Latest Odisha News

BREAKING NEWS

Yearly Archives

2021

ମହାମାରୀ ବିରୋଧୀ ଲଢେଇରେ ପିଏମ୍‌ ମୋଦୀଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ; ‘ହୁ’ ମୁଖ୍ୟ ଟେଡ୍ରୋସ୍ ଆଡାନମ୍

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନମ୍ ଗେବ୍ରିଆସିସ୍ ଭାରତରେ କରୋନା ଟିକାକୁ ପ୍ରଶଂସା କରିଛନ୍ତି। ମହାମାରୀର ଅନ୍ତ ଘଟାଇବା ପାଇଁ ଭାରତ ସରକାର ନେଇଥିବା ନିଷ୍ପତ୍ତିକୁ ପ୍ରଶଂସା କରି ସେ କହିଛନ୍ତି ଯେ ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ ଦେଶ…

ଟିକାକରଣ ପାଇଁ ତୟାର ଓଡ଼ିଶା: ରାଜ୍ୟରେ ଅଛି ୨୯ ହଜାର ସେସନ୍ସ ସାଇଟ୍

ଭୁବନେଶ୍ୱର: କରୋନା ଟିକା ଆସିବା କ୍ଷଣି ଓଡ଼ିଶାରେ ଆରମ୍ଭ ହେବ ଟିକାକରଣ । ସରକାର ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି । ଟିକାକରଣ ପାଇଁ ୨୯ହଜାର ସେସନ ସାଇଟ ଅଛି । କିନ୍ତୁ ପ୍ରଥମ ପର୍ଯ୍ୟାୟରେ ଟିକାକରଣ ବେଳେ ଏସବୁ ଆବଶ୍ୟକ ହେବନି । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର…

ମାଡାମ୍ ଚିଫ୍ ମିନିଷ୍ଟର ସାଜିବେ ରିଚା !

ମୁମ୍ବାଇ: ଭର୍ସାଟାଲିଟିର ଅନ୍ୟ ନାଁ ରିଚା ଚଢା । ଏ କଥା କହିଲେ କି ଲେଖିଲେ କିଛି ଭୁଲ ହେବନି । କେତେବେଳେ ହଟ୍ ଅବତାର ତ ପୁଣି କେତେବେଳେ ଲେଡି ଡନ୍ କିମ୍ବା ସିମ୍ପଲ୍ କ୍ୟାରେକ୍ଟରରେ ସେ ଦର୍ଶକଙ୍କୁ ପ୍ରଭାବିତ କରିଛନ୍ତି । ଏହି ଧାରାକୁ ବଜାୟ ରଖିବା ପାଇଁ ଆଗାମୀ ଦିନରେ ରିଚା ଏକ ହଟ୍‌କେ…

ରାଜ୍ୟରୁ ବିଦା ହେଉଛି କରୋନା: ୨୪ଘଣ୍ଟାରେ ୧୯୮ ପଜିଟିଭ୍, ୨ମୃତ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଣିକି ଆଉ ଚିହ୍ନଟ ହେଉ ନାହାନ୍ତି ଦୈନିକ ନୂଆ କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ୭ଜିଲ୍ଲାରୁ ଗାଏବ ହୋଇଛି ମହାମାରୀ । ଅର୍ଥାତ ୨୩ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ଆଜି ଚିହ୍ନଟ ହୋଇଛନ୍ତି ୧୯୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ…

ମୁମ୍ବାଇରେ ନୂଆ ଘର କିଣିଲେ ଜାହ୍ନବୀ; ଦାମ୍‌ ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ: କିଛିଦିନ ହେବ କୌଣସି ନା କୌଣସି କାରଣରୁ ଜାହ୍ନବୀ ଚର୍ଚ୍ଚାରେ ରହୁଛନ୍ତି। ଏବେ ଜାହ୍ନବୀଙ୍କୁ ନେଇ ଆଉ ଏକ ଖବର ଶୁଣିବାକୁ ମିଳୁଛି ଯେ ମୁମ୍ବାଇର ଜୁହୁରେ ଜାହ୍ନବୀ ଏକ ବିଳାସପୂର୍ଣ୍ଣ ଏବଂ ଦାମିକା ଘର କିଣିଛନ୍ତି। ଯାହାର ମୂଲ୍ୟ ଶୂଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ସୂଚନା…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସପି

ଭଦ୍ରକ: ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ଏସପି ଚରଣ ସିଂ ମୀନ । ଏସପିଙ୍କ ଗାଡିକୁ ପିଟିଲା ଏକ ଟ୍ରକ । ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ତେବେ ଏଥିରେ ଏସପିଙ୍କର କୌଣସି କ୍ଷତି ହୋଇ ନାହିଁ । ତେବେ ତାଙ୍କ କାର ଭାଙ୍ଗିରୁଜି…

ହାପି ବାର୍ଥ ଡେ ଦୀପିକା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜି ତାଙ୍କର ୩୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଦୀପିକା ପାଦୁକୋନ ବଲିଉଡକୁ ଆସିବା ପୂର୍ବରୁ ମଡେଲିଂ କରିଥିଲେ। ସେ ଅନେକ ବଡ ବଡ କମ୍ପାନୀର ବିଜ୍ଞାପନ ମଧ୍ୟ କରିଥିଲେ ଏବଂ ତା’ପରେ ୨୦୦୭ରେ ସେ 'ଓମ୍ ଶାନ୍ତି ଓମ୍' ସହିତ ବଲିଉଡରେ ଡେବ୍ୟୁ…

କବିତା:ସବୁ ତୁମ ପାଇଁ

ଅମ୍ବିକେଶ ରାଉତ ତୁମେ ହସ କେବେ ଲୁହ କେବେ ସମୁଦ୍ରଏ କୋହ ତ ପୁଣି କେବେ ମୋ ବଞ୍ଚିବାର ମୋହ । ମୁଁ ଭାଙ୍ଗେ ତୁମକୁ ତୁମେ କିନ୍ତୁ ଗଢିଛ ଗଢି ଚାଲିଛ ଅହରହ । ମୁଁ ଡରେ, ଡରାଏ ତୁମେ କିନ୍ତୁ ବୁଝ, ବୁଝାଅ କେବେ ମୁଁ ନିଆଁ ହେଲେ, ତୁମେ ଜଳ ମୁଁ ତ ଅବୁଝା , ତୁମେ ବି ହେଲ ।…

ନୂତନ ସଂସଦ ଭବନ ନିର୍ମାଣ ପାଇଁ ଗ୍ରୀନ ସିଗନାଲ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ନିର୍ମାଣ ରାସ୍ତାରେ ଆଉ ବାଧା ନାହିଁ । ଗ୍ରୀନ ସିଗନାଲ୍ ଦେଇଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପକୁ ନେଇ ହୋଇଥିବା ଆବେଦନର ଶୁଣାଣି କରି କିଛି ସର୍ତ୍ତ ସହ ନୂଆ ସଂସଦ ଭବନ ନିର୍ମାଣ ପାଇଁ ଅନୁମତି…

ଦେଶବାସୀଙ୍କୁ ମୋଦୀଙ୍କ ଆଉ ଏକ ଉପହାର; ଆଜି କୋଚିରୁ ମାଙ୍ଗାଲୁରୁ ପର୍ଯ୍ୟନ୍ତ ପ୍ରାକୃତିକ ଗ୍ୟାସ ପାଇପଲାଇନ ଉଦ୍‌ଘାଟନ…

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଚିରୁ ମାଙ୍ଗାଲୁରୁ ପର୍ଯ୍ୟନ୍ତ ପ୍ରାକୃତିକ ଗ୍ୟାସ ପାଇପଲାଇନ ଉଦ୍‌ଘାଟନ କରିବେ। ଏହା ନୂଆ ବର୍ଷ ଅବସରରେ ଦେଶବାସୀଙ୍କୁ ମୋଦୀଙ୍କ ଆଉ ଏକ ଉପହାର ହେବ। ଏହି ସମଗ୍ର ପାଇପଲାଇନର ଲମ୍ବ ପ୍ରାୟ ୪୫୦ କିଲୋମିଟର। ଯାହା ସିଧାସଳଖ ଭାବେ ଅନେକ…