Latest Odisha News

BREAKING NEWS

Yearly Archives

2021

ଆଇପିଏଲ: ଲୋ ସ୍କୋରିଂ ମ୍ୟାଚରେ ବାଜି ମାରିଲା କୋଲକାତା

ଶାରଜା: ଏଠାରେ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗର ଏକ ଲୋ ସ୍କୋରିଂ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୩ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଟସ୍ ଜିତି କୋଲକାତା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଦିଲ୍ଲୀ ଟିମ୍ ୨୦ ଓଭରରେ ୯ ଉଇକେଟ ହରାଇ ୧୨୭…

ସୁର ସାମ୍ରାଜ୍ଞୀଙ୍କୁ ଶୁଭେଚ୍ଛା

ଭୁବନେଶ୍ୱର: ମେରୀ ଆୱାଜ ହି ପେହଚାନ ହୈ.. . . .ଏହି ଆଇକନିକ୍ ଗୀତ ପାଇଁ ତାଙ୍କୁ ମିଳିଥିଲା ଅଲଗା ଏକ ପରିଚୟ । ପାଲଟିଥିଲେ ଦେଶର ସ୍ୱର । ପରିଚୟ ପାଇଁ ତାଙ୍କର ନାଁ ହିଁ ଯଥେଷ୍ଟ ।  ସେ ହେଉଛନ୍ତି ସୁର ସାମ୍ରାଜ୍ଞୀ ।  ତାଙ୍କର କଣ୍ଠର ଯାଦୁରେ ମତୁଆଲା ସଭିଏଁ । ଛୋଟ ହେଉ କି ବଡ଼ ସମସ୍ତେ…

ଭୁବନେଶ୍ବର ଏମସରେ ପ୍ରତିଷ୍ଠା ହେବ ସାଟେଲାଇଟ ବ୍ରେନ ବ୍ୟାଙ୍କ

ଭୁବନେଶ୍ବର : ଭୁବନେଶ୍ବର ଏମସରେ ପ୍ରତିଷ୍ଠା ହେବ ସାଟେଲାଇଟ୍ ବ୍ରେନ ବ୍ୟାଙ୍କ । ପୂର୍ବ ଭାରତରେ ପ୍ରଥମ ଥର ଲାଗି ହେବ ଏହି ବ୍ରେନ୍ ବ୍ୟାଙ୍କ । ସ୍ନାୟୁ ବିଜ୍ଞାନ କ୍ଷେତ୍ରରେ ଅଧିକ ଗବେଷଣା ଲାଗି ଏହି ବ୍ରେନ୍ ବ୍ୟାଙ୍କ ସହାୟକ ହେବ । ଏଥିପାଇଁ ୪୭ ଲକ୍ଷ ଟଙ୍କା ମଞ୍ଜୁର କରିଛି ଆଇସିଏମଆର ।…

ଜର୍ମାନୀରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦ ମାଉଁଣ୍ଟେନ୍ ହକି’

ବର୍ଲିନ : ଜର୍ମାନୀରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦ ମାଉଁଣ୍ଟେନ୍ ହକି’ । ଓଡ଼ିଶା ଇତିହାସରେ ପ୍ରଥମ ଓଡ଼ିଆ କ୍ରୀଡ଼ା ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର 'ଦ ମାଉଣ୍ଟେନ୍ ହକି'କୁ ଜର୍ମାନୀର ବର୍ଲିନ୍ ଠାରେ ଅନୁଷ୍ଠିତ ଇଣ୍ଡୋ-ଜର୍ମାନୀ ଚଳଚ୍ଚିତ୍ର ମହୋତ୍ସବରେ ଜିତେନ୍ଦ୍ର ମିଶ୍ରଙ୍କ…

କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ବାଡ ଓ ତମାଣ୍ଡୋ ପୋଲିସ କବଜାରେ ହାଇପ୍ରୋଫାଇଲ ଠକ

ଭୁବନେଶ୍ବର : କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ବାଡ ଓ ତମାଣ୍ଡୋ ପୋଲିସ କବଜାରେ ହାଇପ୍ରୋଫାଇଲ ଠକ । କୋଲକାତାରୁ ଠକକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଏହି ଠକ ଜଣକ ଅନଲାଇନରେ ସୁନା କିଣି ଟଙ୍କା ଦେବାକୁ କହି ଠକେଇ କରି ଚାଲିଥିଲା । ଗିରଫ ଠକ ଜଣକ ହେଲା ରାଜୀବ ପ୍ରଭାସ ଗୁପ୍ତା । ସେ ଜଣେ…

ଇଂଲଣ୍ଡ ବିଶ୍ୱକପ ବିଜୟୀ ଟିମର ସଦସ୍ୟ ରୋଜର ହଂଟଙ୍କ ପରଲୋକ

ଲଣ୍ଡନ: ଇଂଲଣ୍ଡ ବିଶ୍ୱକପ ବିଜୟୀ ୧୯୬୬ ଫୁଟବଲ ଦଳର ସଦସ୍ୟ ରୋଜର ହଂଟଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଜାତୀୟ ଦଳ ପକ୍ଷରୁ ଏହି ଲୋକପ୍ରିୟ ଷ୍ଟ୍ରାଇକର ୩୪ ମ୍ୟାଚ ଖେଳି ୧୮ ଗୋଲ ସ୍କୋର କରିଥିଲେ । ଲିଭରପୁଲର ଏହି ଷ୍ଟାର ଖେଳାଳି କ୍ଲବ ପକ୍ଷରୁ…

ରେଳଯାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା, ବାତିଲ ହେଲା ଏହି ସବୁ ଟ୍ରେନ୍

ଭୁବନେଶ୍ବର : ରେଳ ଯାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା । ବାତ୍ୟା ଗୁଲାବ ପ୍ରଭାବରେ କିଛି ଟ୍ରେନକୁ ବାତିଲ କରାଯାଇଛି । ସେହିପରି ଆଉ କିଛି ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଛି । ଏନେଇ ସୂଚନା ଦେଇଛି ରେଳବାଇ । ବାଇତ ହୋଇଥିବା ଟ୍ରେନ ଗୁଡିକ ହେଲା - ୦୧୦୧୯ ଛତ୍ରପତି ଶିବାଜୀ…

ତୁଷାର ଆତ୍ମହତ୍ୟା ମାମଲାରେ ଘାରିଲା ଗିରଫଦାରୀ ଭୟ, ଗାର୍ଲଫ୍ରେଣ୍ଡଙ୍କ ଆଗୁଆ ଜାମିନ ଆବେଦନ

କଟକ : କଟକ ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁଙ୍କ ଆତ୍ମହତ୍ୟା ମାମଲା । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ତୁଷାରଙ୍କ ବାନ୍ଧବୀ ଓ ବାନ୍ଧବୀଙ୍କ ବଡ଼ ଭଉଣୀ । ଗିରଫଦାରୀକୁ ଏଡାଇବାକୁ ପାଇଁ ହାଇକୋର୍ଟରେ ଏମାନେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଜଗତପୁର ଥାନାରେ ରୁଜୁ ହୋଇଥିବା…

ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗସ୍ତରେ ବିଏସଏଫ ବାହିନୀର ବରିଷ୍ଠ ଅଧିକାରୀ । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ବୁଲି ଦେଖିଛନ୍ତି । ତା ସହିତ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି BSF ADG  ରାଜବିନ୍ଦର ସିଂ ଭଟ୍ଟି ଓ BSF IG ସତୀଶଚନ୍ଦ୍ର…

ପିପିଲି ଉପନିର୍ବାଚନ ପାଇଁ ସଜବାଜ ,ବୁଥ୍ କୁ ଗଲେ ପୋଲିଂ ପାର୍ଟି

ପିପିଲି : ଆଉ ଦିନକ ପରେ ପିପିଲି ଭୋଟ୍ । ଆଜି ପୁଲିଂ ପାର୍ଟିମାନେ ନିଜ ନିଜ ବୁଥ୍ କୁ ଯାଇଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ସମୁଦାୟ ୩୪୮ ଟି ବୁଥ୍ ମଧ୍ୟରୁ ୧୦୨ ଟି ଅତିସମ୍ବେଦନଶିଳ ବୁଥ୍ ହୋଇଥିବାବେଳେ । ଏଠାରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ…