ମଧୁ ମଂଟେନାଙ୍କ ରାମାୟଣ ଫିଲ୍ମରେ ରାମ-ସୀତା ହେବେ ହ୍ରିତିକ-ଦୀପିକା
ମୁମ୍ବାଇ: ନିର୍ମାତା ମଧୁ ମଂଟେନା ଖୁବ୍ ଶୀଘ୍ର ରାମାୟଣ ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି । ଏହି ମେଗା ବଜେଟ ଫିଲ୍ମରେ ରାମ ଏବଂ ସୀତାଙ୍କ ଭୂମିକାରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନ ଅଭିନୟ କରିବେ । ଏହା ୩ଡି ଫର୍ମାଟରେ ୨ଟି ଭାଗରେ ନିର୍ମିତ ହେବ । ଦଙ୍ଗଲର ନିର୍ଦ୍ଦେଶକ…