Latest Odisha News

BREAKING NEWS

Yearly Archives

2021

ବାତ୍ୟା ଜୱାଦ ମୁକାବିଲା ନେଇ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ : ସମ୍ଭାବ୍ୟ ବାତ୍ୟା ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଓଡିଶା ଓ ଆନ୍ଧ୍ର ଉପରେ ଏହାର ପ୍ରଭାବ ଓ ମୁକାବିଲା ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଲୋକମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ…

ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ବର୍ଷା ଆଶଙ୍କା

ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଗୁରୁବାରଠାରୁ ମୁମ୍ବାଇର ୱାଙ୍ଖେଡଠାରେ ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ଆରମ୍ଭ ହେବ । ବିରାଟ କୋହଲି ବିଶ୍ରାମ ପରେ ଏହି ମ୍ୟାଚରେ ପଡିଆକୁ ଫେରୁଛନ୍ତି । ତେବେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସରେ ବର୍ଷା ଆଶଙ୍କା ରହିଛି । ବୁଧବାର ବର୍ଷା ହେବା…

ଆବାସିକ କଲେଜ ପାଲଟିଲା ସୁପରସ୍ପ୍ରେଡର, ପୁଣି୧୬ ସଂକ୍ରମିତ

ଢେଙ୍କାନାଳ: ଢେଙ୍କାନାଳ ଆବାସିକ କଲେଜ ପାଲଟିଲା ସୁପରସ୍ପ୍ରେଡର। କଲେଜରୁ ପୁଣି୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳରେ ଥିବା ସାଇକୃପା ଆବାସିକ ମହାବିଦ୍ୟାଳୟରୁ ଏହି ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଲେଜରୁ ପ୍ରଥମେ ୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ…

ମମିତା ହତ୍ୟାକାଣ୍ଡ ଘଟଣା : ୯ ଡିସେମ୍ବରରେ ବିଧାନସଭା ଘେରିବ ବିଜେପି ଯୁବ ମୋର୍ଚ୍ଚା

ଭୁବନେଶ୍ୱର : ୯ ଡିସେମ୍ବରରେ ବିଧାନସଭା ଘେରାଉ କରିବ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ।ମମିତା ହତ୍ୟା ଘଟଣାରେ ଯେପର୍ଯ୍ୟନ୍ତ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ଗିରଫ ସହ ବହିଷ୍କାର କରାଯାଇନାହିଁ । ଯୁବ ମୋର୍ଚ୍ଚା ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ । …

ରହସ୍ୟମୟ ଢଙ୍ଗରେ ମିର୍ଜାପୁର ଫେମ୍ ଅଭିନେତା ବ୍ରହ୍ମା ମିଶ୍ରାଙ୍କ ମୃତ୍ୟୁ

ମୁମ୍ବାଇ: ଆଉ ନାହାଁନ୍ତି ଫିଲ୍ମ ଅଭିନେତା ବ୍ରହ୍ମା ମିଶ୍ରା । ଅନେକ ବଲିଉଡ ଫିଲ୍ମରେ ସେ ଛୋଟଛୋଟ କିର୍ଦାରରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ । ହେଲେ ଖାସ କରି ମାଂଝୀ: ଦ ମାଉଣ୍ଟେନ୍ ମ୍ୟାନ୍ ଭଳି ଫିଲ୍ମ ଓ ମିର୍ଜାପୁର ୱେବ୍ ସିରିଜରେ ସେ ଖୁବ ଲୋକପ୍ରିୟତା ହାସଲ କରିଥିଲେ । ଆଜି ଭର୍ସୋଭା…

ଅଯୋଧ୍ୟାକୁ ବମରେ ଉଡାଇଦେବା ନେଇ ଧମକ

ଅଯୋଧ୍ୟା: ମହାପ୍ରଭୁ ଶ୍ରୀରାମଙ୍କ ନଗର ଅଯୋଧ୍ୟାକୁ ବମରେ ଉଡାଇଦେବା ନେଇ ଧମକ ଆସିଛି । ସୋସିଆଲ ମିଡିଆରେ ଏହି ଧମକ ଆସିବା ପରେ ସୁରକ୍ଷା ଏଜେନ୍ସି ଓ ସ୍ଥାନୀୟ ପ୍ରଶାସନ ଏହାକୁ ହାଲକାରେ ନେଇ ନାହାନ୍ତି । ସୁରକ୍ଷାକର୍ମୀଙ୍କୁ ଏ ନେଇ ସମ୍ପୂର୍ଣ୍ଣ ଭାବେ ଆଲର୍ଟ ରହିବାକୁ କୁହାଯାଇଛି ।…

[ଭିଡ଼ିଓ] ୩୩ ଶିକ୍ଷାର୍ଥୀ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ କଲେଜ୍ ସିଲ୍

ଢ଼େଙ୍କାନାଳ : ଶିକ୍ଷାନୁଷ୍ଠାନରେ ପୁଣି ଚିନ୍ତା ବଢ଼ାଇଛି କରୋନା ସଂକ୍ରମଣ । ୩୩ ଶିକ୍ଷାର୍ଥୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଯୁକ୍ତ ଦୁଇ ଆବାସିକ କଲେଜ୍ ସିଲ୍ କରିଦିଆଯାଇଛି । ଢ଼େଙ୍କାନାଳ ସହର କୁଞ୍ଜକାନ୍ତ ସ୍ଥିତ ଆବାସିକ କଲେଜ୍ ସିଲ୍ କରାଯାଇଛି । ତେବେ ଆବାସିକ କଲେଜ୍ ସହିତ…

ପାରିବାରିକ ମାମଲାର ଶୁଣାଣି ତାରିଖ ଧାର୍ଯ୍ୟ ପାଇଁ ଆବେଦନ

ଗୁଣୁପୁର :ପାରିବାରିକ ମାମଲାରେ ଏମଆଇଟିଏସ୍ ଇଞ୍ଜିନିୟରଂ କଲେଜର ଚେୟାରମ୍ୟାନ ବାଳକୃଷ୍ଣ ପଣ୍ଡା ପାରିବାରିକ ମାମଲାରେ ଶୁଣାଣି ତାରିଖ ଧାର୍ଯ୍ୟ ପାଇଁ ଅଦାଲତରେ ଆବେଦନ। ରାୟଗଡ଼ା ଜିଲ୍ଲାର ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନ ର ଚେୟାରମ୍ୟାନ ନିଜ ଘରୋଇ ପାରିବାରିକ ମାମଲାରେ ଛନ୍ଦି ହୋଇଥିଲେ।…

ପ୍ରଶାନ୍ତ କଂଗ୍ରେସ ଉପରେ ଅଶାନ୍ତ

ନୂଆଦିଲ୍ଲୀ: ମମତା ବାନାର୍ଜୀଙ୍କ ପରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସବୁବେଳେ ବିରୋଧୀ ଦଳର ମୁଖ୍ୟ ପାର୍ଟି ହେବାର ବରଦାନ କଂଗ୍ରେସକୁ ମିଳି ନାହିଁ । ୧୦ ବର୍ଷ ମଧ୍ୟରେ କଂଗ୍ରେସ ୯୦ ପ୍ରତିଶତ ନିର୍ବାଚନରେ ପରାଜୟବରଣ କରିଛି ବୋଲି ସେ କହିଛନ୍ତି ।…

ଭାରତରେ ଓମିକ୍ରନ ଆତଙ୍କ, କର୍ଣ୍ଣାଟକରୁ ୨ ଆକ୍ରାନ୍ତ ଚିହ୍ନଟ

ଦିଲ୍ଲୀ: ବିଶ୍ୱରେ ଅନେକ ଦେଶରେ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ନିଜର କାୟା ବିସ୍ତାର କରୁଥିବା ବେଳେ ଆସିଛି ବଡ଼ ଖବର । ଭାରତରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନରେ ୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆକ୍ରାନ୍ତ…