ଋଣ : ଗରିବଙ୍କୁ ମାଡ଼, ଧନୀଙ୍କୁ ଛାଡ଼
ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…
ଜଣେ ଲୋକ ତା ସ୍ତ୍ରୀ’ ଓ ପିଲାକୁ ଧରି ନିଜ ମୋଟର ସାଇକେଲ୍ରେ ଶ୍ୱଶୁର ଘର ବୁଲିବାକୁ ଯାଇଥିଲା । ଶ୍ୱଶୁର ଘର ବୁଲାବୁଲି ସାରି ଫେରିବା ବେଳକୁ ଲୋକଟିକୁ ବାଟରେ ତିନି ଚାରୋଟି ଟୋକା ଅଟକାଇଲେ ଓ ତାକୁ ଓହ୍ଲାଇଦେଇ ତା ଗାଡ଼ି ନେଇ…