Latest Odisha News

BREAKING NEWS

Yearly Archives

2021

ମୋ ସଙ୍ଗୀତ ମାଧ୍ୟମରେ ଓଡିଶାକୁ ନୂଆ ପରିଚୟ ଦେବାକୁ ଚାହୁଁଛି: ନାଜିଆ ଆଲମ୍

ତୁମେ ସଙ୍ଗୀତ କ୍ଷେତ୍ରରେ ବହୁତ ଆଗକୁ ଯିବ । ସଙ୍ଗୀତ ପାଇଁ ତୁମେ ଉତ୍ସର୍ଗୀକୃତ । ଏହାକୁ ଜାରି ରଖିିଥିବ । ଏକ ସଙ୍ଗରେ ଗୋଟିଏ ମଞ୍ଚରେ ସଙ୍ଗୀତ ପରିବେଷଣ ବେଳେ କଣ୍ଠଶିଳ୍ପୀ ନାଜିଆ ଆଲମ୍‌ଙ୍କୁ ଏପରି କିଛି କହିଥିଲେ ଲୋକପ୍ରିୟ ଗାୟକ ମାନ୍ନା ଦେ । ସେଦିନ ମାନ୍ନା ଦେଙ୍କ ସେହି କଥା ଆଜି…

ଭାରତରେ ୨୪ ଘଣ୍ଟାରେ ୧୬ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୧୧୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୧,୧୦,୯୬,୭୩୧କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ, ଅପରେସନ୍ ହେବ: ବିଗ୍ ବି ସେୟାର କଲେ ପୋଷ୍ଟ

ମୁମ୍ୱାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଛି । ଏବେ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନାହିଁ । ଅସୁସ୍ଥତା ଯୋଗୁ ଖୁବଶୀଘ୍ର ସର୍ଜରୀ ହୋଇପାରେ । ବିଗ୍ ବି ନିଜ୍ ବ୍ଲଗରେ ପୋଷ୍ଟ କରିଥିବା ଏମିତି କିଛି ଲେଖାରୁ ଏଭଳି ଆଶଙ୍କା କରାଯାଉଛି । ସର୍ଜରୀ ସମ୍ପର୍କରେ ବ୍ଲଗ…

‘ଆଣ୍ଟିଲିଆ’ ବାହାରେ ବିସ୍ଫୋରକ ରଖିଥିବା ସ୍ୱୀକାର କଲା ଜୈଶ୍‌-ଉଲ-ହିନ୍ଦ୍‌

ନୂଆଦିଲ୍ଲୀ: ମୁମ୍ବାଇରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର 'ଆଣ୍ଟିଲିଆ' ବାହାରେ ବିସ୍ଫୋରକ ବୋଝେଇ ଗାଡି ରଖିଥିବା ସ୍ବୀକାର କରିଛି ଏକ ଅଜ୍ଞାତ ସଂସ୍ଥା ଜୈଶ୍‌-ଉଲ-ହିନ୍ଦ୍‌। ଏକ ବାର୍ତ୍ତାରେ ଜୈଶ-ଉଲ୍‌-ହିନ୍ଦ୍‌ କହିଛନ୍ତି ଯେ ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ବୋଝେଇ ଗାଡି…

ଆଜି ୧୧ଟାରେ ‘ମନ କୀ ବାତ୍‌’ କାର୍ଯ୍ୟକ୍ରମ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କୀ ବାତ୍‌' ଆଜି ସକାଳ ୧୧ ଟାରେ ସମ୍ବୋଧନ କରିବେ। ଏହା ମନ୍ କୀ ବାତ୍‌ ୨.୦ ର ୨୧ ତମ ସଂସ୍କରଣ ହେବ। ଜାନୁଆରୀରେ ଶେଷ ମନ କୀ ବାତ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନିବେଦନ…

ଶିମିଳିପାଳ ଜଙ୍ଗଲରେ ନିଆଁ, ଦୁଇ ଦିନ ହେଲା ଜଳୁଛି

ବାରିପଦା: ଜଳୁଛି ଶିମିଳିପାଳ । ମୟୂରଭଞ୍ଜ ଜିଲ୍ଲା ପୋଡ଼ାଡିହା ରେଞ୍ଜରେ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଛି । ଗତ ଦୁଇ ଦିନ ହେଲା ଜଙ୍ଗଲ ଜଳୁଛି । ଆନନ୍ଦପୁର, ଖଣ୍ଡାଚିରା, ବାଲିନାଲ ପାହାଡ଼ରେ ଲାଗିଛି ନିଆଁ ଫଳରେ ପୋଡ଼ି ନଷ୍ଟ ହେଉଛି ବହୁ ଔଷଧୀୟ ଗଛ। ବହୁ ପଶୁପକ୍ଷୀ ବି ନିଆଁରେ ପୋଡ଼ି…

ସାଂସଦଙ୍କ ବାସଭବନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ

ଅନୁଗୁଳ: ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ବାସଭବନରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ସାଂସଦଙ୍କ ପାଲଲହଡ଼ା ଥାନା ପେଣ୍ଡେରାବସା ସ୍ଥିତ ବାସଭବନରୁ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଲା ଭାଙ୍ଗି ଗୋଟିଏ ଏଲସିଡି ଟିଭି ସମେତ ଅନ୍ୟାନ୍ୟ କିଛି ଜିନିଷ ଚୋରି କରି ନେଇଛନ୍ତି ।…

ଏପ୍ରିଲ ୨୫ରେ ମୁକ୍ତିଲାଭ କରିବ ‘ସହିଦ ରଘୁ ସର୍ଦ୍ଦାର’

ଭୁବନେଶ୍ୱର: ଏପ୍ରିଲ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଦେଶପ୍ରେମୀ ଧର୍ମିକ ଓଡ଼ିଆ ଚଳଚ୍ଚିତ୍ର 'ସହିଦ ରଘୁ ସର୍ଦ୍ଦାର'। ଓଡ଼ିଶାର ସ୍ୱାଧୀନତା ଆନ୍ଦୋଳନ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଜଣେ ଯୁବ ସ୍ୱାଧୀନତା ସଂଗ୍ରାମୀ ରଘୁ ପଟ୍ଟନାୟକଙ୍କ ଉପରେ ପର୍ଯ୍ୟବେଶିତ। ଯିଏକି…

ବାହାହେଲେ ଏଚଆଇଭି ଆକ୍ରାନ୍ତ, କନ୍ୟାଦାନ କଲେ ଜିଲ୍ଲାପାଳ

ବ୍ରହ୍ମପୁର: ସାତ ଜନମର ସାଥୀ ହେଲେ ସଂକ୍ରମିତ । ଅଗ୍ନିକୁ ସାକ୍ଷୀ ରଖି ଉଭୟ ଏଚଆଇଭି ସଂକ୍ରମିତ ଉଭୟଙ୍କ ହାତ ଧରିଛନ୍ତି । ଏଭଳି ନିଆରା ବିବାହରେ ଜିଲ୍ଲାପାଳ କନ୍ୟାଦାନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ରାଜ୍ୟର ସର୍ବାଧିକ ଏଚଆଇଭି ସଂକ୍ରମିତ ଥିବା ଗଞ୍ଜାମ…

ଖରା ଦିନେ କେମିତି ଦେଖାଯିବେ ଟ୍ରେଣ୍ଡି ଏବଂ ଷ୍ଟାଇଲିସ୍ …

ଶୀତ ଆଉ ନାହିଁ, ଫେବ୍ରୁଆରୀ ମାସ ନ ସରୁଣୁ ଖରାର ପ୍ରକୋପ ବି ବଢିଲାଣି । ତେଣୁ ଏବେ ଖରାକୁ ଦେଖି ନିଜର ଡ୍ରେସ ଚୁଜ୍ କରିବାର ସମୟ ଆସିଗଲାଣି । ଋତୁ ଅନୁସାରେ ବଦଳାଇବାକୁ ପଡିଥାଏ ଫ୍ୟାଶନ । ତେବେ ଖରା ଦିନେ କଣ ପିନ୍ଧିଲେ ଆପଣ ଷ୍ଟାଇଲିସ ଏବଂ ଫ୍ୟାସନେବଲ୍ ଦେଖାଯିବେ । ଏହା ସହିତ କେଉଁ…