Latest Odisha News

BREAKING NEWS

Yearly Archives

2021

ଫେରିଲା ଲକଡାଉନ୍ : ଆସନ୍ତା ୨୮ ତାରିଖ ଯାଏଁ ମହାରାଷ୍ଟ୍ରରର ଜବତମାଲ୍ ଜିଲ୍ଲା ତାଲାବନ୍ଦ

ମହାରାଷ୍ଟ୍ର: ମହାରାଷ୍ଟ୍ରର ଜବତମାଲ୍ ଜିଲ୍ଲାରେ ପୁଣି ଥରେ ଲକଡାଉନ୍ ଲାଗୁ କରାଯାଇଛି । ଆସନ୍ତା ୨୮ ତାରିଖ ଯାଏଁ ଜିଲ୍ଲାରେ ଲକଡାଉନ୍ ଜାରି ରହିବ । ଜବତମାଲ୍ ଜିଲ୍ଲାରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଦେବେନ୍ଦ୍ର ସିଂହ ଏହି ଘୋଷଣା କରିଛନ୍ତି ।…

ଆଇପିଏଲ ଟାଇଟଲ ସ୍ପନଶର ଭାବେ ଭିଭୋର ପ୍ରତ୍ୟାବର୍ତନ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗର ଟାଇଟଲ ସ୍ପନଶର ଭାବେ ମୋବାଇଲ ପ୍ରସ୍ତୁତକାରୀ ଭିଭୋ କମ୍ପାନୀର ପ୍ରତ୍ୟାବର୍ତନ ହୋଇଛି । ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଏ ନେଇ ସ୍ପଷ୍ଟ କରିଛନ୍ତି । ଡ୍ରିମ ଇଲେଭନ ସ୍ଥାନରେ ଭିଭୋ ୨୦୨୧ର ଟାଇଟଲ ସ୍ପନଶର ହେବ । ଭାରତ-ଚୀନ ବିବାଦ ଯୋଗୁ ଗତବର୍ଷ ଭିଭୋର…

କେନାଲରୁ ମିଳିଲା ନିଖୋଜ ମହିଳାଙ୍କ ମୃତଦେହ

କଟକ: କଟକ ଜିଲ୍ଲାର ମାହାଙ୍ଗା ବ୍ଲକ ଅନ୍ତର୍ଗତ ଭେଡା ପଞ୍ଚାୟତର ଏକ ଜମିରୁ ଗୁରୁବାର ଦିନ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳା ଜଣକ ଅନ୍ନପୂର୍ଣ୍ଣା ମହାପାତ୍ର ବୋଲି ଜଣାପଡିଛି। ୪୪ ବର୍ଷୀୟ ଏହି ବିଧବା ମହିଳା ଜଣକ ପିତାମାତା ସହ ରହୁଥିଲେ। ଅନ୍ନପୂର୍ଣ୍ଣାଙ୍କ ବାପା…

ଷ୍ଟାଣ୍ଡାର୍ଡ ଆଣ୍ଡ୍‌ ପୁଅର୍‌ ଗ୍ଲୋବାଲ୍‌ ରେଟିଙ୍ଗ୍‌: ଭାରତ ଆଗାମୀ ବର୍ଷରେ ଅର୍ଥନୈତିକ ବ୍ୟବସ୍ଥାରେ ଦ୍ରୁତ ବୃଦ୍ଧି…

ନୂଆଦିଲ୍ଲୀ: କ୍ରେଡିଟ୍‌ ରେଟିଙ୍ଗ୍‌ ଏଜେନ୍ସି ଷ୍ଟାଣ୍ଡାର୍ଡ ଆଣ୍ଡ୍‌ ପୁଅର୍‌ ଗ୍ଲୋବାଲ୍‌ ରେଟିଙ୍ଗ୍‌ ଭାରତର ଆଗାମୀ ଅର୍ଥିକ ଅଭିବୃଦ୍ଧିକୁ ନେଇ ତଥ୍ୟ ପ୍ରକାଶ କରଛି । ଆଗାମୀ ଆର୍ଥିକ ବର୍ଷରେ ଭାରତ ୧୦ ପ୍ରତିଶତ ବୃଦ୍ଧି ସହିତ ସବୁଠାରୁ ଦ୍ରୁତ ଅଭିବୃଦ୍ଧି ହେଉଥିବା ଦେଶମାନଙ୍କ ମଧ୍ୟରେ…

ମଲାଲାଙ୍କୁ ପୁନର୍ବାର ହତ୍ୟା ଧମକ ଦେଲା ତାଲିବାନ, ଏଥର ଭୁଲ ହେବନି

ଲାହୋର: ନୋବେଲ ଶାନ୍ତି ପୁରସ୍କାର ବିଜେତା ପାକିସ୍ତାନର ମଲାଲା ୟୁସୁଫଜଇଙ୍କୁ ପୁନର୍ବାର ମିଳିଛି ହତ୍ୟା ଧମକ । ଏହି ଧମକ ତାଲିବାନ ପ୍ରବକ୍ତା ଅହଶାନଉଲ୍ଲା ଅହଶାନ ଦେଇଛନ୍ତି । ଏଥର ଆଉ ଭୁଲ ହେବନି ବୋଲି ସେ ଟୁଇଟ କରିଛନ୍ତି । ସୂଚନାଯୋଗ୍ୟ, ମଲାଲଙ୍କୁ ୯ ବର୍ଷ ତଳେ ଅହଶାନ ଓ ତାଙ୍କ ସାଥୀ…

ଶାହରୁଖ ଖାନ ୫ କୋଟି ୨୫ ଲକ୍ଷରେ ବିକ୍ରି!

ଚେନ୍ନାଇ: ସେ ବଲିଉଡର କିଙ୍ଗ ଖାନ ଆଉ ଏ ହେଉଛନ୍ତି କ୍ରିକେଟର କିଙ୍ଗ ଖାନ । ସିନେମାରେ ସାଇନ କଲେ କୋଟି କୋଟି ଟଙ୍କାର ବୋଲି ଲାଗେ । ଆଉ ଏ ଶାହରୁଖ ଙ୍କ ପାଇଁ ବି ଲାଗିଛି ଆଇପିଏଲର ବୋଲି । ତାଙ୍କୁ ୫କୋଟି ୨୫ ଲକ୍ଷ ଟଙ୍କାରେ ଶାହରୁଖ୍ ଖାନଙ୍କୁ କିଣିଛି ପଂଜାବ । ତାମିଲନାଡୁର ବିସ୍ଫୋରକ…

ପ୍ରଥମ ଥର ପାଇଁ ଓଡ଼ିଶାରେ ହେବ ହ୍ୱିଲ୍ ଚେୟାର ଟେନିସ୍

ଭୁବନେଶ୍ବର: ପ୍ରଥମ ଥର ପାଇଁ ଓଡ଼ିଶାରେ ହ୍ୱିଲ୍ ଚେୟାର ଟେନିସ । ଆସନ୍ତା ୧୯ ତାରିଖ ଠାରୁ ତିନି ଦିନିଆ ହ୍ୱିଲ୍ ଚେୟାର ଟେନିସ୍ କର୍ମଶାଳା ଆୟୋଜିତ ହେବାକୁ ଯାଉଛି । ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗୁରୁକୁଳ ଟେନିସ୍ ରିସୋର୍ଟରେ ଏହି କର୍ମଶାଳା ହେବ ।  ଯେଉଁଥିରେ ରାଜ୍ୟର ପାଖାପାଖି ୨୦…

ରାମଗୋପାଳ ବର୍ମାଙ୍କ କଙ୍ଗନାଙ୍କୁ ପ୍ରଶଂସା ଟୁଇଟ ଭାଇରାଲ

ମୁମ୍ବାଇ:କଙ୍ଗନା ରାନାୱତ ତାଙ୍କର ଆଗାମୀ ଫିଲ୍ମ ଧାକଡର ଶୁଟିଂ ନେଇ ବ୍ୟସ୍ତ ଅଛନ୍ତି । ଏହି ଅବସରରେ ସେ ଏହି ଫିଲ୍ମର କେତେକ ଫଟୋ ମଧ୍ୟ ସୋସିଆଲ ସାଇଟରେ ଶେୟାର କରିଛନ୍ତି । ନିକଟରେ ତାଙ୍କର ଏହି ଫଟୋକୁ ରାମ ଗୋପାଳ ବର୍ମା ପ୍ରଶଂସା କରିଛନ୍ତି । ଏପରି କି ସେ ଟୁଇଟରେ କଙ୍ଗନାଙ୍କୁ…

ଅବହେଳା କରନ୍ତୁ ନାହିଁ, ପୁଣି ଫେରିପାରେ କରୋନାଭାଇରସ୍‌: ପ୍ରଫେସର ମହାପାତ୍ର

ଭୁବନେଶ୍ୱର: କୋଭିଡ-୧୯ର ଭୟ କିଛିଟା ହ୍ରାସ ପାଉଥିବା ଭଳି ଜଣାପଡୁଥିଲେ ମଧ୍ୟ ଲୋକମାନେ ସୁରକ୍ଷିତ ରହିବା ପାଇଁ କୋଭିଡ ନିୟମାବଳୀକୁ ଦୃଢ଼ଭାବେ ପାଳନ କରିବା ଉଚିତ୍ ବୋଲି ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର ମତ ଦେଇଛନ୍ତି। ଓଡ଼ିଶାରେ କରୋନା ସଂକ୍ରମିତ…

ଗୋରୁ ବୋଝେଇ ଟ୍ରକ୍ ଜବତ, ଡ୍ରାଇଭର ଫେରାର

ତେଲକୋଇ: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ୪୯ ନମ୍ବର ଜାତୀୟ ରାଜପଥରେ ଗୋରୁ ବୋଝେଇ ହୋଇଥିବା ଏକ ଟ୍ରକକୁ କାଞ୍ଜିପାଣି ପୋଲିସ ଜବତ କରିଛି । ୪୯ ନମ୍ବର ଜାତୀୟ ରାଜପଥରେ ଏକ ୧୪ ଚକିଆ ଟ୍ରକରେ ଗୋରୁ ବୋଝଇ ହୋଇ କେନ୍ଦୁଝର ଆଡକୁ ଯାଉଥିଲା ।  କାଞ୍ଜିପାଣି କନ୍ୟାଶ୍ରମ ସ୍କୁଲ ନିକଟରେ…