ସନରାଇଜ ବ୍ୟାଡମିଂଟନ ଚାମ୍ପିୟନଶିପ: ସରୋଜ-କେଶବ ଚାମ୍ପିୟନ
ଭୁବନେଶ୍ୱର: ସ୍ଥାନୀୟ ଇମ୍ଫା ପାର୍କରେ ୨ୟ ସନରାଇଜ ବ୍ୟାଡମିଂଟନ ଚାମ୍ପିୟନଶିପ ଅନୁଷ୍ଠିତ ହୋଇଯାଇଛି । ସରୋଜ ପାତ୍ର ଓ କେଶବ ଚନ୍ଦ୍ର ପ୍ରଧାନ ଚାମ୍ପିୟନ ହୋଇଛନ୍ତି । ଫାଇନାଲରେ ସେମାନେ ଅଶୋକ ସୋନି ଓ ଗୌତମ ରାଉତ ଯୋଡିଙ୍କୁ ପରାସ୍ତ କରିଥିଲେ । ଅତିଥି ଭାବେ ମଧ୍ୟ ବିଧାୟକ ଅନନ୍ତ ନାରାୟଣ…