Latest Odisha News

BREAKING NEWS

Yearly Archives

2021

ପିକନିକ ସାରି ଫେରିବା ରାସ୍ତାରେ ଦୁର୍ଘଟଣା: ୩ ସାଙ୍ଗ ମୃତ, ୫ ଗୁରୁତର

ବଲାଙ୍ଗିର: ପିକନିକ୍ ସାରି ଫେରବା ବେଳେ ରାସ୍ତାରେ ଛକିଥିଲା ମୃତ୍ୟୁ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ୫ ଜଣ । ବଲାଙ୍ଗିର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥର ରଣ୍ଡା ଛକଠାରେ ଏହି ଦୁର୍ଘଟଣା ଘଟିଛି । ସୁନ୍ଦରଗଡ଼ର ଖଣ୍ଡାଧାରରେ ପିକନିକ୍ ସାରି…

ମହାମାରୀ ଏଯାଏ ଶେଷ ହୋଇନାହିଁ; ସତର୍କ ରହିବାକୁ ଏମ୍‌ସ ନିର୍ଦ୍ଦେଶକଙ୍କ ଚେତାବନୀ

ନୂଆଦିଲ୍ଲୀ: ଦିଲ୍ଲୀ (AIIMS),ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି ଯେ ପ୍ରଥମ ଦୁଇଟି ତୁଳନାରେ ତୃତୀୟ ତରଙ୍ଗ ଏତେଟା ପ୍ରଭାବ ନପକାଇପାରେ। କିନ୍ତୁ ସେ କିନ୍ତୁ ଚେତାବନୀ ଦେଇ କହିଛନ୍ତି ଯେ ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ଏବଂ ସମସ୍ତଙ୍କୁ କୋଭିଡ୍‌ ଉପଯୁକ୍ତ ଆଚରଣକୁ କଠୋର ଭାବେ…

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ମହାଯଜ୍ଞର ଆଜି ହେଉଛି ପୂର୍ଣ୍ଣାହୂତି । ଆଜି ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ସକାଳ ୯ଟା ୪୫ରୁ ୧୦ଟା ମଧ୍ୟରେ ଶିଳା ବିଜେ, ୧୦ଟା ୧୫ରୁ ୧୦.୩୦ ମଧ୍ୟରେ ଶିଳା ସ୍ଥାପନ ଓ…

ଆଗାମୀ ଦିନରେ ଆହୁରି କମିପାରେ ତୈଳ ଦର

ନୂଆଦିଲ୍ଲୀ: ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆହୁରି ହ୍ରାସ ପାଇପାରେ। କାରଣ କେନ୍ଦ୍ର ସରକାର ଏହାର ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭରୁ ୫ ମିଲିୟନ (୫୦ ଲକ୍ଷ) ବ୍ୟାରେଲ ଅଶୋଧିତ ତୈଳ ଛାଡିବାକୁ ନିଷ୍ପତ୍ତି ନେଇଛି। ଭାରତର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ…

କବିତା : କଟକ

ଚାରୁଦତ୍ତ ପାଣିଗ୍ରାହୀ  ପ୍ରାୟ ଭାବେ କଟକର ପାଗଳାମି ବା ଖାମଖିଆଲି ଟା କଣ ଏତେ ଯୁଗାନ୍ପୁଯୋଗୀ ବା ଏତେ ଅଦରକାରୀ ଯେ ନିଜତ୍ବ ଲୋପ ପାଇବାଟା ପୁଣି ଗୋଟାଏ ପ୍ରବୃତ୍ତି !! ପ୍ରାୟତଃ ନିର୍ଭିକ ପ୍ରେମିକ ଟିକେ ବେକାର ଟିକେ ନାଚାର ଆଉ ମସ୍ତ କଳାକାର !! କେବେ ନିଜ କଥା…

ବ୍ୟଙ୍ଗ : ଓଁ ସର୍ଟକଟ୍ ଦେବାୟ ନମଃ

ସରସ୍ୱତୀ ଓ ଗଣେଶଙ୍କ ଭିତରେ ବଚସା ହେଲା । ମା ସରସ୍ଵତୀ ଗଣେଶଙ୍କୁ କହିଲେ- "ମୋ ଭକ୍ତମାନଙ୍କୁ ଦେଖ କେମିତି ଶାନ୍ତ ସୁଧାର । କେତେ ଭକ୍ତିରେ ମୋତେ ପୂଜା କରୁଛନ୍ତି । ମୋ ଭକ୍ତ ମାନେ ଏଡ଼େ ବୁଦ୍ଧିଆ ଯେ ଆଇ.ଏ. ଏସ, ଆଇ ପି ଏସ, ଇଞ୍ଜିନିୟର ,ଡାକ୍ତର ଭଳି ବଡ଼ ବଡ଼ ଚାକିରୀ କରି ପରିବାର ଓ ଦେଶର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୬ ଜୟ ଜଗନ୍ନାଥ , ଓଁ ନମୋ ଭଗବତେ ବାସୁଦେବାୟ । ଭକ୍ତ ପ୍ରାଣ ଶ୍ରୀଜଗନ୍ନାଥ,ଏହା ସାର୍ବଜନ ବିଦିତ । କିନ୍ତୁ ଏଠାରେ ପ୍ରଶ୍ନ ଉଠେ ସେ ଭକ୍ତଟିକିଏ ? ଯିଏକି ପ୍ରଭୁଙ୍କର ଏତେ ପ୍ରିୟ ହୋଇପାରେ ! ଏମିତି ଵି ଚିନ୍ତା କରାଯାଇ ପାରେ ପ୍ରକୃତ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୧୦୭)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୧୦୭ ସମସ୍ତ ଅପେକ୍ଷାର ଅନ୍ତଃ ଘଟେଇ ଅନ୍ନପୂର୍ଣ୍ଣେଶ୍ବରୀ ଧରମହାପାତ୍ର ଇହଲୀଳା ସମ୍ବରଣ କଲେ। ସମସ୍ତଙ୍କର ଅକ୍ଳାନ୍ତ ଚେଷ୍ଟା ସତ୍ତ୍ଵେ ସବୁ ପାଣି ଫାଟିଗଲା .... ପାଣି ଫୋଟକା ପରି ସବୁ ମିଳେଇଗଲା କ୍ଷଣିକରେ। ତଥାପି ଆମେ…

ମିଷ୍ଟର ବିନଙ୍କ ମୃତ୍ୟୁ ଖବର ନେଇ ଗୁଜବ

ନୂଆଦିଲ୍ଲୀ: ମିଷ୍ଟର ବିନ ଭୂମିକା କରି ସାରା ବିଶ୍ୱରେ ଲୋକପ୍ରିୟତା ହାସଲ କରିଥିବା କମେଡିଆନ ରୋୱନ ଆଟକିନସନଙ୍କ ମୃତ୍ୟୁ ଖବର ମଙ୍ଗଳବାର ହଇଚଇ ସୃଷ୍ଟି କରି ଦେଇଥିଲା । ପରେ ଏହା ସମ୍ପୂର୍ଣ୍ଣ ଭାବେ ଏକ ଗୁଜବ ବୋଲି ଜଣା ପଡିଥିଲା । ୟୁଏସ ବ୍ରଡକାଷ୍ଟର ଫକ୍ସ ନ୍ୟୁଜ ନାମକ ଏକ ସଂସ୍ଥା ଟୁଇଟରରେ…

ମେନ୍ୟୁରେ ହଲାଲ ମିଟ: ବିସିସିଆଇ ଉପରେ ପ୍ରଶଂସକ କ୍ଷୁବ୍ଧ

କାନପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ କ୍ରିକେଟ ଟେଷ୍ଟ ପୂର୍ବରୁ ନୂଆ ବିବାଦ ମୁଣ୍ଡ ଟେକିଛି । କାନପୁରରେ ଖେଳାଳିମାନଙ୍କ ଡାଏଟ ତାଲିକା ପ୍ରକାଶ ପାଇବା ପରେ ପ୍ରଶଂସକମାନେ ବୋର୍ଡ ଉପରେ କ୍ଷୁବ୍ଧ ହୋଇ ପଡିଛନ୍ତି । ମେନ୍ୟୁରେ ହଲାଲ ମିଟ ସାମିଲ ହୋଇଥିବାରୁ ସୋସିଆଲ…