Latest Odisha News

BREAKING NEWS

Yearly Archives

2021

ଗୋଟିଏ ସେକ୍ସନରେ ପଢ଼ିବେ ୨୦-୨୫ ପିଲା, ଆଉ କମିବନି ସିଲାବସ୍

ଭୁବନେଶ୍ୱର: ଦୁଇ ଦିନ ପରେ ରାଜ୍ୟରେ ଖୋଲିବ ସ୍କୁଲ । ନଅ ମାସ ପରେ ଛାତ୍ରଛାତ୍ରୀ କ୍ଲାସରୁମରେ ପାଠ ପଢ଼ିବେ । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପଢ଼ିବାକୁ ଆସିବେ । ଗୋଟିଏ ସେକ୍ସନରେ ପଢ଼ିବେ ୨୦-୨୫ ଛାତ୍ରଛାତ୍ରୀ । ଅଧିକ ପିଲା ହେଲେ ଅଧିକ ସେକ୍ସନ କରାଯିବ । ଏନେଇ ସୂଚନା…

ସାରା ଓଡ଼ିଶାରେ ଗାନ୍ଧି ବିଚାରଧାରାର ଜଣେ ମୁଖ୍ୟ ପୁରୋଧା ଥିଲେ ରାଜ କିଶୋର ନାୟକ

ଭୁବନେଶ୍ୱର : ଗାନ୍ଧୀ ଓ ଆଦର୍ଶ  ବିଚାର ସମଗ୍ର ବିଶ୍ୱରେ ଦିନକୁ ଦିନ ଅଧିକ ପ୍ରାସଙ୍ଗିକ ମନେ ହେଉଥିବାବେଳେ ଦୃଢ଼ ରାଜନୈତିକ ଇଚ୍ଛଶକ୍ତିର ଅଭାବ ଯୋଗୁଁ ଭାରତରେ ଏହା ଏପର୍ଯ୍ୟନ୍ତ ଆଶାନୁରୂପ ଭାବେ ବିକଶିତ ହୋଇପାରି ନାହିଁ। ଗାନ୍ଧୀଙ୍କ ସ୍ୱପ୍ନର ଭାରତ କ୍ରମଶଃ ହଜିଯାଇଛି। ଏପରିକି ଦେଶ…

ଫିଲ୍ମ ‘ୱି କ୍ୟାନ୍‌ ବି ହିରୋସ୍‌’କୁ ନେଇ ପ୍ରିୟଙ୍କାଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଟ୍ୱିଟରରେ ଘୋଷଣା କରିଛନ୍ତି ଯେ ତାଙ୍କର ନେଟଫ୍ଲିକ୍ସ ଫିଲ୍ମ 'ୱି କ୍ୟାନ୍‌ ବି ହିରୋସ୍‌'ର ଆଉ ଏକ ସିକ୍ୱେଲ ଆରମ୍ଭ ହେବାକୁ ଯାଉଛି। ଏହି ଖବର ସେୟାର କରି ସେ ଲେଖିଛନ୍ତି: “ହିରୋ ହେଡକ୍ୱାର୍ଟର ପ୍ରୋଜେକ୍ଟ: ୪୪ ମିଲିୟନ୍ ପରିବାର ଏହାର ପ୍ରଥମ…

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ୨୨ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସ୍ୱୀକୃତି ପ୍ରଦାନ କ୍ଷେତ୍ରରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ। ସଙ୍ଗୀତକୁ ଗୁରୁତ୍ୱ ଦିଆଯାଇ ଓଡ଼ିଶୀ ବିଶେଷଜ୍ଞଙ୍କୁ ନେଇ ଆଲୋଚନାଚକ୍ର କରାଯିବ। ବିଶେଷକରି ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ଅଧିକ ଗବେଷଣା ଉପରେ…

ଭୁବନେଶ୍ୱର ଶିଶୁ ଭବନ ଛକରେ ପୋଲିସ-ଛାତ୍ର କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର: ମାହାଙ୍ଗାରେ ବିଜେପି ନେତା ଓ ସହଯୋଗୀଙ୍କୁ ହତ୍ୟା ଘଟଣା ପ୍ରତିବାଦରେ ସାରା ରାଜ୍ୟରେ ଆନ୍ଦୋଳନ ଚାଲିଛି । ଭୁବନେଶ୍ୱର ଶିଶୁଭବନ ଛକରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ ଆନ୍ଦୋଳନ କରିଛନ୍ତି ଛାତ୍ର କଂଗ୍ରେସ…

ୱେବ୍ ସିରିଜ୍ ଓ କପିଲଙ୍କୁ ନେଇ ନୂଆ ଖବର

ମୁମ୍ବାଇ: ବେଶ କିଛିଦିନ ଧରି ଜୋର ଧରିଥିଲା ଚର୍ଚ୍ଚା । ୱେବ୍ ସିରିଜରେ ଡେବ୍ୟୁ କରିବେ କମେଡି କିଙ୍ଗ କପିଲ ଶର୍ମା । ଏ ନେଇ ସୋସିଆଲ ମିଡିଆ ଓ ଟିଭିରେ ଅନେକ କଳ୍ପନାଜଳ୍ପନା ବି ସାମ୍ନାକୁ ଆସିଥିଲା । ତେବେ ନିକଟରେ ଓଟିଟି ପ୍ଲାଟଫର୍ମରେ ପାଦ ଥାପିବା ନେଇ ଖୋଦ କପିଲ ଘୋଷଣା କରିଛନ୍ତି ।…

ଜ୍ୟାକ ମା କେଉଁଠାରେ ଅଛନ୍ତି ସୂଚନା ଦେଲା ପିପୁଲ୍ସ ଡେଲି

ବେଜିଂ: ଚୀନ ବ୍ୟବସାୟୀ ତଥା ଆଲିବାବା କମ୍ପାନୀର ମାଲିକ ଜ୍ୟାକ ମାଙ୍କ ନିଖୋଜ ଘଟଣା ଧିରେ ଧିରେ ସମଗ୍ର ଦୁନିଆରେ ଚର୍ଚ୍ଚାର କାରଣ ସାଜିଛି । ଏହା ଦେଖି ଚୀନର ସରକାରୀ ଖବରକାଗଜ ପିପୁଲ୍ସ ଡେଲି ସେ କେଉଁଠାରେ ଅଛନ୍ତି ସୂଚନା ଦେଇଛି । ରିପୋର୍ଟ ଅନୁସାରେ ଜ୍ୟାକ ମାଙ୍କୁ ଏକ ଅଜ୍ଞାତ ସ୍ଥାନରେ…

ନୟାଗଡ଼ ପକସୋ କୋର୍ଟରେ ହାଜର ହେଲା ପରୀ ହତ୍ୟାର ଅଭିଯୁକ୍ତ ସରୋଜ ସେଠୀ

ନୟାଗଡ: ଯଦୁପୁର ପରୀ ହତ୍ୟା ମାମଲାରେ ନୟାଗଡ଼ ପକସୋ କୋର୍ଟରେ ହାଜର ହେଲା ଅଭିଯୁକ୍ତ । ସରୋଜ ସେଠୀକୁ ହାଜର କରାଇଲା ଏସଆଇଟି । ଆଜି କୋର୍ଟରେ ସରୋଜର ମାଆ ଓ ଭଉଣୀ ବି ଉପସ୍ଥିତ ଅଛନ୍ତି । ନାବାଳକ ଦର୍ଶାଇ ଗତକାଲି କୋର୍ଟରେ ଆବେଦନ କରିଥିଲେ ଅଭିଯୁକ୍ତର ପରିବାର ଲୋକ । ଏହାର ଶୁଣାଣି ପାଇଁ…

ଲକି ଅଲ୍ଳୀଙ୍କ ଗୀତ ପୂରା କଲା କ୍ରିତିଙ୍କ ସ୍ୱପ୍ନ

ନୂଆଦିଲ୍ଲୀ: ନିକଟରେ କ୍ରିତି ସାନନ୍ ତାଙ୍କର ଗୋଟିଏ ସ୍ୱପ୍ନକୁ ପୂରଣ କରିବାରେ ସଫଳ ହୋଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର୍ କରିଛନ୍ତି। ଯେଉଁଥିରେ ପ୍ରମାଣିତ ହୋଇଛି ଯେ କ୍ରିତି ନିଜ ଲକ୍ଷ୍ୟ ପୂରଣ କରି କେତେ ଖୁସି ଅଛନ୍ତି। ଏହି ଭିଡିଓରେ ସେ ଏକ ବାଇକ୍ ଚଲଉଥିବା ଏବଂ…

ସୁନ୍ଦରଗଡରୁ ନିଖୋଜ ବିରଜୁ କୁଲୁ ତାଳଚେରରୁ ଉଦ୍ଧାର

ସୁନ୍ଦରଗଡ଼: ପାକିସ୍ତାନ ଫେରାନ୍ତ ସୁନ୍ଦରଗଡ଼ ଜିଲ୍ଲାର ବିରଜୁ କୁଲୁ ତାଳଚେରରୁ ଉଦ୍ଧାର । ୩ଦିନ ପରେ ବିରଜୁଙ୍କୁ ଉଦ୍ଧାର କରିଛି ପୋଲିସ । ତାଳଚେର ଅଞ୍ଚଳରେ ବୁଲୁଥିବା ସମୟରେ ଉଦ୍ଧାର କଲେ ସ୍ଥାନୀୟ ପୋଲିସ । ମାନସିକ ଭାରସାମ୍ୟ ହରାଇ ଘରୁ ବାହାରି ଟ୍ରକରେ ପଳାଇଥିଲେ ବିରଜୁ କୁଲୁ । ଗତ…