Latest Odisha News

BREAKING NEWS

Yearly Archives

2021

ଅନୁଗୁଳ ନାଲକୋ ପ୍ଲାଂଟର ସଂପ୍ରସାରଣ ପାଇଁ ପୁଞ୍ଜିନିବେଶର ଦ୍ୱାର ଫିଟିଲା: ଧର୍ମେନ୍ଦ୍ର ପ୍ରଧାନ  

ଅନୁଗୁଳ: ଅନୁଗୁଳ ଜିଲ୍ଲାର ନ୍ୟାସନାଲ ଆଲୁମିନିୟମ କମ୍ପାନୀ (ନାଲକୋ) ଆଲୁମିନିୟମ ପ୍ଲାଂଟ ସଂପ୍ରସାରଣର ପ୍ରକଳ୍ପ ଗୁଡିକ ପାଇଁ ଭାରତ ସରକାରଙ୍କ ଖଣି ଓ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ସବୁ ପଦକ୍ଷେପ ନିଆଯାଉଛି ବୋଲି ଗତ ଜାନୁଆରୀ ୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସମ୍ବନ୍ଧରେ…

ଆଦିବାସୀ ମେଳା-୨୦୨୧ : ଭର୍ଚୁଆଲ୍‌ ମୋଡ୍‌ରେ ଜିନିଷ କିଣିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସୁବିଧା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସାଧାରଣତନ୍ତ୍ର ଦିବସରେ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ଆଦିବାସୀ ମେଳା-୨୦୨୧ ଉଦ୍‌ଘାଟିତ ହୋଇଯାଇଛି । ଓଡ଼ିଶାର ସଂସ୍କୃତି, ଜାତୀୟତା ଓ ଅସ୍ମିତା ନିର୍ମାଣରେ ଜନଜାତିଙ୍କର ମହତ୍ତ୍ୱପୂର୍ଣ୍ଣ…

ଭାରତରେ ପହଞ୍ଚିଲା ଆଉ ୩ଟି ରାଫେଲ ବିମାନ

ନୂଆଦିଲ୍ଲୀ : ଭାରତରେ ପହଞ୍ଚିଲା ବାୟୁସେନାର ବାହୁବଳୀ । ଫ୍ରାନ୍ସରୁ ଉଡ଼ାଣ ଭରି ଆଜି ଭାରତରେ ପହଞ୍ଚିଛି ଆଉ ୩ଟି ରାଫେଲ ଯୁଦ୍ଧ ବିମାନ । ଫ୍ରାନ୍ସରୁ ପ୍ରାୟ ୭ ହଜାର କିଲୋମିଟର ଯାତ୍ରା କରିବା ପରେ ଭାରତରେ ଅବତରଣ କରିଛି ଏହି ଲଢୁଆ ଯୁଦ୍ଧ ବିମାନ । ଏହି ଯାତ୍ରା ସମୟରେ ଆକାଶରେ ଇନ୍ଧନ…

ଓଟିଟିରେ ରିଲିଜ ହୋଇପାରେ ସାଇନାଙ୍କ ବାୟୋପିକ୍‌

ମୁମ୍ବାଇ: ଭାରତର ସୁନାମଧନ୍ୟ ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲଙ୍କ ବାୟୋପିକ ଉପରେ ଆଧାରିତ ଫିଲ୍ମ ଓଟିଟିରେ ରିଲିଜ ହୋଇପାରେ । ସାଇନା ନାମକ ଏହି ଫିଲ୍ମରେ ପରିଣୀତି ମୂଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଗତ ବର୍ଷ ଏହି ଫିଲ୍ମ ରିଲିଲ ହେବାକୁ ଥିଲେ ମଧ୍ୟ କରାନା ମହାମାରୀ ଯୋଗୁ ଏହା…

ଚାଷୀ ସଙ୍ଗଠନକୁ ଦୋଷ ଦେଲେ ଦିଲ୍ଲୀ ପୋଲିସ କମିଶନର

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ହିଂସାକାଣ୍ଡ ଘଟଣାରେ ଚାଷୀ ନେତାଙ୍କୁ ଦାୟୀ କଲେ ଦିଲ୍ଲୀ ପୋଲିସ କମିଶନର । ହିଂସା ପାଇଁ ଚାଷୀନେତା ଦାୟୀ ବୋଲି କହିଛନ୍ତି ଦିଲ୍ଲୀ ପୋଲିସ କମିଶନର । ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ପାଇଁ ଅନୁମତି ଦେବାକୁ ରାଜିନଥିଲା ପୋଲିସ । କିନ୍ତୁ…

୧୦ ବର୍ଷ ମଧ୍ୟରେ ଭାରତ ମାଟିରେ ଇଂଲଣ୍ଡ ଏକମାତ୍ର ବିଦେଶୀ ଟିମ୍ ଭାବେ ଜିତିଛି ଟେଷ୍ଟ ସିରିଜ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ଟେଷ୍ଟ ସିରିଜ ଜିତିଥିବା ଭାରତୀୟ କ୍ରିକେଟ ଦଳର ମନୋବଳ ଉଚ୍ଚରେ ରହିଛି । ତେବେ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ସିରିଜ ଜିତିବା ଦଳ ପାଇଁ ଏତେଟା ସହଜ ହେବ ନାହିଁ । ଏହାର ମୂଖ୍ୟ କାରଣ ହେଲା ଭାରତ ମାଟିରେ ଇଂଲଣ୍ଡର ରେକର୍ଡ ଏତେଟା ଖରାପ…

ବିନା JEEରେ ଇଞ୍ଜିନିୟରିଂ, ଚଳିତ ବର୍ଷ ବିନା ଏଣ୍ଟ୍ରାନ୍ସରେ କରିହେବ ଇଞ୍ଜିନିୟରିଂରେ ଆଡମିଶନ୍

ଭୁବନେଶ୍ୱର: ଚଳିତ ବର୍ଷ ବିନା ଏଣ୍ଟ୍ରାସରେ ପଢ଼ିବେ ପିଲା । ବିନା ଏଣ୍ଟ୍ରାନ୍ସରେ କରି ହେବ ଇଞ୍ଜିନିୟରିଂ ଆଡ଼ମିଶନ୍ । କରୋନା ପାଇଁ AICTE ଏହି ଗାଇଡ୍ଲାଇନ୍ ଜାରି କରିଛି । ଓଡିଶାରେ ମଧ୍ୟ ଏହାକୁ ଲାଗୁ କରିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି…

୨୦୨୦ ମସିହା ପାଇଁ କଥାକାର ରାମଚନ୍ଦ୍ର ବେହେରା ପାଇବେ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର

ଭୁବନେଶ୍ୱର :  ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୦ ମସିହା ପାଇଁ ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର କଥାକାର ରାମଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରାଯିବା ପାଇଁ ନିଷ୍ପତି ନିଆଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ହରିହର ମିଶ୍ରଙ୍କ ଅଧ୍ୟକ୍ଷତାରେ…

ଦିଲ୍ଲୀ ହିଂସା ପରେ ଆନ୍ଦୋଳନରୁ ଓହରିଲେ ଦୁଇ ଚାଷୀ ସଂଗଠନ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡକୁ ନେଇ ବଢ଼ୁଛି ବିବାଦ । ହିଂସା ପରେ ଚାଷୀ ସଂଗଠନ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । କୃଷି ଆଇନ ବିରୋଧରେ ପ୍ରାୟ ଦୁଇ ମାସରୁ ଅଧିକ ଦିନ ଧରି ଆନ୍ଦୋଳନ କରୁଥିବା ରାଷ୍ଟ୍ରୀୟ କିଷାନ ମଜଦୁର ସଂଗଠନ ଓ…

୨୦୨୨ରେ ୩ ଯାତ୍ରୀଙ୍କୁ ନେଇ ‘ସ୍ପେସ୍‌ ଷ୍ଟେସନ୍‌’ ଯିବ ପ୍ରଥମ ଘରୋଇ ଜେଟ୍‌, ଜଣକା ଭଡ଼ା ୪୦୦ କୋଟି ଟଙ୍କା

ନୂଆଦିଲ୍ଲୀ : ୪୦୦ କୋଟି ଟଙ୍କା ଦେଲେ ହିଁ ସ୍ପେସ୍‌ ଷ୍ଟେସନ୍‌ ବୁଲିବାକୁ ସୁଯୋଗ ମିଳିପାରିବ । ସେମିତି ୩ ଆରବପତି ଏବେ ସେଠାକୁ ଯିବାକୁ ବାହାରିଛନ୍ତି । ୨୦୨୨ରେ ସେମାନେ ଯିବାକୁ ଥିବା ବେଳେ ପ୍ରତି ବ୍ୟକ୍ତି ୪୦୦ କୋଟି ଲେଖାଏଁ ଦେବେ । ଆମେରିକାର ଫ୍ଲୋରିଡା ସ୍ଥିତ କ୍ୟାପ୍‌…