ଅଶାନ୍ତ ବେଲୁଚିସ୍ତାନରେ ପୁଣି ଆକ୍ରମଣ: ୫ ପାକ୍ ସେନା ନିହତ
କରଚୀ: ପାକିସ୍ତାନର ବେଲୁଚିସ୍ତାନରେ ଅଶାନ୍ତିର ନିଆଁ ଜଳିବାରେ ଲାଗିଛି । ଶନିବାର ପାକ୍ ସେନାଙ୍କ ଉପରେ ଆକ୍ରମଣ କରାଯାଇଛି । ଏଥିରେ ୫ ପାକ୍ ସେନା ମୃତ୍ୟୁବରଣ କରିଛନ୍ତି । ସପ୍ତାହକ ମଧ୍ୟରେ ଏ ଭଳି ୨ଟି ଆକ୍ରମଣ ସନ୍ଦିଗ୍ଧ ବ୍ୟକ୍ତିମାନେ କରିଛନ୍ତି । ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇନି ।…