Latest Odisha News

BREAKING NEWS

Yearly Archives

2021

[ଭାଇରାଲ୍ ଆଲର୍ଟ] ଆସିଲା “ବେଲା ଚାଓ”ର ଗୁଜରାଟୀ ଭର୍ସନ୍‌

ଭୁବନେଶ୍ୱର: ସାରା ବିଶ୍ୱରେ ସୁପରହିଟ୍ ନେଟଫ୍ଲିକ୍ସ ସିରିଜ୍ ମନି ହାଇଷ୍ଟକୁ ମିଳିଛି ଜବରଦସ୍ତ ରେସ୍ପୋନ୍ସ । ଖାସ କରି ସିରିଜ୍‌ରେ ଥିବା ବେଲା ଚାଓ ଗୀତଟି ସମସ୍ତ ପ୍ଲାଟଫର୍ମରେ ସେନ୍ସେସନ୍ କ୍ରିଏଟ୍ କରିଥିଲା । ଏହି ଗୀତକୁ ନେଇ ଅନେକ ଲୋକ ହିନ୍ଦୀ, ପଂଜାବୀ ଓ ବଙ୍ଗଳା ଭର୍ସନରେ ଡବ୍…

ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ପ୍ରଦାନ

କେନ୍ଦୁଝର: ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ଅରିନ୍ଦମଙ୍କ ପତ୍ନୀ ସମୀକ୍ଷାଙ୍କୁ ଏହି ଅର୍ଥ ରାଶି ପ୍ରଦାନ କରିଛନ୍ତି କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ । ଆଜି ତାଙ୍କ ଘରକୁ ଯାଇ ଅର୍ଥ…

୨୭ରୁ ଭାରତରୁ କାନାଡାକୁ ବିମାନ ଉଡ଼ାଣ ଆରମ୍ଭ

ଓଟାୱା: ଭାରତରୁ ଯାତ୍ରୀବାହୀ ବିମାନ ଚଳାଚଳ ଉପରେ ଏକ ମାସ ଧରି ଲାଗିଥିବା ପ୍ରତିବନ୍ଧକକୁ ହଟାଇଲା କାନାଡା। କରୋନା ନିୟମାବଳୀକୁ ଦୃଷ୍ଟିରେ ରଖି ଏହି ନିଷେଧାଦେଶ ଲାଗୁ କରାଯାଇଥିଲା। କାନାଡା ସରକାର କହିଛନ୍ତି ଯେ, “ସେପ୍ଟେମ୍ବର ୨୭, ୨୦୨୧ରୁ ଭାରତରୁ କାନାଡାକୁ ସିଧାସଳଖ ବିମାନ ଉଡ଼ାଣ…

ହଜାରେ ଟଙ୍କା ପାଇଁ ସ୍ଵାମୀକୁ ଟାଙ୍ଗିଆରେ ଆକ୍ରମଣ କଲା ସ୍ତ୍ରୀ

ଅନୁଗୁଳ: ଟଙ୍କା ନଫେରାଇବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାରୁ ହଣାକଟା । ସ୍ୱାମୀକୁ ଟାଙ୍ଗିଆରେ ସ୍ତ୍ରୀ ଆକ୍ରମଣ କରିଥିବା ଅଭିଯୋଗ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋଳାଗାଡିଆ ଗାଁରେ ଏହି ଘଟଣା ଘଟିଛି । ମାତ୍ର ହଜାରେ ଟଙ୍କା ପାଇଁ ସ୍ଵାମୀକୁ ଟାଙ୍ଗିଆରେ ସ୍ତ୍ରୀ ଆକ୍ରମଣ…

ଭାରତ ସୀମା ନିକଟରେ ଚୀନ ତିଆରି କଲାଣି ୬୮୦ ଗ୍ରାମ !

ନୂଆଦିଲ୍ଲୀ: ଭାରତକୁ ହଇରାଣ କରିବା ପାଇଁ ଚୀନ ତାର କୂଟନୀତି ପଦକ୍ଷେପରୁ ବାଦ୍ ପଡୁନି । ଏବେ ଭାରତ ସୀମା ନିକଟରେ ଚୀନ ୬୮୦ଟି ଗ୍ରାମ ତିଆରି କରି ସରିଛି । ଯାହାକି ଭାରତ ପାଇଁ ଚିନ୍ତାର କାରଣ ବୋଲି ବିଶେଷଜ୍ଞମାନେ କହିଛନ୍ତି । ସୀମା ଉପରେ ନଜର ରଖିବା ପାଇଁ ଡ୍ରାଗନ ଏହି ଚାଲ ଚଳାଇଛି ।…

ଅନ୍ତିମ ପର୍ଯ୍ୟାୟରେ ଭାରତର ପ୍ରଥମ mRNA ଟିକା; ମୋଦୀ

ନୂଆଦିଲ୍ଲୀ: ଶନିବାର ୭୬ ତମ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ରେ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତର ପ୍ରଥମ mRNA ଟିକା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଅଛି। ପୁଣେ ଭିତ୍ତିକ ଏମକ୍ୟୁ ଫାର୍ମାସ୍ୟୁଟିକାଲ୍ସର ଏକ ସହାୟକ କମ୍ପାନୀ ଜେନୋଭା ବାୟୋ…

ବାତ୍ୟା ମୁକାବିଲାର ଭିଡିଓ କନଫରେନ୍ସିଂରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ରାଜ୍ୟରେ ଜୋରଦାର ଚାଲିଛି ପ୍ରସ୍ତୁତି । ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନେ ଆଲର୍ଟରେ ଅଛନ୍ତି । ସ୍ଥିତି ଉପରେ ନଜର ରଖିଛନ୍ତି । ଆଜି ବାତ୍ୟା ମୁକାବିଲାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରୁ ଭିଡିଓ କନଫରେନ୍ସିଂରେ ସ୍ଥିତି…

୬ ଶିଶୁଙ୍କ ସମେତ ୩୯ ଜଣ ଅନ୍ତେବାସୀ କରୋନା ପଜିଟିଭ

ମୁମ୍ବାଇ: ମୁମ୍ବାଇର ବାଇକୁଲ୍ଲା ଜେଲରେ ଗତ ୧୦ ଦିନ ମଧ୍ୟରେ ୬ ଜଣ ଶିଶୁଙ୍କ ସମେତ ୩୯ ଜଣ ଅନ୍ତେବାସୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସମସ୍ତ କୋଭିଡ ସଂକ୍ରମିତ ଲୋକଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି। ଅଧିକାରୀଙ୍କ କହିବା ଅନୁଯାୟୀ, ମୋଟ ୧୨୦ କର୍ମଚାରୀ ଏବଂ କଏଦୀଙ୍କ କରୋନା…

ଯୋବ୍ରା ବ୍ୟାରେଜରୁ ହାତୀର ମୃତଦେହ ଠାବ

କଟକ: ଯୋବ୍ରା ବ୍ୟାରେଜରୁ ଏକ ହାତୀର ମୃକଦେହ ଠାବ ହୋଇଛି । ମୁଣ୍ଡୁଳିରେ ଫସି ରହିଥିବା ହାତୀଟି ଭାସି ଆସିଥିବା ସନ୍ଦେହ କରାଯାଉଛି । ତେବେ ଏହି ହାତୀଟି ମହାନଦୀରେ ଫସିଥିବା ହାତୀ କି ନୁହେଁ ସ୍ପଷ୍ଟ ହୋଇନି । ଏନେଇ ବନବିଭାଗ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ । ବର୍ତ୍ତମାନ ହାତୀର…

ସ୍କୁଲରେ ପିଲାମାନଙ୍କ ମଧ୍ୟରେ କୋଭିଡ୍-୧୯ ର ବିସ୍ତାରକୁ ହ୍ରାସ କରୁଛି ମାସ୍କ

ନୂଆଦିଲ୍ଲୀ: ଫେସ୍-ମାସ୍କ ଯୋଗୁ ସ୍କୁଲରେ କମୁଛି ସଂକ୍ରମଣ। ମାସ୍କ ପରିଧାନ ଯୋଗୁ ବିଦ୍ୟାଳୟଗୁଡ଼ିକରେ କମ୍ କୋଭିଡ୍-୧୯ ସଂକ୍ରମିତ ହେଉଥିବା ସିଡିସି ଅଧ୍ୟୟନରୁ ଜଣାପଡିଛି। ଅଧ୍ୟୟନରୁ ଜଣାପଡିଛି ଯେ ମାସ୍କ ପରିଧାନ ଶ୍ରେଣୀଗୃହରେ ଏବଂ ଶିଶୁଙ୍କଠାରେ କରୋନା ବିସ୍ତାରକୁ ରୋକିବାରେ…