୍ମାଣ କରାଯାଇ…

ଚେସ୍‌ ଗ୍ରାଣ୍ଡମାଷ୍ଟର୍‌ ସ୍ବୟମ୍ସ ମିଶ୍ର ଓ ପ୍ରଶିକ୍ଷକ ଅରୁଣ ଦାସ ପାଇବେ ଓସ୍‌ଜା ପୁରସ୍କାର

ଭୁବନେଶ୍ବର: ସ୍ବୟମ୍ସ ମିଶ୍ର ଓ ଅରୁଣ ଦାସ ପାଇବେ ଓସ୍‌ଜା ପୁରସ୍କାର । ଓଡ଼ିଶାର ଦ୍ବିତୀୟ ଚେସ୍‌ ଗ୍ରାଣ୍ଡମାଷ୍ଟର୍‌ ସ୍ବୟମ୍ସ ମିଶ୍ର ଏବଂ ଖେଳାଳିରୁ ସଫଳ ପ୍ରଶିକ୍ଷକ ପାଲଟିଥିବା ଅରୁଣ ଦାସଙ୍କୁ ଚଳିତ ବର୍ଷର ବାର୍ଷିକ ଓସ୍‌ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ) ପୁରସ୍କାର ପ୍ରଦାନ କରାଯିବ ।…

ଷ୍ଟ୍ରିଟ୍ କ୍ରାଇମ୍ ରୋକିବାକୁ କମିଶନରେଟ୍ ପୋଲିସ ଜାରି କଲା ହ୍ୱାଟ୍ସଆପ୍ ନମ୍ବର

ଭୁବନେଶ୍ୱର: କମିଶନରେଟ୍ ପୋଲିସର ମୁଣ୍ଡବ୍ୟଥା ବଢାଇଛି ସହରରେ ବଢ଼ୁଥିବା ଅପରାଧ । ଛିନତାଇରୁ ରାହାଜାନୀ ଆଉ ମର୍ଡର ସବୁକିଛି ଦିନ ଦ୍ୱିପ୍ରହରରେ ଘଟୁଛି ରାଜଧାନୀର ରାସ୍ତାରେ । ଏସବୁ ଉପରେ ଲଗାମ୍ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ବିଚ୍ ରାସ୍ତାରେ କୌଣସି ଅପରାଧ…

ପୁରୀ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ, ଜଳିଗଲା ୩ଟି ବସ୍

ପୁରୀ : ପୁରୀ ବସଷ୍ଟାଣ୍ଡରେ ଅଭାବନୀୟ ଘଟଣା । ବସଷ୍ଟାଣ୍ଡରେ ନିଆଁ ଲାଗି ଜଳିଗଲା ୩ଟି ବସ୍ । ବସଷ୍ଟାଣ୍ଡରେ ୩ଟି ବସ୍ ଛିଡା ହୋଇଥିବା ବେଳେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ବସଟି ଜଳୁଥିବା ବେଳେ, ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ଅନୁସାରେ,…

ଉଦଘାଟିତ ହେଲା କୃଷି ଓଡ଼ିଶା ୨୦୨୧

ଭୁବନେଶ୍ବର : ଉଦଘାଟିତ ହୋଇଛି କୃଷି ଓଡ଼ିଶା ୨୦୨୧ । ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ କୃଷି ଓଡ଼ିଶାକୁ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ସାଥିରେ…

ମମତାଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଲେ ଶୁଭେନ୍ଦୁ

କୋଲକାତା: ବିଜେପିର ଶୁଭେନ୍ଦୁ ଅଧିକାରୀ ସୋମବାର ମୁଖ୍ୟମନ୍ତ୍ରୀ ତଥା ଟିଏମସିର ମୂଖ୍ୟ ମମତା ବାନାର୍ଜୀଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ନାମାଙ୍କନ ପତ୍ର ସତ୍ୟପାଠରେ ମମତା ତାଙ୍କ ବିରୋଧରେ ଥିବା ୬ ମାମଲାର ତଥ୍ୟ ଦେଇ ନାହାନ୍ତି । ଶୁଭେନ୍ଦୁ ଏ ନେଇ ନିର୍ବାଚନ ଆୟୋଗଙ୍କ…

ଗଞ୍ଜାମରେ ଦଣ୍ଡନାଚକୁ ପ୍ରଶାସନର ଅନୁମତି

ବ୍ରହ୍ମପୁର: ଗଞ୍ଜାମରେ ଦଣ୍ଡନାଚ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି । କରୋନା କଟକଣା ଭିତରେ ଦଣ୍ଡଯାତ୍ରା ପାଳନକୁ ଅନୁମତି ପ୍ରଦାନ କରାଯାଇଛି । କେବଳ ସ୍ଥାନୀୟ କଳାକାରଙ୍କୁ ନେଇ ଦଣ୍ଡନାଚ ଅନୁଷ୍ଠିତ ହେବ । ପୂର୍ବରୁ ନିର୍ଦ୍ଦେଶାନାମାରେ ସାମାନ୍ୟ ପରିବର୍ତ୍ତନ କରି ଦଣ୍ଡଯାତ୍ରା ପାଳନକୁ…

ଓଡିଶା : ଦାରୁ ଦେବତାଙ୍କ ଭୂଇଁ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଓଡିଶା ସେଇ ମାଟି, ଯେଉଁଠି ମଣିଷ ଦାରୁକୁ ଦେବତା ମାନେ । ଏହା ଏକ ଆଦିବାସୀ ବିଶ୍ୱାସବୋଧର ଅବଦାନ ଏ ମାଟିର ଐତିହ୍ୟକୁ । କାରଣ ଶବରରାଜା ବିଶ୍ୱାବସୁର ଦିଅଁ ନୀଳମାଧବକୁ ପୁରୀ ଆଣି ଜଗନ୍ନାଥ ନାଆଁ ଦେଇଛେ ଆମେ । ତାଙ୍କୁ କେନ୍ଦ୍ର କରି…

ବିଭିନ୍ନ ସ୍ଥାନରେ NIA ଚଢାଉ, ଆତଙ୍କୀ ସଂଗଠନ ISIS ସହ ଜଡିତ ୫ ସନ୍ଦିଗ୍ଧ ଗିରଫ

ନୂଆଦିଲ୍ଲୀ: ଦେଶରେ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ଦିଗରେ ସକ୍ରିୟ ହୋଇଉଠିଛି ଏନ୍‌ଆଇଏ । ଫଳସ୍ବରୂପ ଦେଶର ବିଭିନ୍ନ ରାଜ୍ୟରେ ଚଢାଉ ଜାରି ରହିଛି । ଦିଲ୍ଲୀ, କେରଳ ଏବଂ କର୍ଣ୍ଣାଟକ ସମେତ ଦେଶର ପ୍ରାୟ ୧୦ଟି ସ୍ଥାନରେ ଚଢାଉ କରାଯାଇଛି । ଚଢାଉ ବେଳେ ଆତଙ୍କୀ ISIS ସହ ଜଡିତ ଅଭିଯୋଗରେ…

ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ପଦକ୍ଷେପକୁ ନେଇ ଖୁସି ବ୍ୟକ୍ତ କଲେ ସାଂସଦ ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ୱରରେ ରାଜ୍ୟ ସରକାର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ରଖିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏକ ଟ୍ୱିଟରେ ସେ ଲେଖିଛନ୍ତି ଯେ, ଏହା ଭୁବନେଶ୍ୱରର ଲୋକଙ୍କ ମିଳିତ ଉଦ୍ୟମ । ଏଥି ସହ ସେ ଲେଖିଛନ୍ତି ଯେ, 'ଭୁବନେଶ୍ୱରବାସୀଙ୍କ…