Latest Odisha News

BREAKING NEWS

Yearly Archives

2021

ଓଡ଼ିଶାରେ କଂଗ୍ରେସର ୬ ଘଣ୍ଟିଆ ହରତାଳ ପାଳନ

ଭୁବନେଶ୍ୱର: ଆଜି ଓଡ଼ିଶା ବନ୍ଦ ପାଳନ କରୁଛି କଂଗ୍ରେସ । ସକାଳ ୬ଟାରୁ ରାଜ୍ୟବ୍ୟାପୀ ୬ ଘଣ୍ଟିଆ ହରତାଳ କରିଛି ଦଳ । ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସ ଏହି ହରତାଳ କରୁଛି । ହାଇକୋର୍ଟଙ୍କ…

ସେ କିଏ ?

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ……  ଜୀବନରେ ବେଳେବେଳେ ଏମିତି କିଛି ଚମତ୍କାର ଘଟିଥାଏ ଯାହାକୁ କୌଣସି ବିଜ୍ଞାନ ସମ୍ମତ ଯୁକ୍ତିଦ୍ୱାରା ବ୍ୟାଖ୍ୟା କରିବା ସମ୍ଭବ ହୁଏନାହିଁ। ସେହି ଅଲୌକିକ, ଦିବ୍ୟ ଅନୁଭୂତିକୁ ଇନ୍ଦ୍ରିୟଲବ୍ଧ ଜ୍ଞାନ ତଥା ସୀମିତ ମନବୁଦ୍ଧି ଅହଂକାର ଦ୍ୱାରା ନା…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୫)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୪ ଜନସଚେତନତା ପାଇଁ ଡକ୍ଟର ଦେବିକାଙ୍କ ତତ୍ପରତା ବେଶ୍ ଆକର୍ଷଣୀୟ ହେଉଥିଲା। ତିଥି ଯୋଗଦେବାସହିତ ସଞ୍ଜୁଅପା ଓ ଅନ୍ୟ ଅନେକଙ୍କୁ ନେଇ ଦଳ ଗଠନ ହେଲା। ହେଲା ପୁଣି କାମର ଆବଣ୍ଟନ। ଡକ୍ଟର ନିଜେ ଇଚ୍ଛାକରି ମୁଗୁନି ଓ ସନିଆକୁ…

ଭିଜିଲାନ୍ସ ଜାଲରେ ମେଡିକାଲ ସେକ୍ସନ ଅଫିସର

ସମ୍ବଲପୁର : ଭିଜିଲାନ୍ସ ଜାଲରେ ସମ୍ବଲପୁର ସଦର ମେଡିକାଲ ସିଡିଏମଓ କାର୍ଯ୍ୟାଳୟର ସେକ୍ସନ ଅଫିସର । ସମ୍ବଲପୁର ସଦର ମେଡ଼ିକାଲରେ ସେକ୍ସନ ଅଫିସର ମନୋରଞ୍ଜନ ପ୍ରଧାନଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ମେଡିକାଲର ଜଣେ କର୍ମଚାରୀଙ୍କ ଏରିଅର କରାଇଦେବା ନାଁରେ ୧୦ ହଜାର ଟଙ୍କା ଲାଞ୍ଚ…

ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୬୭ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼ : ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ୬୭ଟି ରୂପାନ୍ତରିତ ସରକାରୀ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁନ୍ଦରଗଡ଼କୁ ମିଶାଇ ୫ଟି ଜିଲ୍ଲାରେ ରୂପାନ୍ତରିତ ମୋଟ ୧୪୨ଟି ହାଇସ୍କୁଲର ଲୋକାର୍ପଣ ହୋଇଛି । ଭିଡିଓ କନଫରେନ୍ସିଂରେ ସାମିଲ ହୋଇ ବିଭିନ୍ନ ଜିଲ୍ଲାରେ…

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର

ଦୁବାଇ: ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ଗୁରୁବାର ପାକିସ୍ତାନ ବ୍ୟାଟ୍ସମ୍ୟାନ ବାବର ଆଜାମ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି । ଟି୨୦ ବିଶ୍ୱକପ ଦ୍ୱିତୀୟ ସେମିଫାଇନାଲରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ୩୩ ରନ କରିବା ମାତ୍ରେ ବିଶ୍ୱର ପ୍ରଥମ ଖେଳାଳି ଭାବେ କମ ମ୍ୟାଚରେ ୨୫୦୦ ରନ ପୂର୍ଣ୍ଣ କରଛନ୍ତି…

ଆସନ୍ତାକାଲି ଓଡ଼ିଶା ବନ୍ଦ, ଟ୍ବିନ୍ ସିଟିରେ ମୁତୟନ ହେବେ ୩୫ ପ୍ଲାଟୁନ ଫୋର୍ସ

ଭୁବନେଶ୍ବର : ମମିତା ମେହେର ହତ୍ୟା ମାମଲାରେ ଆସନ୍ତାକାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ କରୁଛି କଂଗ୍ରେସ । ଏଥିରେ ସମସ୍ତେ ସାମିଲ ହେବାକୁ ନିବେଦନ କରିଛି କଂଗ୍ରେସ । ତେବେ ବନ୍ଦ ସମୟରେ ଜରୁରୀ ସେବା ଜାରି ରହିବ । ଶାନ୍ତିପୂର୍ଣ୍ଣ ଭାବେ ଓଡ଼ିଶା ବନ୍ଦ କରାଯିବ ବୋଲି କହିଛି କଂଗ୍ରେସ । ହେଲେ…

ସନ୍ଦେହ ଜନକ ଅବସ୍ଥାରେ ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନିମାପଡ଼ା : ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର ହୋଇଛି ଯୁକ୍ତ ୨ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ । ପୁରୀ ଜିଲ୍ଲା ନିମାପଡ଼ା ଗୁହାଳପଡା କୋଡ଼ ରୋଡ଼ ସ୍ଥିତ ସାଇ ବିଦ୍ବାନ କୋଚିଂ ସେଣ୍ଟରରେ ପାଠ ପଢୁଥିବା ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲରୁ ଉଦ୍ଧାର କରିଛି ନିମାପଡ଼ା ପୋଲିସ ।…

ବ୍ୟାଟିଂ କୋଚ ହେଡେନଙ୍କୁ ଇଂରାଜୀ ଭାଷାର କୁରାନ ଉପହାର ଦେଲେ ରିଜୱାନ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ପୂର୍ବରୁ ପାକିସ୍ତାନ ଦଳର ବ୍ୟାଟିଂ କୋଚ ମାଥ୍ୟୁ ହେଡେନ ଚିନ୍ତିତ ହୋଇ ପଡିଛନ୍ତି । ଗୋଟିଏ ପଟେ ନିଜ ଦେଶ ଅଷ୍ଟ୍ରେଲିଆ ଖେଳୁଥିବା ବେଳେ ଅନ୍ୟ ପକ୍ଷରେ ପ୍ରଫେଶନାଲ କ୍ୟାରିୟର । ତେବେ ହେଡେନ ଏହି ଅଳ୍ପ ଦିନ ମଧ୍ୟରେ…

କୋଣାର୍କ ମହୋତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

କୋଣାର୍କ : କୋଣାର୍କ ମହୋତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଅନୁଷ୍ଠିତ ହୋଇଛି ପ୍ରଥମ ପ୍ରସ୍ତୁତି ବୈଠକ । କୋଣାର୍କ ଯାତ୍ରୀ ନିବାସ ଠାରେ ଅନୁଷ୍ଠିତ ବୈଠକରେ ପୁରୀ ଜିଲ୍ଲା ପ୍ରଶାସନ ସହ ସମସ୍ତ ଅଧିକାରୀ ଯୋଗ ଦେଇଥିଲେ । କୋଭିଡ କଟକଣା ଭିତରେ କିପରି କୋଣାର୍କ ମହୋତ୍ସବକୁ…