Latest Odisha News

BREAKING NEWS

Yearly Archives

2021

ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ

କଳାହାଣ୍ଡି : ଭିଜିଲାନ୍ସ ଜାଲରେ ମଦନପୁର ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ଖିତିଶ ଭୂଷଣ ବିଶ୍ବାଳ । ଗଙ୍ଗାଧର ବାଗ ନାମକ ଜଣେ ବ୍ୟକ୍ତି ମଦନପୁର ଆଦର୍ଶ ବିଦ୍ୟାଳୟରେ ଜଗୁଆଳ ଭାବେ ନିଯୁକ୍ତି ପାଇଥିଲେ। ହେଲେ ସେ କାର୍ଯ୍ୟରେ ଯୋଗ ଦେଇ ନଥିଲେ। କାର୍ଯ୍ୟ​‌ରେ ଯୋଗ ଦେବାକୁ ହେଲେ ୪୦ ହଜାର ଟଙ୍କା…

ଇଣ୍ଡିଆନ ଗ୍ରାଁପ୍ରି ଆଥଲେଟିକ୍ସ: ୧୦୦ ମିଟରରେ ବାଜି ମାରିଲେ ଦୂତୀ, ଅଲିମ୍ପିକ କ୍ୱାଲିଫାଇଂ ଟାଇମିଂ ହାସଲରେ ବିଫଳ

ଭୁବନେଶ୍ୱର: ପଟିୟାଲାରେ ଚାଲିଥିବା ଇଣ୍ଡିଆନ ଗ୍ରାଁପ୍ରି ଆଥଲେଟିକ୍ସରେ ଓଡିଶାର ଦୂତି ଚାନ୍ଦ କମାଲ ଦେଖାଇଛନ୍ତି । ସେ ମହିଳା ୧୦୦ ମିଟର ଦୌଡକୁ ୧୧.୫୧ ସେକେଣ୍ଡରେ ଜିତି ନେଇଛନ୍ତି । ସେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ରେକର୍ଡକୁ ଭାଙ୍ଗିବାରେ ବିଫଳ ହୋଇଛନ୍ତି । ସେହିପରି ଅଲିମ୍ପିକ…

ଜାଲ୍ ଶିକ୍ଷକ ଗିରଫ, ଧାମନଗରରୁ ବାନ୍ଧିଲା ପୋଲିସ

ନବରଙ୍ଗପୁର : ଜାଲ ପ୍ରମାଣପତ୍ର ଦେଖାଇ ଶିକ୍ଷକତା କରୁଥିବା ଅଭିଯୋଗରେ ଫେରାର ଥିବା ଜାଲ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ । ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଥିବା ଶ୍ରୀକାନ୍ତ ଦଳେଇଙ୍କୁ ଗିରଫ କରିଛି କୋଡ଼ିଙ୍ଗା ଥାନା ପୋଲିସ । ଅଭିଯୋଗ ଅନୁସାରେ ଶ୍ରୀକାନ୍ତ…

ଆଇପିଏଲ ନିଲାମରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଲେ ଏହି ଦୁଇ କଳାକାରଙ୍କ ପିଲାମାନେ

ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ନିଲାମ ପ୍ରକ୍ରିୟା ଶେଷ ହୋଇଯାଇଛି । ଗୁରୁବାର ଖେଳାଳିମାନଙ୍କ କିଣାବିକାରେ ସମସ୍ତେ ବ୍ୟସ୍ତ ଥିଲା ବେଳେ ଚର୍ଚ୍ଚାରେ ରହିଥିଲେ ଦୁଇ କଳାକାରଙ୍କ ପିଲାମାନେ । ସେମାନେ ହେଲେ କୋଲକାତା ନାଇଟ ରାଇଡର୍ସର ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ଏବଂ ଜୁହି ଚାୱାଲାଙ୍କ…

୭ ବର୍ଷ ପରେ IPLରେ ବିକ୍ରି ହେଲେ ଚେତେଶ୍ବର ପୂଜାରା

ଚେନ୍ନାଇ : ଆଇପିଏଲ ୧୪ ତମ ସଂସ୍କରଣ ପାଇଁ ସରିଛି ଖେଳାଳି ନିଲାମ । ୭ ବର୍ଷ ପରେ ପୁଣି ଆଇପିଏଲରେ ଖୋଳିବାକୁ ସୁଯୋଗ ପାଇବେ ଚେତେଶ୍ବର ପୂଜାରା । ଆଜିର ନିଲାମ ପ୍ରକ୍ରିୟାରେ ପୂଜାରାଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଛି ଚେନ୍ନାଇ ସୁପର କିଙ୍ଗ୍‌ସ । ଶେଷଥର ପାଇଁ ୨୦୧୪ରେ ଆଇପିଏଲ ଖେଳିଥିଲେ…

ରାଜ୍ୟରେ ଆଉ ୧୦୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ, ପୁଣି ସୁସ୍ଥ ହୋଇ ଫେରଛନ୍ତି ଆଉ ୧୦୦ କରୋନା ଆକ୍ରାନ୍ତ । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୫ ଜଣ ସୁସ୍ଥ ହୋଇଥିବା ବେଳେ, କଟକରୁ ୧୩, ସୁନ୍ଦରଗଡ଼ରୁ ୧୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି ଅନୁଗୁଳରୁ ୮, ପୁରୀରୁ ୬,…

ମହାରାଷ୍ଟ୍ର କଂଗ୍ରେସ ନେତା ନାନା ପଟେଲଙ୍କ ଧମକ: ଅମିତାଭ, ଅକ୍ଷୟଙ୍କ ଫିଲ୍ମ ଶୁଟିଂ କରାଇ ଦେବୁନି

ମୁମ୍ବାଇ: ପେଟ୍ରୋଲ ଦର ବୃଦ୍ଧି ନେଇ ଏବେ ବିପକ୍ଷ ଦଳ ସରକାରଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ଏ ନେଇ ବିଭିନ୍ନ ପ୍ରକାର ବୟାନବାଜି ଆରମ୍ଭ ହୋଇଛି । ତେବେ ଏ ସବୁ ଭିତରେ ମହାରାଷ୍ଟ୍ର କଂଗ୍ରେସର ନେତା ନାନା ପଟେଲ ସମସ୍ତଙ୍କୁ ଟପି ଯାଇଛନ୍ତି । ସେ ସିଧାସଳଖ ଏ ନେଇ ଅମିତାଭ ବଚ୍ଚନ ଓ…

ରାଉରକେଲା ପାଇଁ ଖୁସି ଖବର, ଶ୍ରେଷ୍ଠ ୨୫ଟି ସହର ମଧ୍ୟରେ ସ୍ଥାନ ପାଇଲା ସ୍ମାର୍ଟ ସିଟି

ରାଉରକେଲା: ରାଉରକେଲା ସ୍ମାର୍ଟ ସିଟି ପାଇଁ ଖୁସି ଖବର । ଶ୍ରେଷ୍ଠ ୨୫ଟି ସହର ମଧ୍ୟରେ ସ୍ଥାନ ପାଇଛି ରାଉରକେଲା । ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନର୍ଚରିଂ ନେଇବରହୁଡ ଚ୍ୟାଲେଞ୍ଜରେ ବାଜିମାତ କରିଛି ରାଉରକେଲା ସ୍ମାର୍ଟ ସିଟି ।  ୫ ବର୍ଷ…

ଲଦାଖରେ ନିୟୋଜିତ ହେଲା ୩ ବଜ୍ର ତୋପ

ଲେହ: ୩ଟି କେ୯ ବଜ୍ର ତୋପକୁ ଲଦାଖର ଉଚ୍ଚତମ ଅଂଚଳରେ ନିୟୋଜିତ କରାଯାଇଛି । କିଛି ଦିନ ତଳେ ସ୍ଥଳସେନା ମୂଖ୍ୟ ଜେନରାଲ ମନୋଜ ମୁକୁନ୍ଦ ୧୦୦ କେ୯ ବଜ୍ର ତୋପ ସେନାରେ ସାମିଲ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ୩ଟି ତୋପ ଲେହରେ ପଂହଚାଇ ଦିଆଯାଇଛି । ଏଠାରେ ଏହାର ପରୀକ୍ଷଣ ପରେ ଆବଶ୍ୟକ ପଡିଲେ…

ଉପ ରାଜ୍ୟପାଳଙ୍କ ନିର୍ଦ୍ଦେଶ କ୍ରମେ ପୁଡୁଚେରୀରେ ୨୨ ଫେବୃୟାରୀରେ ହେବ ଫ୍ଲୋର ଟେଷ୍ଟ

ପୁଡୁଚେରୀ: ପୁଡୁଚେରୀରେ ରାଜନୈତିକ ସଙ୍କଟ ମଧ୍ୟରେ ଉପ ରାଜ୍ୟପାଳ ତାମିଲସାଇ ସୌନ୍ଦର୍ଯ୍ୟରାଜନ ୨୨ ଫେବୃୟାରୀ ସନ୍ଧ୍ୟା ୫ଟା ବେଳେ ବିଧାନସଭାରେ ଫ୍ଲୋର ଟେଷ୍ଟ ପାଇଁ ଆଦେଶ ଦେଇଛନ୍ତି । ଶାସକ ଦଳର ବିଧାୟକଙ୍କ ଇସ୍ତଫା ପରେ ସରକାର ଏବେ ଅଳ୍ପମତରେ ରହିଛି । ବିପକ୍ଷ ଦଳର ନେତା ତଥା ଏଆଇଏନଆରସି…