Latest Odisha News

BREAKING NEWS

Yearly Archives

2021

ଉଲ୍ଲେଖନୀୟ ସେବା ପାଇଁ ଏହି IPS ଅଧିକାରୀଙ୍କୁ ୭ମ ଥର ମିଳିଲା ‘ରାଷ୍ଟ୍ରପତି ପୋଲିସ ପଦକ’

ନୂଆଦିଲ୍ଲୀ: ପୂର୍ବରୁ ୬ଥର ରାଷ୍ଟ୍ରପତି ପୋଲିସ ପଦକ ପାଇଥିବା ଉତ୍ତରପ୍ରଦେଶର ଆଇପିଏସ୍ ଅଧିକାରୀ ବିଜୟ ଭୂଷଣଙ୍କୁ ପୁଣି ଥରେ ରାଷ୍ଟ୍ରପତି ପୋଲିସ ପଦକ ମିଳିଛି । ଆଇପିଏସ୍ ବିଜୟ ଭୂଷଣ ୟୁପି ନିଯୁକ୍ତି ବୋର୍ଡରେ ଆଇଜି ଅଛନ୍ତି । ବିଜୟଙ୍କୁ ପୂର୍ବରୁ ୬ଥର ରାଷ୍ଟ୍ରପତି ପୋଲିସ ପଦକ ମିଳିଥିବା…

ଗଣତନ୍ତ୍ର ଦିବସରେ କିଷାନ ଟ୍ରାକ୍ଟର ରାଲି, ସାମିଲ ହେବେ ୫ହଜାର ଟ୍ରାକ୍ଟର

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି । ଗୋଟିଏ ପଟେ ଦେଶ ୭୨ତମ ସାଧାରଣତନ୍ତ୍ର ଦିବସ ପାଳୁଥିବା ବେଳେ ଅନ୍ୟପଟେ ଦେଶର ଅନ୍ନଦାତା ଦିଲ୍ଲୀରେ ଚାଷୀ କରିବେ କିଷାନ ଟ୍ରାକ୍ଟର ରାଲି । ନୂଆ କୃଷି ଆଇନକୁ ବିରୋଧ କରି ଆଜି ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ପୂର୍ବ…

ମୋ ସ୍କୁଲ ଅଭିଯାନ; କେଉଁ ସ୍କୁଲକୁ କିଏ ପୋଷ୍ୟ କଲେ ଜାଣନ୍ତୁ…

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ 'ମୋ ସ୍କୁଲ' ଅଭିଯାନରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି, ବିଧାୟକ ଏବଂ ଅନେକ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନିବେଦନ କରିଛନ୍ତି। ସରକାରଙ୍କ ଅନୁରୋଧ କ୍ରମେ ରାଜ୍ୟର କେଉଁ ସରକାରୀ…

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ୱର: ମହାତ୍ମା ଗାନ୍ଧି ମାର୍ଗରେ ୭୨ତମ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସମାରୋହରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ଲଦାଖ ସୀମାରେ ଉଡ଼ିଲା ତ୍ରିରଙ୍ଗା, ଯବାନ ପାଳିଲେ ଗଣତନ୍ତ୍ର ଦିବସ

ଜମ୍ମୁ କାଶ୍ମୀର: ସୀମାରେ ଉଡ଼ିଲା ତ୍ରିରଙ୍ଗା । ଲଦାଖରେ ଯବାନ ପାଳିଛନ୍ତି ୭୨ତମ ସାଧାରଣତନ୍ତ୍ର ଦିବସ । ବରଫ ପାହାଡ଼ ଉପରେ ଇଣ୍ଡୋ ତିବ୍ବତୀୟ ବର୍ଡର ପୋଲିସ ବା ଆଇଟିବିପି ଯାବନ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହାସହ ଭାରତ ମାତା ଓ ବନ୍ଦେ ମାତରମ୍ ନାରା ଦେଇଥିଲେ ଯବାନ । ଭାରତ ମାତା…

ପଦ୍ମ ପୁରସ୍କାର ବିଜେତା ଓଡ଼ିଆଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରୁ ୬ ଜଣ ପଦ୍ମ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି । ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ନବୀନ ସେମାନଙ୍କ ସଫଳତା କାମନା କରିଛନ୍ତି । ଏବର୍ଷ ବିଶିଷ୍ଟ ଭାସ୍କର୍ୟ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ମିଳିବ ପଦ୍ମ ବିଭୂଷଣ…

ଆଜି ଦେଶ ପାଳୁଛି ୭୨ ତମ ଗଣତନ୍ତ୍ର ଦିବସ

ଭୁବନେଶ୍ୱର: ଆଜି ହେଉଛି ୭୨ ତମ ସ୍ୱତନ୍ତ୍ରତା ଦିବସ । ୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୬-୧-୨୦୨୧ ତାରିଖ ମଙ୍ଗଳ ବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜାନୁଆରୀ ତା ୨୬ରିଖ ମଙ୍ଗଳ ବାର ମକର ୧୩ ଦିନ ପୌଷ ମାସ ଶୁଳ୍କ ପକ୍ଷ ତ୍ରୟୋଦଶୀ ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର-: କନ୍ୟା ରାଶି ପୁରୁଷ ଓ ବିଛା…

ରାଜ୍ୟରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ

ଭୁବନେଶ୍ବର : ଘୋଷଣା ହେଲା ରାଷ୍ଟ୍ରପତି ପୋଲିସ ପଦକ। ପୋଲିସ ଅଧିକାରୀ ମାନଙ୍କର ଉତ୍ତମ କାର୍ଯ୍ୟ ପାଇଁ ଏହି ପଦକ ପ୍ରଦାନ କରାଯିବ । ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ଏହି ପଦକ ଘୋଷଣା ହୋଇଛି । ଓଡ଼ିଶାରୁ ଗୁଇନ୍ଦା ନିର୍ଦ୍ଦେଶକ ରାଧା…

ସାହସିକତା ଓ ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟପାଳ ପୋଲିସ ମେଡାଲ

ଭୁବନେଶ୍ବର : ପୋଲିସ ସେବାରେ ସାହସିକତା ଓ ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟପାଳ ମେଡାଲ ପ୍ରଦାନ କରାଯିବ । ପୋଲିସ ବିଭାଗର ୨୦ ଜଣଙ୍କ ଏହି ପଦକ ପ୍ରଦାନ କରାଯିବ । ଏସଟିଏଫ, କ୍ରାଇମବ୍ରାଞ୍ଚ ଡିଆଇଜି ଜୟ ନାରାୟଣ ପଙ୍କଜ, ସ୍ପେଶାଲ ଇଣ୍ଟେଲିଜେନ୍ସ ଓ୍ବିଙ୍ଗର ଡିଆଇଜି ଅନିରୁଦ୍ଧ କୁମାରଙ୍କ…