Latest Odisha News

BREAKING NEWS

Yearly Archives

2021

ଫେବୃଆରୀ ୧ରେ ସଂସଦ ଅଭିମୁଖେ ଚାଷୀଙ୍କ ପଦଯାତ୍ରା

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନେ ନିଜର ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ପ୍ରସ୍ତୁତ କରିଛନ୍ତି ଯୋଜନା । ସାଧାରଣତନ୍ତ୍ର ଦିବସରେ ଆସନ୍ତାକାଲି ଚାଷୀମାନେ ଟ୍ରାକ୍ଟର ରାଲି କରିବେ । କିନ୍ତୁ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚାଷୀ ସଂଗଠନ ଆଗକୁ ସଂସଦ ମଧ୍ୟ ଘେରାଉ କରିବ…

ଓଡିଆ ସିଦ୍ଧ କବିତାର ଶେଷ ସନ୍ତକ, ପୂର୍ଣ୍ଣମାସୀ ଜାନି ଓରଫ ତାଡି ସରୁବାଇ

(କେଦାର ମିଶ୍ରଙ୍କ ସାପ୍ତାହିକ ସ୍ତମ୍ଭ ମିଶ୍ରରାଗ) ଗତ କିଛି ବର୍ଷ ହେଲା ଓଡିଶାରୁ ପଦ୍ମ ପୁରସ୍କାର ପାଉଥିବା ପ୍ରତିଭାବାନ ଲୋକଙ୍କ ତାଲିକାରେ ଅନ୍ତତଃ ଗୋଟିଏ ଆଶ୍ଚର୍ୟ ନାମ ରହି ଆସୁଛି। ଏ ବର୍ଷ ତାର ବ୍ୟତିକ୍ରମ ହୋଇନାହିଁ। ଚଳିତ ବର୍ଷ ପଦ୍ମ ପୁରସ୍କାରରେ ସାମିଲ ହୋଇଥିବା ଓଡିଆ ନାମ…

ଘୋଷଣା ହେଲା ପଦ୍ମ ପୁରସ୍କାର, ଓଡ଼ିଶାରୁ ୬ ବିଶିଷ୍ଟ ବ୍ୟକ୍ତି ମନୋନିତ

ନୂଆଦିଲ୍ଲୀ : ଘୋଷଣା ହେଲା ପଦ୍ମ ପୁରସ୍କାର । ୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯିବ । ୧୦ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୨ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ କରାଯାଇଛି । ଚଳିତ ବର୍ଷ ୬ ଓଡ଼ିଆଙ୍କ ସହ ମୋଟ ୧୧୯ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ…

ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଭାରତୀୟ ସ୍ଥଳସେନାରେ ବଡ଼ ଅଘଟଣ । ସ୍ଥଳସେନାର ଗୋଟିଏ ହେଲିକପ୍ଟର ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଛି। ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ଦୁଇ ପାଇଲଟ ଗୁରୁତର ଥିବା ଜଣାପଡିଛି । ସେମାନଙ୍କୁ ସ୍ଥାନୀୟ ସେନା…

ଦେଶବାସୀଙ୍କୁ ବାର୍ତ୍ତା ଦେଲେ ରାଷ୍ଟ୍ରପତି : ଚାଷୀ, ଯବାନ ଓ ବୈଜ୍ଞାନିକଙ୍କୁ ମନେ ପକାଇଲେ

ନୂଆଦିଲ୍ଲୀ : ଆସନ୍ତାକାଲି ଦେଶ ପାଳିବ ୭୨ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ଦେଶବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ, କୃଷକ କଲ୍ୟାଣ ପାଇଁ ଆମେ ସର୍ବଦା ପ୍ରତିବଦ୍ଧ । ସେ କହିଛନ୍ତି ଯେ, ଗଣତନ୍ତ୍ର…

ପୁରୁଣା ଗାଡି ପାଇଁ ଦେବାକୁ ପଡିବ ଗ୍ରୀନ୍ ଟ୍ୟାକ୍‌ସ

ନୂଆଦିଲ୍ଲୀ: ଏଣିକି ପ୍ରଦୂଷଣ କରୁଥିବା ପୁରୁଣା ଗାଡି ଚଳାଇଲେ ଦେବାକୁ ପଡିବ ଗ୍ରୀନ୍ ଟ୍ୟାକ୍‌ସ । ଏ ସଂପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର ସଡକ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡକରି ଅନୁମୋଦନ କରିଛନ୍ତି । ଏହାକୁ ଲାଗୁ କରିବା ପୂର୍ବରୁ ରାଜ୍ୟଗୁଡିକ ସହିତ ଆଲୋଚନା କରାଯିବ ।…

ଭାରତ-ଚୀନ ସୀମା ବିବାଦର ୯ମ ବୈଠକରେ ବାହାରିଲା କି ସମାଧାନର ସୂତ୍ର ?

ନୂଆଦିଲ୍ଲୀ: ଦୀର୍ଘ ୯ ମାସ ଧରି ଲଦାଖର ପୂର୍ବ ଭାଗରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ଗତକାଲି ହୋଇଥିବା ୯ମ ବୈଠକରେ ସମାଧାନର ସୂତ୍ର ବାହାରିଥିବାର ସଂକେତ ମିଳିଛି । ଏହି ବୈଠକ ପରେ କୁହାଯାଇଛି ଯେ, ହୋଇଥିବା ଆଲୋଚନା ସକରାତ୍ମକ, ବାସ୍ତବାଦୀ ଓ ଗଠନମୂଳକ ଥିଲା । ଏହା…

ମିସାଇଲ୍ ଆକାଶର ସଫଳ ପରୀକ୍ଷଣ, ଡିଆରଡିଓକୁ ସଫଳତା

ବାଲେଶ୍ବର : ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରୁଥିବା ମିସାଇଲ ଆକାଶର ସଫଳ ପରୀକ୍ଷଣ ହୋଇଛି । ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ମିସାଇଲ ଆକାଶର ସଫଳ ପରୀକ୍ଷଣ କରାଯାଇଛି । ଅପରାହ୍ଣ ୨ଟା ୨୫ରେ ମିସାଇଲ ଆକାଶ-ଏନଜିକୁ ଭୂ-ପୃଷ୍ଠରୁ ଉତକ୍ଷେପଣ କରାଯାଇଥିଲା ।…

ଓଡ଼ିଶାରୁ ଦିନକରେ ୧୪୦ କରୋନା ରୋଗୀ ସୁସ୍ଥ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୪୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଏଥିମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୨୫ ଜଣ ରହିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।…

ଫେବ୍ରୁଆରି ୧ ରେ ଚାଷୀ ସଂଗଠନ ପାର୍ଲାମେଣ୍ଟ ଚାଲ୍ ଅଭିଯାନ

ନୂଆଦିଲ୍ଲୀ: ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଥିବା ଚାଷୀମାନେ ଆଜି କେନ୍ଦ୍ର ସରକାରକୁ ଆଉ ଏକ ବଡ ଚେତାବନୀ ଦେଇଛନ୍ତି । ଆସନ୍ତା ଫେବ୍ରୁଆରି ୧ ରେ ସାଧାରଣ ବଜେଟ ସଂସଦରେ ଉପସ୍ଥାପନ ହେବାର ଅଛି । ସେହି ଦିନ ସଂସଦ ଚାଲ୍ ଡାକରା ଦେଇଛନ୍ତି ସେମାନେ । ଦେଶର ବିଭିନ୍ନ ସ୍ଥାନରୁ…