କରୋନା ଟିକା ଜନିତ ମିଥ୍ୟା ସୂଚନାକୁ ବିଶ୍ବାସ କରନ୍ତୁନି: ଡିଏମଇଟି ନିର୍ଦ୍ଦେଶକ
ଭୁବନେଶ୍ୱର: କରୋନା ଟୀକାକରଣ ପାଇଁ କୌଣସି Duplicate Aapରେ ବିଶ୍ୱାସ କରନ୍ତୁ ନାହିଁ।। ଟୀକାକୁ ମାଗଣାରେ ଦେବାକୁ ସରକାର ଘୋଷଣା କରିଛନ୍ତି ବୋଲି ଶୁକ୍ରବାର ଦିନ କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି।
କରୋନା ଟିକା ଜନିତ ମିଥ୍ୟା ସୂଚନାରୁ ଦୂରେଇ ରୁହନ୍ତୁ ନଚେତ୍…