Latest Odisha News

BREAKING NEWS

Yearly Archives

2021

ପ୍ରଥମ ଡୋଜ୍ ଟିକା ନେଇ ନଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ବଢ଼ିଲା ଅବଧି

ଭୁବନେଶ୍ୱର : ପ୍ରଥମ ଡୋଜ୍ ଟିକା ନେଇ ନଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବଢ଼ିଲା ଟିକାକରଣ ଅବଧି । ଫେବ୍ରୁଆରୀ ୨୫ ସୁଦ୍ଧା ଏମାନଙ୍କୁ ଟିକା ନେବାକୁ କୁହାଯାଇଛି । ଫେବ୍ରୁଆରୀ ୧୩ ତାରିଖ ସୁଦ୍ଧା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ କୋଭିଡ୍ ଟିକା ଦେବା ପାଇଁ ଲକ୍ଷ୍ୟ ରକ୍ଷାଯାଇଥିଲା…

ନ୍ୟୁଜିଲ୍ୟାଣ୍ଡରେ ନୂଆ ଭାଇରସ, ଅକଲ୍ୟାଣ୍ଡରେ ଲାଗୁହେଲା ଲକଡାଉନ୍

ନ୍ୟୁଜିଲ୍ୟାଣ୍ଡ : ନ୍ୟୁଜିଲ୍ୟାଣ୍ଡର ସବୁଠୁ ବଡ଼ ସହର ଅକଲ୍ୟାଣ୍ଡରେ ଲାଗୁ ହେଲା ତିନି ଦିନଆ ଲକଡାଉନ୍ । ଆଜି ମଧ୍ୟରାତ୍ରରୁ ତିନି ଦିନ ପାଇଁ ଲକଡାଉନ୍ ଘୋଷଣା କରାଯାଇଛି । ନୂଆ ଭାଇରସ ସାମ୍ନାକୁ ଆସିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜସିଣ୍ଡା ଆର୍ଡର୍ଣ୍ଣ…

ଆସନ୍ତାକାଲି ବସ ଚଳାଚଳ ବନ୍ଦ

ଭୁବନେଶ୍ବର : ଆସନ୍ତାକାଲି ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବନ୍ଦ ରହିବ ଘରୋଇ ବସ ଚଳାଚଳ । ଏନେଇ ଘରୋଇ ବସ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । କଂଗ୍ରସର ବନ୍ଦ ଡାକରା ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି । ବନ୍ଦ ଡାକରା ସମୟରେ ଯେପରି ଘରୋଇ ବସର କୌଣସି କ୍ଷୟକ୍ଷତି ନଘଟେ,…

FASTag ନାହିଁ କି ? ଫେବ୍ରୁଆରୀ ୧୬ରୁ ଟୋଲ୍ ପ୍ଲାଜାରେ ଦେବେ ଦୁଇ ଗୁଣା ଟଙ୍କା

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଥିବା ଟୋଲଗେଟ୍ ଦେଇ ଯାଉଛନ୍ତି କି ? ଆପଣଙ୍କ ଗାଡ଼ିରେ ଫାଶଟ୍ୟାଗ ଥିବା ନିହାତି ଆବଶ୍ୟକ । ନଚେତ୍ ଆପଣଙ୍କୁ ଦୁଇ ଗୁଣା ଟଙ୍କା ଦେବାକୁ ପଡ଼ିବ । କାରଣ ଫେବ୍ରୁଆରୀ ୧୫ ତାରିଖ ମଧ୍ୟରାତ୍ରୀରୁ ଲାଗୁ ହେବ ଫାଶଟ୍ୟାଗ ଲାଗୁ ହେବ । ଅର୍ଥାତ ୧୬ ତାରିଖରୁ ଫାଶଟ୍ୟାଗ…

ଆସନ୍ତାକାଲି ସବୁ ସରକାରୀ ଓ ବେସରକାରୀ କଲେଜ ବନ୍ଦ

ଭୁବନେଶ୍ବର : ଆସନ୍ତାକାଲି ସମସ୍ତ ସରକାରୀ ଓ ବେସକାରୀ କଲେ ବନ୍ଦ ରହିବ । ଏ ନେଇ ଉଚ୍ଚ ଶିକ୍ଷା ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି କଂଗ୍ରେସ ବନ୍ଦ ଡାକରା ଦେଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧିକୁ ନେଇ କଂଗ୍ରେସ…

କର୍ଲାପାଟ ଅଭୟାରଣ୍ୟରେ ପୁଣି ୧ ହାତୀ ମୃତ, ମୃତ୍ୟୁ ସଂଖ୍ୟା ୬ ଛୁଇଁଲା

ଭବାନୀପାଟନା: କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟରେ ରବିବାର ଦିନ ଆଉ ଏକ ହାତୀର ମୃତଦେହ ମିଳିଛି। ଯାହାକୁ ମିଶାଇ ହାତୀ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ରିଜିଓନାଲ୍ ଚିଫ୍ କନଜରଭେଟର ଅଫ୍ ଫରେଷ୍ଟ (ଆରସିସିଏଫ୍) ସୁଦୀପ୍ତ ଦାଶ କହିଛନ୍ତି ଯେ ପୂର୍ବରୁ ଯେଉଁଠାରେ ଅନ୍ୟ ଚାରିଟି…

ସେନାରେ ସାମିଲ ହେଲା ୧୧୮ ଅର୍ଜୁନ ଟ୍ୟାଙ୍କ

ନୂଆଦିଲ୍ଲୀ : ଶତୃଙ୍କୁ ସାବାଡ କରିବା ପାଇଁ ସଶକ୍ତ ହେଉଛି ଭାରତୀୟ ସେନା । ଏଥିପାଇଁ ଭାରତୀୟ ସେନାରେ ସାମିଲ ହୋଇଛି ଶକ୍ତିଶାଳୀ ଯୋଦ୍ଧା ଟ୍ୟାଙ୍କ ଅର୍ଜୁନ ମାର୍କ (1A)। ଚେନ୍ନାଇର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଉଦେଶ୍ୟରେ ଅର୍ଜୁନ ଟ୍ୟାଙ୍କକୁ…

ଦ୍ୱିତୀୟ ଟେଷ୍ଟରେ ଅଶ୍ୱିନୀଙ୍କ ରେକର୍ଡ

ଚେନ୍ନାଇ: ଚଳିତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନେକ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ବିଶ୍ୱ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ୨୦୦ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ଉଇକେଟ ହାସଲ କରିଛନ୍ତି । ୨୯ଥର ୫ ଉଇକେଟ ସଫଳତା: ରବିଚନ୍ଦ୍ରନ…

ଉତ୍ତରାଖଣ୍ଡ ହିମସ୍ଖଳନ: ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି

ଚମୋଲି : ଉତ୍ତରାଖଣ୍ଡର ଚମୋଲିରେ ଭୁସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି ପାଇଛି । ଆଜି ମଧ୍ୟାହ୍ନ ସୁଦ୍ଧା ତପୋବନ ଟନେଲରୁ ଆଉ ୧୨ଟି ଶବ ଉଦ୍ଧାର କରାଯିବା ପରେ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି । ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ଥିବା ସହ ଅନେକ କାଦୁଅରେ ଫସି ରହିଥିବା…

ଜମ୍ମୁ ବସଷ୍ଟାଣ୍ଡରେ ଆତଙ୍କବାଦୀଙ୍କ ବଡ ଧରଣର ବିସ୍ଫୋରଣ ଷଡଯନ୍ତ୍ର ବିଫଳ

ଜମ୍ମୁ: ସାରା ଦେଶ ଆଜି ପୁଲୱାମା ଆକ୍ରମଣ ଘଟଣାର ଦ୍ୱିତୀୟ ବାର୍ଷିକୀ ନେଇ ଶହୀଦଙ୍କୁ ମନେ ପକାଉଥିବା ବେଳେ ଆତଙ୍କବାଦୀମାନେ ପୁନର୍ବାର ଏକ ବଡ ଧରଣର ଷଡଯନ୍ତ୍ର ରଚିଥିଲେ । ସୁରକ୍ଷାକର୍ମୀଙ୍କ ସତର୍କତା ଯୋଗୁ ଜମ୍ମୁ ବସଷ୍ଟାଣ୍ଡରୁ ୭ କିଲୋଗ୍ରାମ ବିସ୍ଫୋରକ ଜବତ ହୋଇଛି । ପ୍ରାରମ୍ଭିକ ତଦନ୍ତରେ…