Latest Odisha News

BREAKING NEWS

Yearly Archives

2021

ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ମିଳିବ ନୂଆ ସାମସଙ୍ଗ ଗାଲାକ୍ସି ଏଫ୍ ୬୨

ନୂଆଦିଲ୍ଲୀ: ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋରରେ ଏବେ ନୂଆ ସାମସଙ୍ଗ ଗାଲାକ୍ସି ଏଫ୬୨ ଉପଲବ୍ଧ ହେବ। ଏହା ଫେବୃୟାରୀ ୨୨ ରୁ ଆରମ୍ଭ ହେବାକୁ ଯାଉଛି। ଗ୍ରାହକ ମାନେ ଏହି ନୂତନ ସାମସଙ୍ଗ ସ୍ମାର୍ଟ ଫୋନକୁ ରିଲାଏନ୍ସ ଡିଜିଟାଲ୍ ଓ ମାଇଁ ଜିଓ ଷ୍ଟୋର ଗୁଡିକରୁ କିଣିିପାରିବେ । ନୂଆ …

ଲଦାଖରେ ଓଡ଼ିଆ ଯବାନ ସହିଦ; ଚାହିଁ ବସିଛି ଗାଁ, ଆଜି ଜନ୍ମ ମାଟିକୁ ଫେରିବ ମରଶରୀର

ଯାଜପୁର: ଦେଶର ସୁରକ୍ଷା ପାଇଁ ନିଜ ଜୀବନ ବଳିଦାନ ଦେଇଛନ୍ତି ଯାଜପୁରର ବୀର ପୁଅ ଶଶାଙ୍କ ଶେଖର । ଲଦାଖ ସୀମାରେ ମୁତୟନ ହୋଇଥିବା ଶଶାଙ୍କ ଶେଖର ଦେଶ ପାଇଁ ଶୁକ୍ରବାର ଦିନ ସହିଦ ହୋଇଛନ୍ତି । ଭାରତୀୟ ସେନାର ୬୧୩ ଇନଏସି ବାଟାଲିୟନରେ କାର୍ଯ୍ୟରତ ଥିଲେ ଶଶାଙ୍କ । ଶଶାଙ୍କ ଦେଶ ପାଇଁ ସହିଦ…

ଚଳଚ୍ଚିତ୍ର ‘ପି.କେ’ ସିକ୍ୱେଲରେ ଅମୀରଙ୍କ ଭୂମିକାରେ ଅଭିନୟ କରିବେ ରଣବୀର

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ଆମୀର ଖାନଙ୍କ ଫିଲ୍ମ 'ପି.କେ'ର ସିକ୍ୱେଲରେ ରଣବୀର କପୁର ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଅଭିନେତା ଆମୀର ଖାନ ଏବଂ ଅନୁଷ୍କା ଶର୍ମାଙ୍କ ଅଭିନୀତ ଫିଲ୍ମ' ପି.କେ 'ଏକ ଲୋକପ୍ରିୟ ଚଳଚ୍ଚିତ୍ର ଥିଲା। ଏହି ଚଳଚ୍ଚିତ୍ରକୁ ନେଇ ବିବାଦ ଦେଖାଗଲା ଯେ ପି.କେ.ରେ ଆମୀର…

ବିଜେପି ନେତା ଗିରଫ, ବାଂଲାଦେଶରୁ ଆସି ବେଆଇନ୍ ଭାବେ ଭାରତରେ ରହୁଥିବା ଅଭିଯୋଗ

ମୁମ୍ବାଇ: ୨୦୧୯ ଓ ୨୦୨୦ରେ ସଂଶୋଧିତ ନାଗରିକ ଆଇନକୁ ନେଇ ବେଶ୍ ବିରୋଧ ଦେଖିବାକୁ ମିଳିଥିଲା । କେନ୍ଦ୍ର ସରକାର ସିଏଏକୁ ସମର୍ଥନ କରି କହିଥିଲେ- ଏହି ଆଇନ୍ ଦ୍ୱାରା ଅବୈଧ ଭାବେ ରହୁଥିବା ବାଂଲାଦେଶୀ ଲୋକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଦେଶରୁ ବାହାର କରାଯାଇ ପାରିବ । ମୁମ୍ବାଇରୁ ଜଣେ…

କରୋନା ଟିକାକରଣ; ଏପର୍ଯ୍ୟନ୍ତ ଦିଆଯାଇଛି ୧.୦୮ କୋଟି ଡୋଜ; ୧୨ ଟି ରାଜ୍ୟରେ ୭୫ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀଙ୍କୁ…

ନୂଆଦିଲ୍ଲୀ: କରୋନା ଭୂତାଣୁ ବିରୋଧରେ ଟିକାକରଣ ଅଭିଯାନରେ ଦେଶରେ ଏପର୍ଯ୍ୟନ୍ତ ୧.୦୮ କୋଟି ଟିକା ଦିଆଯାଇଛି। ଶନିବାର ଦିନ ଦିଆଯାଇଥିବା ୧.୮୬ ଲକ୍ଷ ଡୋଜ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। କେନ୍ଦ୍ର ଯୁଗ୍ମ ସ୍ୱାସ୍ଥ୍ୟ ସଚିବ…

ଅନୁଗୁଳ ପୌରପାଳିକା ଏବଂ ୟୁନିସେଫ୍‌ର ମିଳିତ ସହଭାଗିତାରେ ଇ-ଶୌଚାଳୟ ସେବାର ଶୁଭାରମ୍ଭ

ଭୁବନେଶ୍ୱର; ସହର ପରିମଳ ଏବଂ ଜୀବିକା ନିର୍ବାହରେ ଏକ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଅନୁଗୁଳ ପୌରପାଳିକା ସଂଜିବନୀ ମାର୍କେଟରେ ଏମ୍‌.ଇ.ଏସ୍‌.ଏଚ୍‌(ମାଇକ୍ରୋ ଏଣ୍ଟରପ୍ରାଇଜ୍ ଫର୍ ସାନିଟେସନ୍ ଆଣ୍ଡ୍ ହେଲ୍‌ଥ) କାର୍ଯ୍ୟକ୍ରମ ଅନୁଯାୟୀ ଇରାମ ସାଇଂଟିଫିକ୍ ଓ ୟୁନିସେଫ୍ ସହଭାଗିତାରେ ଏକ…

ସୋମବାରରୁ ଟାଣ ହେବ ଖରା, ଦୂରେଇ ଯିବ ଶୀତ ; ପାଣିପାଗ ବିଭାଗ

ଭୁବନେଶ୍ବର : ସୋମବାରଠାରୁ ଆକାଶ ନିର୍ମଳ ଓ ଖରାଟିଆ ପାଗ ରହିବ। ରାଜ୍ୟରେ ଖରାର ପ୍ରକୋପ ବଢ଼ିବା ସହ ଓ ଶୀତ ଫେରିବାର ସମ୍ଭାବନା କମ୍‌ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଦେଇଥିବା ସୂଚନାନୁସାରେ, ଗତ ୨ ଦିନ…

ଫେସ୍‌ବୁକ୍‌ ବିରୋଧରେ ଅନ୍‌ଲାଇନ୍‌ ଠକେଇ ଅଭିଯୋଗର ତଦନ୍ତ କରିବାକୁ ଜମ୍ମୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ହାଇକୋର୍ଟ ୟୁଟି କ୍ରାଇମ ଶାଖାକୁ ଫେସବୁକ୍ ଇଣ୍ଡିଆ ଅନ୍ଲାଇନ୍ ସର୍ଭିସେସ୍ ଏବଂ ଅନ୍ୟ ୭ ଜଣଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ କରିବାକୁ ଏବଂ ସେମାନଙ୍କ ବିରୋଧରେ ଅନଲାଇନ୍ ଠକେଇ ଅଭିଯୋଗର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ପେଶାଲ ରେଲୱେ…

୨୦୩୫ ସୁଦ୍ଧା ପ୍ରଜନନ ହାର ୨.୩୭ ରୁ ୧.୭୩ କୁ ହ୍ରାସ ପାଇପାରେ; ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ୨୦୩୫ ସୁଦ୍ଧା ପ୍ରଜନନ ହାର ୨.୩୭ ରୁ ୧.୭୩ କୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଶନିବାର କହିଛନ୍ତି ଯେ ୨୦୩୫ ସୁଦ୍ଧା ଭାରତରେ ପ୍ରଜନନ ହାର ୨.୩୭ ରୁ ୧.୭୩ କୁ ହ୍ରାସ ପାଇବ।…

ନିଜ ମା’ଠୁ ପାଇଥିବା ସବୁଠୁ ଦୁର୍ମୂଲ୍ୟ ଉପହାର ହେଉଛି ଭାଷା : କମଳା ଶତପଥୀ

ଓଡ଼ିଆ ସାହିତ୍ୟ ଆକାଶର ଏକ ସୁପରିଚିତ ନକ୍ଷତ୍ର କମଳା ଶତପଥୀ । ତାଙ୍କ ସୃଜନୀର ସ୍ରୋତ ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ଓଡ଼ିଶା ବାହାରେ ରହି ମଧ୍ୟ ଓଡ଼ିଆ ଭାଷା ସାହିତ୍ୟକୁ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି । ତାଙ୍କରି ପ୍ରତିଟି ରଚନାରେ ଥାଏ ଜୀବନର ଦର୍ଶନ । ଭାବ ଓ ଭାଷାର ସମ୍ମିଶ୍ରଣରେ…