Latest Odisha News

BREAKING NEWS

Yearly Archives

2021

ଫେବୃଆରୀ ମାସ ପାଇଁ କରୋନା ଗାଇଡଲାଇନ

ନୂଆଦିଲ୍ଲୀ: ଫେବୃଆରୀ ମାସ ପାଇଁ କେନ୍ଦ୍ର ସରକାର ଜାରି କଲେ କରୋନା ଗାଇଡଲାଇନ। ଜାନୁଆରୀ ମାସ ଭଳି ଫେବୃଆରୀ ମାସର ଗାଇଡଲାଇନରେ ବିଶେଷ କିଛି ପରିବର୍ତ୍ତନ କରାଯାଇନାହିଁ । ପୂର୍ବଭଳି ମାସ୍କ, ସାନିଟାଇଜେସନ ଓ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।…

୫ ସାଇବର ଠକ ଗିରଫ 

ଭୁବନେଶ୍ବର : ଅଢେଇ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିବା ୫ ଜଣ ସାଇବର ଠକଙ୍କୁ ପୋଲିସ ଗିରଫ କରିଛି ପୋଲିସ । ଭବାନୀପାଟଣାରେ ବରିଷ୍ଠ ନାଗରିକଙ୍କଠାରୁ ଏମାନେ ଠକେଇ କରିଥିବା ଅଭିଯୋଗ ହୋଇଛି ।   ସୂଚନା ଅନୁସାରେ, ଗତ ୧୮ ତାରିଖରେ ଭବାନୀପାଟଣା ଶର୍ମା କଲୋନୀର ଅବସରପ୍ରାପ୍ତ ବରିଷ୍ଠ ନାଗରିକ…

୩ ବଲରେ ୬, ୪, ୬ ମାରି ବରୋଦାକୁ ସେମିଫାଇନାଲରେ ପ୍ରବେଶ କରାଇଲେ ବିଷ୍ଣୁ ସୋଲାଙ୍କି

ଅହମ୍ମଦାବାଦ: ସୟେଦ ମୁସ୍ତାକ ଅଲି ଟି୨୦ ଟୁର୍ଣ୍ଣାମେଂଟରେ ବିଷ୍ଣୁ ସୋଲାଙ୍କିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ବରୋଦା ୮ ଉଇକେଟରେ ହରିୟାଣାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ସୋଲାଙ୍କି ଶେଷ ୩ଟି ବଲରେ ୬, ୪ ଓ ୬ମାରି ଦଳକୁ ଜିତାଇଥିଲେ । ପ୍ରଥମେ ବ୍ୟାଟିଂ କରି ହରିୟାଣା ୭…

ତାଣ୍ଡବକୁ ଲାଗିଲା ସୁପ୍ରିମକୋର୍ଟଙ୍କ କଂରେଟ, ୱେବ ସିରିଜ ଟିମକୁ ଗ୍ରାସିଲା ଗିରଫ ଭୟ

ନୂଆଦିଲ୍ଲୀ: ୱେବ ସିରିଜ ତାଣ୍ଡବକୁ ଲାଗିଛି ସୁପ୍ରିମକୋର୍ଟଙ୍କ କଂରେଟ । ଆମାଜନ ପ୍ରାଇମରେ ରିଲିଜ ହୋଇଥିବା ଏହି ୱେବସିରିଜରେ ହିନ୍ଦୁ ଦେବତାଙ୍କୁ ଜାଣିଶୁଣି ଅପମାନିତ କରାଯାଇଥିବା ଅଭିଯୋଗ ହୋଇଥିଲା । ଏଥିନେଇ ମାମଲା ରୁଜୁ କରାଯାଇଥିଲା । ଗିରଫ ହେବା ଭୟରେ ତାଣ୍ଡବ ଟିମ୍ ସୁପ୍ରିମକୋର୍ଟଙ୍କ…

ପାଠକ ବାପା ପୁଅଙ୍କୁ ଭିଜିଲାନ୍ସ କୋର୍ଟରେ ମିଳିଲା ଜାମିନ

ଭୁବନେଶ୍ୱର: ଆଇଏଫ୍‌ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅଙ୍କୁ ମିଳିଲା ଜାମିନ । ଭିଜିଲାନ୍ସ କୋର୍ଟରେ ଉଭୟଙ୍କୁ ଜାମିନ ମିଳିଛି । ୬୦ ଦିନ ଭିତରେ ଚାର୍ଜସିଟି ଦାଖଲ ହୋଇ ନ ପାରିବାରୁ ଏହି ଜାମିନ ମିଳିଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

କାଲିଠାରୁ ୩ ମେଡିକାଲର ୫୫୦ ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, ଷ୍ଟାଇପେଣ୍ଡ ବୃଦ୍ଧି ଦାବି

କଟକ : ଆସନ୍ତାକାଲିଠୁ ଏସସିବି ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ ଧମକ । ଏହାସହ ରାଜ୍ୟର ୩ଟି ମେଡିକାଲ କଲେଜର ହାଉସ ସର୍ଜନ ଆରମ୍ଭ କରିବେ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଏସସିବି ମେଡିକାଲ କଲେଜ ସମେତ ସମ୍ବଲପୁର, ବୁର୍ଲା ଓ ବ୍ରହ୍ମପୁର ମେଡିକାଲ କଲେଜର ୫୫୦ ହାଉସ୍ ସର୍ଜନ କାର୍ଯ୍ୟବନ୍ଦ ଆନ୍ଦୋଳନରେ…

ଯାଜପୁରରେ ରାସ୍ତା କଡରୁ ମିଳିଲା ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ, ହତ୍ୟା ସନ୍ଦେହ

ଭୁବନେଶ୍ୱର: ଯାଜପୁର ମୂଳାପାଳ ଦିଆଲଖଣ୍ଡି ରାସ୍ତା କଡ଼ରୁ ମିଳିଲା ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ମୃତଦେହ । ତେବେ ତାଙ୍କୁ ହତ୍ୟା କରିବା ପରେ ମୃତଦେହ ଯାଜପୁରରେ ଫିଙ୍ଗା ଯାଇଥିବା ସନ୍ଦେହ କରାଯାଉଛି । ମିଳିଥିବା ସୂଚନା ଅନୁୟାୟୀ, ଛାତ୍ରୀ ଜଣଙ୍କ ରମାଦେବୀ ବିଶ୍ୱବିଦ୍ୟାଳୟରେ…

୮୯୪ ନିଖୋଜ ଶିଶୁ ଉଦ୍ଧାର, ୮ ଦିନରେ ଉଦ୍ଧାର କଲା ଓଡ଼ିଶା ପୋଲିସ 

ଭୁବନେଶ୍ୱର: ରାଜ୍ୟରେ ନିଖୋଜ ପିଲାଙ୍କୁ ଉଦ୍ଧାର କରିବାକୁ ଓଡ଼ିଶା ପୋଲିସ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା । ଏହି ଅଭିଯାନରେ ମାତ୍ର ୮ ଦିନ ମଧ୍ୟରେ ୮୯୪ଜଣ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ଅଭୟ । ନିଖୋଜ ପିଲାଙ୍କ ମଧ୍ୟରେ ୯୪ଜଣ ବାଳକ ଓ…

ଟ୍ରାକ୍ଟର ରାଲିରେ ହିଂସା ବିସ୍ତାର କରିଥିବା ୫୫୦ ରୁ ଅଧିକ ଟ୍ୱିଟର୍‌ ଆକାଉଣ୍ଟ ସସ୍‌ପେଣ୍ଡ

ନୂଆଦିଲ୍ଲୀ: ୭୨ ତମ ଗଣତନ୍ତ୍ର ଦିବସରେ ଜାତୀୟ ରାଜଧାନୀରେ ଏକ କୃଷକମାନଙ୍କ ଟ୍ରାକ୍ଟର ରାଲିରେ ଘଟିଥିବା ହିଂସା ସଂପର୍କରେ ଟ୍ୱିଟର ବୁଧବାର ଦିନ ୫୫୦ ରୁ ଅଧିକ ଆକାଉଣ୍ଟକୁ ସସ୍‌ପେଣ୍ଡ କରିଛି। ଟୁଇଟର ମୁଖପାତ୍ର କହିଛନ୍ତି ଯେ ପ୍ଲାଟଫର୍ମରେ ସେହି ଟ୍ୱିଟର୍‌କୁ ସ୍ଥଗିତ ରଖାଯାଇଛି ଯାହା ଏହାର…

ଶାନ୍ତି ମିଶନ ପାଇଁ ମିଳିତ ଜାତିସଂଘକୁ ୧.୫ ମିଲିୟନ୍ ଡଲାର ସହାୟତା ପ୍ରଦାନ କରିବ ଭାରତ

ନୂଆଦିଲ୍ଲୀ: ଶାନ୍ତି ମିଶନ ପାଇଁ ମିଳିତ ଜାତିସଂଘକୁ ୧.୫ ମିଲିୟନ୍ ଡଲାର ସହାୟତା ଘୋଷଣା କରିଛି ଭାରତ। ଭାରତ ଏହା ମଧ୍ୟ କହିଛି ଯେ ୨୦୨୧ ବର୍ଷ ବିଶ୍ବ ସମୁଦାୟ ପାଇଁ ଅଧିକ ସ୍ମରଣୀୟ ଏବଂ ବିଶେଷ କରି କରୋନା ମହାମାରୀ ପ୍ରସଙ୍ଗରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ବିଶେଷ ସୁଯୋଗ ପ୍ରଦାନ କରିଥାଏ।…