Latest Odisha News

BREAKING NEWS

Yearly Archives

2021

କେରଳର ନଟବରଲାଲ: ନକଲି ମ୍ୟୁଜିୟମ କରି ଠକିନେଲା ୧୦କୋଟି

କୋଚି: ନକଲି ମ୍ୟୁଜିୟମ କରି କେରଳର ଜଣେ ୫୪ ବର୍ଷୀୟ ପ୍ରୌଢ ୧୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇଛନ୍ତି । ୫୪ ବର୍ଷୀୟ ମୋନସନ ମାଭୁଙ୍କଲ ଆଂଟିକ ପଦାର୍ଥର ମ୍ୟୁଜିୟମ କରିଥିଲେ । ଏଥିରେ ଟିପୁ ସୁଲତାନଙ୍କ ସିଂହାସନ, ଯୀଶୁ ଖ୍ରୀଷ୍ଟଙ୍କ ପୋଷାକ ଓ ପ୍ୟାଗମ୍ବର ମହମ୍ମଦଙ୍କ ବ୍ୟବହୃତ ପଦାର୍ଥ…

ଗାଁରେ ଥମୁନି ହାତୀ ଆତଙ୍କ

ଯାଜପୁର: ହାତୀ ଉପଦ୍ରବ ଦିନ କୁ ଦିନ ବୃଦ୍ଧି ପାଉଛି। ଦାନଗଦି ବ୍ଲକ ଅନ୍ତର୍ଗତ ସାଳିଜଙ୍ଗା, ଗୋବର୍ଦ୍ଧନପୁର ପଂଚାୟତ ଜାତୀୟ ରାଜପଥ ପାର୍ଶ୍ଵରେ ହାତୀ  ଆତଙ୍କ । ଟମକା ମହାଗିରି ଜଙ୍ଗଲରୁ ହାତୀପଲ ଆସି ଥପଦା , ଦୁର୍ଗାପୁର,କମଳା ବାହାଳି , ଓ ଶଗଡ଼ ଗୁଳା ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଛନ୍ତି ।…

ଭାରତୀୟ ଯାତ୍ରୀଙ୍କ ପାଇଁ ଭଲ ଖବର; କୋଭିଶିଲ୍ଡକୁ ସ୍ୱୀକୃତି ଦେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: କରୋନା ବିରୋଧରେ କୋଭିଡଶିଲ୍ଡ ଟିକା ନେଇଥିବା ଏବଂ ଅଷ୍ଟ୍ରେଲିଆ ଯାତ୍ରା କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏକ ଖୁସି ଖବର। ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ନିର୍ମିତ ଟିକା କୋଭିଶିଲ୍ଡକୁ ଅଷ୍ଟ୍ରେଲିଆ ସ୍ବୀକୃତି ଦେଇଛି। ଅଷ୍ଟ୍ରେଲିଆ ଶୁକ୍ରବାର ଦିନ କୋଭିଶିଲ୍ଡକୁ…

ଆଶାକର୍ମୀଙ୍କୁ ଡାକ୍ତରଙ୍କ ମାଡ଼ ଅଭିଯୋଗ

ଭବାନୀପାଟଣା: ଆଶା କର୍ମୀଙ୍କୁ ଡାକ୍ତରଙ୍କ ମାଡ଼ । ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ହେମାଙ୍ଗିନୀ ମେହେର ଜଣେ ଆଶାକର୍ମୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଥୂଆମୂଳ ରାମପୁର ବ୍ଲକ ବଣ୍ଡାବାଗର ଆଶାକର୍ମୀ…

ଲଞ୍ଚ୍‌ ହେଲା ସ୍ୱଚ୍ଛ ଭାରତ ମିଶନ ୨.୦; ଆବର୍ଜନା ମୁକ୍ତ ହେବ ସହର; ପ୍ରତ୍ୟେକ ଘରେ ପହଞ୍ଚିବ ଜଳ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ମିଶନ ୨.୦ ଏବଂ AMRUT ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିଛନ୍ତି। ଦିଲ୍ଲୀର ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ରରେ ଏହି ଯୋଜନାଗୁଡିକର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପ୍ରତ୍ୟେକ…

ଜଳେଶ୍ୱରରୁ ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଜଳେଶ୍ୱର: ଜଳେଶ୍ୱରରୁ ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୪ ଅଭିଯୁକ୍ତ ଗିରଫ । ବାଲେଶ୍ବର ଜିଲ୍ଲାର ଜଳେଶ୍ୱରରେ ବ୍ରାଉନସୁଗାର କାରବାର ଥମିବାର ନାଁ ନେଉନି । ପୁଣି ୨୪୦ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ପୁଲିସ ।  ଦୁଇଟି ଅଲଗା ଅଲଗା ଜାଗାରୁ ଚଢାଉ କରି…

୮ ଫୁଟର ଅଜଗର ସାପ ଉଦ୍ଧାର

ଢେଙ୍କାନାଳ : ଘରେ ପଶିଲା ଅଜଗର ସାପ । ୮ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କଲା ସ୍ନେକ ହେଲପ ଲାଇନ । ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା କୁରୁମିଠା ଗ୍ରାମର ରୋହିତ ସାମଲ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଅଜଗର ସାପ ପଶିଯାଇଥିଲା। ଫଳରେ ରୋହିତଙ୍କ  ପରିବାର ଲୋକେ ଭୟଭୀତ ହୋଇ ସ୍ନେକ ହେଲପ ଲାଇନ…

ପୁଣି ଥରେ ଟାଟା ଗ୍ରୁପକୁ ଫେରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ପ୍ରାୟ ୬୮ ବର୍ଷ ପରେ ପୁରୁଣା ମାଲିକାନାକୁ ଫେରୁଛି ଏୟାର ଇଣ୍ଡିଆ। ଟାଟା ସନ୍ସ ସର୍ବାଧିକ ନିଲାମ ଡାକି  ଏୟାର ଇଣ୍ଡିଆକୁ କିଣିଛି।  କମ୍ପାନୀ ଅଧିଗ୍ରହଣ ପ୍ରକ୍ରିୟା ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ମିଳିଛି। ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଟାଟା ସନ୍ସ ସର୍ବାଧିକ…

ବିନା ସୂର୍ଯ୍ୟାସ୍ତର ଦେଶ

ଭୁବନେଶ୍ୱର: ଆମ ଚାରିପାଖରେ ଅନେକ ରହସ୍ୟ ଆଉ ରୋମାଞ୍ଚମୟ ଘଟଣା ଭରି ରହିଛି । କିଛି ଘଟଣା ଆମ ସମାନରେ ଘଟୁଛି। କିଛି ଘଟଣା ଆମ ସହ ଓତପ୍ରୋତ ଭାବେ ଜଡିତ ରହିଛି । ହେଲେ ତାହା ଏମିତି ରହସ୍ୟମୟ ଯାହା ଆମ ଜ୍ଞତ ସାରରେ ବାହାରେ। କିଛି ଘଟଣା ବିଶ୍ୱାସ ନହେଲେ ବି ସତ। ଦିନ ସରିଲେ ରାତି ହୋଇଥାଏ ।…

ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପାଇଁ ପିଏଚଡି ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସହକାରୀ ପ୍ରଫେସର ନିଯୁକ୍ତି ପାଇଁ ପିଏଚଡି ଡିଗ୍ରୀ ବାଧ୍ୟତାମୂଳକ ନୁହେଁ କେନ୍ଦ୍ର ସରକାର କହିଛନ୍ତି। ୨୦୧୮ରେ (UGC) ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ପ୍ରବେଶ ସ୍ତରୀୟ ପଦବୀ ନିଯୁକ୍ତି ପାଇଁ ଏକ ମାନଦଣ୍ଡ ସ୍ଥିର କରିଥିଲା।…