ସାତକୋଶିଆ ଇକୋ ରିଟ୍ରିଟରେ ଲାଗିଲା ନିଆଁ; ଜଳିଗଲା ୩ଟି ଟେଣ୍ଟ
ସାତକୋଶିଆ: ସାତକେୋଶିଆ ଇକୋ ରିଟ୍ରିଟରେ ଘଟିଛି ଅଗ୍ନିକାଣ୍ଡ । ଆଜି ଭୋର ୫ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଆଖିପିଛୁଳାକେ ଜଳି ଯାଇଛି ୩ଟି ଟେଣ୍ଟ ।
ସୂଚନାନୁସାରେ, ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛନ୍ତି ଆଇପିଏସ ସଞ୍ଜୀବ ପଣ୍ଡା ଓ ତାଙ୍କ ସହଯୋଗୀ । ଏନେଇ ଆଇପିଏସ ସଞ୍ଜୀବ ପଣ୍ଡା…