Latest Odisha News

BREAKING NEWS

Yearly Archives

2021

ଦୁର୍ଗା ମୂର୍ତ୍ତିରେ କାରିଗରଙ୍କ ଶେଷ ସ୍ପର୍ଶ

କଟକ: ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନ ନେଇ ଚଳଚଞ୍ଚଳ ହୋଇଉଠିଛି ପରିବେଶ । କଟକରେ ମୂର୍ତ୍ତି କାମ ଶେଷ ହୋଇଆସୁଥିବା ବେଳେ କାରିଗର ହାତକୁ ବି ତର ନାହିଁ । ଦୋ ମାଟିଆ କାମ ବି ଶେଷ ହୋଇଗଲାଣି । ଖଡିଲାଗି ଅମାବାସ୍ୟା ତିଥିରେ ଖଡ଼ି ଚଢାଯାଇ ରଙ୍ଗ ଦିଆଯିବ । ଚଳିତଥର ୪ଫୁଟ ଉଚ୍ଚତାର ମୂର୍ତ୍ତି…

ଭାରତର କଡା ଆଭିମୁଖ୍ୟ: ବ୍ରିଟେନ ନାଗରିକଙ୍କୁ ୧୦ ଦିନ କ୍ୱାରେଂଟାଇନ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଭାରତ ସରକାର ଆଜି ବ୍ରିଟେନ ବିପକ୍ଷରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ବ୍ରିଟେନ ନାଗରିକ ଭାରତ ଆସିଲେ ସେମାନଙ୍କୁ ୧୦ ଦିନ କ୍ୱାରେଂଟାଇନ ରହିବା ବାଧ୍ୟତାମୂଳକ କରାଯାଇଛି । ଏପରିକି ଟୀକା ନେଇଥିଲେ ମଧ୍ୟ ଏହି ନିୟମ ଲାଗୁ କରାଯିବ ବୋଲି ଘୋଷଣା କରାଯାଇଛି । କରୋନା ମହାମାରୀ ନେଇ…

ଖବରକାଗଜରେ ଗାନ୍ଧୀ ମୂର୍ତ୍ତି

ପୁରୀ : ଗାନ୍ଧୀ ଜୟନ୍ତି ଉପଲକ୍ଷେ ଖବର କାଗଜରେ ନିଆରା ଶୁଭେଚ୍ଛା ବାର୍ତ୍ତା । ପୁରୀ ଦତ୍ତାତୋଟ ଜଗନ୍ନାଥ ଲେନର ସୂଯ୍ୟକାନ୍ତ ଦାସ ଖବର କାଗଜରେ ଗାନ୍ଧୀଙ୍କ ମୂର୍ତ୍ତି କରି ଶୁଭେଚ୍ଛା ଜଣାଇଛନ୍ତି । ଏହି ମୂର୍ତ୍ତି କୁ ତିଆରି କରିବା ପାଇଁ ୨ ଦିସ୍ତା ଖବର କାଗଜ ବ୍ୟବହାର ହୋଇଛି । ପ୍ରାୟ ସାତ…

ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ଅବସର ନେଲେ ୨ଦିନରେ ୩ ସିନିୟର ହକି ଖେଳାଳି

ଭୁବନେଶ୍ୱର: ଭାରତୀୟ ହକି ଦଳର ଫରୱାର୍ଡ ଖେଳାଳି ୩୨ ବର୍ଷୀୟ ଏସଭି ସୁନୀଲ ଆଜି ହକିକୁ ଅଲବିଦା କହିଛନ୍ତି । ଦୀର୍ଘ ଦିନ ପରେ ଭାରତୀୟ ହକି ଦଳ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବା ପରେ ଏବେ ଜଣଙ୍କ ପରେ ଜଣେ ଏଥିରୁ ଅବସର ନେବା ଆରମ୍ଭ କରିଛନ୍ତି । ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ୨…

୨୦୨୨ ରୁ ଭାରତରେ ବ୍ରଡ୍‌ବ୍ୟାଣ୍ଡ ସେବା ଯୋଗାଇବ ଷ୍ଟାରଲିଙ୍କ୍‌

ନୂଆଦିଲ୍ଲୀ: ଏଲୋନ୍ ମସ୍କଙ୍କ ନେତୃତ୍ୱାଧୀନ ସ୍ପେସ୍ ଏକ୍ସର ସେଟ୍‌ଲାଇଟ୍‌ ବ୍ରଡବ୍ୟାଣ୍ଡ ଷ୍ଟାରଲିଙ୍କ ଡିସେମ୍ବର ୨୦୨୨ରୁ ଭାରତରେ ଏହାର ବ୍ରଡବ୍ୟାଣ୍ଡ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ସରକାରଙ୍କ ଅନୁମତି ଅନୁଯାୟୀ ୨ ଲକ୍ଷ ସକ୍ରିୟ ଟର୍ମିନାଲ ଅଛି ବୋଲି ଶୁକ୍ରବାର ଦିନ କମ୍ପାନୀର ଜଣେ…

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ,ବିଲ ଭିତରୁ ମୃତ ଦେହ ଉଦ୍ଧାର

କୋକସରା: ବିଲ ଭିତରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । କଳାହାଣ୍ଡି କୋକସରା ଛିଲିପାମାଲ ଗାଁରେ ଜଣେ ଯୁବକ ଅମିତଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଅମିତ ନିଜ ବିଲକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ତାଙ୍କ ମୃତ ଦେହ ବିଲ ଭିତରୁ ଉଦ୍ଧାର କରିଥିଲେ ।…

ମାଂଉଟ ତ୍ରିଶୁଳ ଆରୋହଣ କରିବା ଯାଇଥିବା ନୌସେନାର ୧୦ ପର୍ବତାରୋହୀ ହିମସ୍ଖଳନରେ ନିଖୋଜ

ଉତରକାଶୀ: ଭାରତୀୟ ନୌସେନାର ଗୋଟିଏ ଟିମ ଉତରାଖଣ୍ଡର ମାଂଉଟ ତ୍ରିଶୁଳ ଆରୋହଣ କରୁଥିବା ବେଳେ ହିମସ୍ଖଳନ ଯୋଗୁ ଦୁର୍ଘଟଣାର ଶୀକାର ହୋଇଛନ୍ତି । ପ୍ରାରମ୍ଭିକ ରିପୋର୍ଟରେ ୧୦ଜଣ ପର୍ବତାରୋହୀ ନିଖୋଜ ହୋଇ ଯାଇଥିବା ଜଣାପଡିଛି । ୧୫ ଦିନ ପୂର୍ବେ ଏହି ପର୍ବତ ଆରୋହଣ କରିବା ପାଇଁ ୨୦ ଜଣିଆ ଦଳ…

ଟାଟା ଗ୍ରୁପ୍‌କୁ ଫେରିବ କି ଏୟାର୍‌ ଇଣ୍ଡିଆ?; ସ୍ପଷ୍ଟୀକରଣ ଦେଲେ ସରକାର

ନୂଆଦିଲ୍ଲୀ: ବାସ୍ତବରେ, ଗଣମାଧ୍ୟମରେ ଖବର ଆସିଥିଲା ​​ଯେ ଟାଟା ଗ୍ରୁପ୍ ଏୟାର ଇଣ୍ଡିଆ ପାଇଁ ନିଲାମ ପ୍ରକ୍ରିୟାରେ ଜିତିଛି। ତେବେ ସରକାର ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ନିବେଶ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗର ସଚିବ କହିଛନ୍ତି ଯେ ଗଣମାଧ୍ୟମର ରିପୋର୍ଟ ମିଥ୍ୟା ଅଟେ।…

ସ୍ୱଚ୍ଛ ଭାରତ ଓ ସୁରକ୍ଷିତ ଭାରତ କାର୍ଯ୍ୟକ୍ରମ ଆରମ୍ଭ

ପୁରୀ : ପୁରୀ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ସ୍ୱଚ୍ଛ ଭାରତ ଓ ସୁରକ୍ଷିତ ଭାରତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କେନ୍ଦ୍ର ଯୁବ ଓ କ୍ରୀଡା ବ୍ୟାପର ବିଭାଗ ଆହ୍ଵାନରେ ଏହା କରାଯାଇଛି । ଏହି  କାର୍ଯ୍ୟକ୍ରମରେ ପୁରୀ କେନ୍ଦ୍ରର ସଂଯୋଜକ ଜୟଶଙ୍କର ଯୋଶୀଙ୍କ ନେତୃତ୍ୱରେ…

ନ୍ୟାୟ ଅପେକ୍ଷାରେ ପରିବାର …

ଯାଜପୁର : ପରିବାରକୁ ମିଳୁନି ନ୍ୟାୟ। ପୁଲିସର ଖାମଖିଆଲ ନୀତି ସାଙ୍ଗକୁ ବେଧଡ଼କ ବୁଲୁଛି ହତ୍ୟାକାରୀ। ଯାଜପୁର ବିଂଝାରପୁର ବିତନା ଗାଁର ରୁଦ୍ରପ୍ରସାଦଙ୍କ ମୃତ୍ୟୁର ମାସଟିଏ ପୁରା ହୋଇସାରିଲାଣି। ହେଲେ ପୁଲିସ ହାତ ଖାଲି। ମୃତ ଦେହ ଉଦ୍ଧାର ବେଳେ ଦେହରେ କ୍ଷତବିକ୍ଷତ ଯୋଗୁୂ ଏହା ଏକ…