ଓଡ଼ିଶା ଜେଇଇ: ବିଏଏମଏସ/ବିଏଚଏମଏସ୍ ଲାଗି ସ୍ପଟ୍ କାଉନସେଲିଂ ଆରମ୍ଭ
ଭୁବନେଶ୍ୱର: ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ବିଏଏମଏସ/ବିଏଚଏମଏସ୍ ପାଠ୍ୟକ୍ରମରେ ଆଡମିଶନ ପାଇଁ ସ୍ପଟ୍ କାଉନସେଲିଂ ବୁଧବାର ସକାଳ ୧୦ ଟାରୁ ଭୁବନେଶ୍ୱର ସ୍ଥିତ ଗଣ୍ଡାମୁଣ୍ଡା ଓଜେଇଇ ସେଲରେ ଆରମ୍ଭ ହୋଇଛି।
ଓଜେଇଇ କର୍ତ୍ତୃପକ୍ଷଙ୍କ ଦ୍ବାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ, ସମସ୍ତ ପଞ୍ଜିକୃତ…