Latest Odisha News

BREAKING NEWS

Yearly Archives

2021

ମହିଳା ଆୟୋଗ ସଦସ୍ୟଙ୍କ ଉପରେ ବର୍ଷିଲେ ଅଭିନେତ୍ରୀ ପୂଜା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାଦାଉନ୍ ଜିଲ୍ଲାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଏଠାରେ ପ୍ରାୟ ୫୦ ବର୍ଷ ବୟସ୍କା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏହି ଘଟଣାରେ…

ସମ୍ରାଟ ଅଶୋକଙ୍କ ବିରତ୍ୱର ଗାଥା ଶୁଣିବାରୁ ପର୍ଯ୍ୟଟକ ବଞ୍ଚିତ

ଭୁବନେଶ୍ୱର: ପର୍ଯ୍ୟଟନ ଶିଳ୍ପକୁ ସୁଧାରିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ହେଲେ ଆଜିଯାଏଁ କାର୍ଯ୍ୟକାରୀ ହେଇପାରୁନି ଧଉଳି ଲାଇଟ ଓ ସାଉଣ୍ଡ ବ୍ୟବସ୍ଥା।ଧଉଳିରେ ଆଉ ଶୁଣିବାକୁ ମିଳୁନି କଳିଙ୍ଗ ଯୁଦ୍ଧର ବର୍ବରତା କି ସମ୍ରାଟ ଅଶୋକଙ୍କ ମନ ପରିବର୍ତ୍ତନର ଗାଥା। ଗତ ପେବୃଆରୀ ମାସରୁ ଏହା…

ହୀରାକୁଦରେ ଅତିଥି ପକ୍ଷୀଙ୍କ ଗଣନା

ହୀରାକୁଦ : ହୀରାକୁଦ ଜଳଭଣ୍ଡାରରେ ଚଳିତ ବର୍ଷ କେତେ ପକ୍ଷୀ ଆସିଛନ୍ତି ତାର ଗଣନା ସରିଯାଇଛି । ପକ୍ଷୀ ଗଣନା କାମରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମ୍ବଲପୁର ଓ ଝାରସୁଗୁଡା ବନଖଣ୍ଡ କର୍ମଚାରୀ ନିୟୋଜିତ ହୋଇଥିଲେ। ୩ ଡିଭିଜନ ୨୧ ଟିମରେ ଭାଗ ଭାଗ ହୋଇଥିଲେ। ସେମାନେ ୬ ଟି ଦେଶୀ ଡଙ୍ଗା…

ଓଡ଼ିଶାର ୧୧୦ଟି ସାଇଟରେ ଟିକାକରଣ ଡ୍ରାଏ ରନ୍‌

ଭୁବନେଶ୍ୱର: ସାରା ଦେଶରେ କରୋନା ଟିକାକରଣ ପୂର୍ବରୁ ଚାଲିଛି ଦ୍ୱିତୀୟ ପର୍ୟ୍ୟାୟ ଡ୍ରାଏ ରନ୍ । ଓଡ଼ିଶାରେ ୧୧୦ଟି ସେସନ୍ସ ସାଇଟରେ ଡ୍ରାଏ ରନ୍ କରାଯାଉଛି । ପ୍ରାଇମେରୀ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ମେଡିକାଲ କଲେଜରେ ଚାଲିଛି ଟିକାକରଣର ରିହରସାଲ୍ । ଏହି ସୂଚନା…

କହେଲେ କହେବ ଓ କରବୁ ଯାହା ପାଏବୁ ତାହା ପୁସ୍ତକ ଉନ୍ମୋଚିତ

ସମ୍ବଲପୁର: କୋଭିଡ କଟକଣା ଭିତରେ ସମ୍ବଲପୁରର ସମଲେଶ୍ବରୀ ମନ୍ଦିର ପରିସରରେ ଡ. ଶ୍ୟାମସୁନ୍ଦର ଧରଙ୍କ ରଚିତ ସମ୍ବଲପୁରୀ ପୁସ୍ତକ "କହେଲେ କହେବ" ଓ ଡ. ବିଜୟ ପ୍ରଧାନଙ୍କ ରଚିତ ସମ୍ବଲପୁରୀ ଗଳ୍ପ ସଂକଳନ "କରବୁ ଯାହା ପାଏବୁ ତାହା" ଉନ୍ମୋଚିତ ହୋଇଯାଇଛି। ବରିଷ୍ଠ ନାଗରିକ ହେମନ୍ତ ଦଫେଦାର ଓ…

ପ୍ରଥମ ଦିନ ସ୍କୁଲ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ୯ ମାସ ପରେ ଆଜିଠାରୁ ରାଜ୍ୟରେ ଖୋଲିଛି ସ୍କୁଲ । କ୍ଲାସରୁମରେ ପୁଣି ଥରେ ଆରମ୍ଭ ହୋଇଛି ପାଠପଢ଼ା । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ସ୍କୁଲ ଖୋଲିଛି । ଆଜି ପ୍ରଥମ ଦିନରେ ସ୍କୁଲ ପରିଦର୍ଶନ କରି ବ୍ୟବସ୍ଥା ପରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା…

ଆଜିଠୁ ଆରମ୍ଭ ହେବ ବ୍ରିଟେନ ଏବଂ ଭାରତ ମଧ୍ୟରେ ବିମାନ ଚଳାଚଳ

ନୂଆଦିଲ୍ଲୀ: ବ୍ରିଟେନ ଏବଂ ଭାରତ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ କରିବାକୁ ଯାଉଛି ଯାହା ଡିସେମ୍ବର ଶେଷ ସପ୍ତାହରୁ ବନ୍ଦ ହୋଇଯାଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ, ଜାନୁୟାରୀ ୮ ରୁ ୩୧ ପର୍ଯ୍ୟନ୍ତ ବ୍ରିଟେନରୁ ଭାରତ ଯାତ୍ରା କରୁଥିବା ଯାତ୍ରୀମାନେ ବିମାନବନ୍ଦରରେ…

ଜୁଭେଲାଇଲ୍ ଜଷ୍ଟିସ ବୋର୍ଡରେ ହାଜର ହେଲା ପରୀ ହତ୍ୟାକାଣ୍ଡର ନାବାଳକ ଅଭିଯୁକ୍ତ

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର 'ପରୀ' ହତ୍ୟା ମାମଲାରେ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର ହେଲା ଅଭିଯୁକ୍ତ ନାବାଳକ । ଅନୁଗୁଳ ବାଳସୁଧାର ଗୃହରୁ ତାକୁ ଆଣି ହାଜର କରାଯାଇଛି । ନାର୍କୋ ଆନାଲିସିସ ଟେଷ୍ଟ ଅନୁମତି ଦେବାକୁ ଏସଆଇଟି କରିଥିବା ଆବେଦନ ଉପରେ ଶୁଣାଣି ହେବ । ନୟାଗଡ଼ ପକସୋ…

ବିଚ୍ ରାସ୍ତାରେ ଛୁରୀ ଭୁସି ଜଣଙ୍କୁ ହତ୍ୟା, ଜଣେ ଗୁରୁତର

ଜୟପୁର: ବିଚ୍ ରାସ୍ତାରେ ଛୁରାମାଡ଼ । ଛୁରୀ ଭୁସି ଜଣଙ୍କୁ ହତ୍ୟା । ଆକ୍ରମଣରେ ଆଉ ଜଣେ ଗୁରୁତର ହୋଇଛନ୍ତି । କୋରାପୁଟ ଜିଲ୍ଲା ଦେଇ ଯାଇଥିବା ୬୩ ନମ୍ବର ଜାତୀୟ ରାଜପଥର ବୋରିଗୁମ୍ମା ବ୍ଲକ ଶଶାହାଣ୍ଡି ନିକଟରେ ଏହି ଘଟଣା ଘଟିଛି । ମୃତକ ହେଲେ ଶଶାହାଣ୍ଡି ଗାଁର ଦଶରଥ ହରିଜନ । ଆହତଙ୍କ ନାଁ…

ନିଆରା ଗାଁ; ଯେଉଁଠି ବିବାଦର ସମାଧାନ ଥାନାରେ ନୁହେଁ ଆପୋଷ ବୁଝାମଣାରେ ହୋଇଥାଏ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମାଣ୍ଡଲା ଜିଲ୍ଲା ମୁଖ୍ୟାଳୟଠାରୁ ୨୮ କିଲୋମିଟର ଦୂରରେ ଥିବା ଆଦିବାସୀ ବହୁଳ ଗ୍ରାମ ମଲପଠାର ଗାଁର ଲୋକମାନେ ସାମୂହିକ ସହଯୋଗର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଯଦି ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଥାଏ, ତେବେ ପୋଲିସ ଷ୍ଟେସନରେ କୌଣସି ପ୍ରକାର ପଞ୍ଜୀକରଣ…