ଆସନ୍ତୁ ଜାଣିବା ମୋଟେରାର ନମ୍ବରଗେମ୍
ମୋଟେରା: ଆଉ ଟିକିଏ ପରେ ମୋଟେରାରେ ନବନିର୍ମିତ ଷ୍ଟାଡିୟମରେ ଆରମ୍ଭ ହୋଇଯିବ ଭାରତ-ଇଂଲଣ୍ଡ ଦିବାରାତ୍ର ଟେଷ୍ଟ । ପୁରୁଣା ଷ୍ଟାଡିୟମରେ ୧୨ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା । ଏଠାକାର ପିଚ୍ ସ୍ପିନରଙ୍କୁ ସୁହାଇଥାଏ । ଆସନ୍ତୁ ଜାଣିବା ମୋଟେରା ପିଚର ନମ୍ବର ଗେମ୍ ସମ୍ପର୍କରେ...
୧. ଭାରତ ଏହି…