Latest Odisha News

BREAKING NEWS

Yearly Archives

2021

ଲକ୍ଷ୍ନୌକୁ ଥରାଇବା ଷଡଯନ୍ତ୍ର ଥିଲା, ପିଏଫଆଇର ଦୁଇ ଆତଙ୍କବାଦୀ ଗିରଫ

ଲକ୍ଷ୍ନୌ: ବୋମା ବିସ୍ଫୋରଣରେ ଲକ୍ଷ୍ନୌକୁ ଥରାଇବା ପାଇଁ ଷଡଯନ୍ତ୍ର ରଚିଥିଲା ପିଏଫଆଇ । ତେବେ ୟୁପି ଏସଟିଏଫ ସେମାନଙ୍କ ଯୋଜନା ବିଫଳ କରି ଦେଇଛନ୍ତି । ଏହି ୨ ଆତଙ୍କବାଦୀ ହେଲେ ପିଏଫଆଇ କମାଣ୍ଡର ଅନସଦ ବଦରୁଦ୍ଦିନ ଓ ଫିରୋଜ ଖାଁ । ସେମାନଙ୍କ ନିକଟରୁ ୧୬ ଏକ୍ସୋପ୍ଲୋଜିଭ ଡିଭାଇସ, ଗୋଟିଏ…

ଚାଷୀଙ୍କ ଚେତାବନୀ : ୧୮ରେ ଅଟକିବ ରେଳ

ନୂଆଦିଲ୍ଲୀ : କୃଷି ଆଇନକୁ ବିରୋଧ କରି ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ଦୁଇ ମାସରୁ ଅଧିକ ହେଲାଣି ଚାଲିଛି ଆନ୍ଦୋଳନ । ବାରମ୍ବାର ବୈଠକ ପରେ ସମସ୍ୟାର ହେଉନି ସମାଧାନ । ଟ୍ରାକ୍ଟର ରାଲି, ଚକା ଜାମ୍ ପରେ ଏବେ ରେଳରୋକ କରିବେ ଆନ୍ଦୋଳନକାରୀ ଚାଷୀ । ଆସନ୍ତା ୧୮ ତାରିଖରେ ଦେଶବ୍ୟାପୀ…

ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ଉପ ରାଜ୍ୟପାଳ ପଦରୁ କିରଣ ବେଦୀଙ୍କୁ ହଟାଇ ଦିଆଯାଇଛି । ମଙ୍ଗଳବାର ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ରାଷ୍ଟ୍ରପତି ଭବନରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନଙ୍କୁ ଅତିରିକ୍ତ…

ଇବୋଲା ଭାଇରସ୍‌ର ଚିହ୍ନଟ ପରେ ୬ଟି ଆଫ୍ରିକାନ୍ ଦେଶକୁ ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ଇବୋଲା ଭାଇରସ୍‌ର ନୂଆ ସଂକ୍ରମଣକୁ ନେଇ ୬ଟି ଆଫ୍ରିକାନ୍ ଦେଶକୁ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଗୁଏନିଆରେ ଇବୋଲାର ନୂଆ ମାମଲା ସାମ୍ନାକୁ ଆସିବା ପରେ ଏହାର ସଂକ୍ରମଣକୁ ଦୃଷ୍ଟିରେ ରଖି ଡବ୍ଳୁଏଚଓ ଏପରି ସତର୍କତା ଜାରି କରିଛି । ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୩ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ହ୍ରାସ ପାଉଛି କରୋନା ସଂକ୍ରମଣ । ସ୍ଥିତିରେ ସୁଧାର ଆସୁଥିବା ବେଳେ, ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୬୩ କରୋନା ଆକ୍ରାନ୍ତ । ସୁନ୍ଦରଗଡ଼ରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ମୟୂରଭଞ୍ଜରୁ ୭ ଜଣ, ଝାରସୁଗୁଡ଼ାରୁ ୬ ଜଣ ସୁସ୍ଥ…

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ COP26 ଅଧ୍ୟକ୍ଷ ଆଲୋକ ଶର୍ମା ଏମପି

ନୂଆଦିଲ୍ଲୀ: ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମେଳନର ଅଧ୍ୟକ୍ଷ ଆଲୋକ ଶର୍ମା ଏମପି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜିଙ୍କୁ ସାକ୍ଷାତ କରିଛନ୍ତି । COP ହେଉଛି ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଜାତିସଂଘ ବ୍ୟବସ୍ଥା ସମ୍ମିଳନୀ (UNFCCC)ର ନିର୍ଣ୍ଣୟକାରୀ ସଂସ୍ଥା । ଏହାର ୨୬ତମ…

ମାଘମେଳା ନିମନ୍ତେ ଚନ୍ଦ୍ରଭାଗା ମେଳା ପଡ଼ିଆରେ ୧୪୪ ଧାରା ଜାରି

ପୁରୀ: ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ଚନ୍ଦ୍ରଭାଗା ମେଳା ଅନୁଷ୍ଠିତ ହେବ । ଜନ ସମାଗମରୁ କରୋନା ବ୍ୟାପିବାର ଆଶଙ୍କା ଥିବାରୁ କୋଣାର୍କ ଥାନା ଅଧିନସ୍ଥ ଚନ୍ଦ୍ରଭାଗା ମେଳା ପଡ଼ିଆରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ୧୮ ତାରିଖ ଦିନ ୧୧ଟାରୁ ୧୯ ତାରିଖ ଦିନ ଗୋଟାଏ ପର୍ଯ୍ୟନ୍ତ ଏହି…

ଏପ୍ରିଲ୍ ୧ରୁ ନୂଆ ଲେବର କୋଡ୍ ଲାଗୁ ହେବା ସମ୍ଭାବନା, କମିପାରେ ଟେକ୍ ହୋମ୍ ସାଲେରୀ

ନୂଆଦିଲ୍ଲୀ: ସଂସଦରେ ପାରିତ ୪ଗୋଟି ଶ୍ରମ୍ ଆଇନ୍ ଏପ୍ରିଲ ୧ ତାରିଖରୁ ଦେଶରେ ଲାଗୁ ହୋଇପାରେ । ଏଥିପାଇଁ ୪ଗୋଟି ଶ୍ରମ୍ ଆଇନ୍ ସହ ଜଡ଼ିତ ନିୟମକୁ ଅନ୍ତିମ ରୂପ ଦିଆଯାଉଛି । ଶ୍ରମ ମନ୍ତ୍ରଣାଳୟ ଅନୁସାରେ, ଆଗାମୀ କିଛିଦିନ ମଧ୍ୟରେ ସୂଚିତ କରାଯିବ । ଏହି ଆଇନରେ କର୍ମଚାରୀମାନଙ୍କୁ ମିଳୁଥିବା…

ଦିବାରାତ୍ର ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷିତ

ଚେପକ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ପାଇଁ ଭ୍ରମଣକାରୀ ଦଳ ଚୂଡାନ୍ତ ଏକାଦଶ ଘୋଷଣା କରିଛି । ଏହି ଦିବାରାତ୍ର ଟେଷ୍ଟ ଅହମ୍ମଦାବାଦରେ ଫେବୃୟାରୀ ୨୪ରେ ଖେଳାଯିବ । ଦଳରେ ଜନି ବେୟାରଷ୍ଟା ଓ ମାର୍କ ଉଡଙ୍କୁ ସାମିଲ କରାଯାଇଛି । ମୋଇନ ଅଲୀ ଦଳରୁ ବାଦ୍ ପଡିଛନ୍ତି । ୪ ମ୍ୟାଚ…

ଜାତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟରେ ଓଡିଶା ରନର୍ସଅପ୍‌

ଭୁବନେଶ୍ୱର: ବାଙ୍ଗାଲୋରରେ ଅନୁଷ୍ଠିତ ଜାତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟରେ ଓଡିଶା ଫାଇନାଲରେ ଆନ୍ଧ୍ରପ୍ରଦେଶ ନିକଟରୁ ୮୦ ରନରେ ହାରି ରନର୍ସଅପରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ପ୍ରଥମେ ବ୍ୟାଟିଂ କରି ଆନ୍ଧ୍ରପ୍ରଦେଶ ୨୦ ଓଭରରେ ୩ ଉଇକେଟ ହରାଇ ୨୪୬ ରନ କରିଥିଲା । ଡି.ଭେଙ୍କେଟଶ୍ୱର…